ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଲାଞ୍ଚ ନେଇ ବ୍ଲକ୍‌ ପଞ୍ଚାୟତ ଅଧିକାରୀ ଗିରଫ

ଯାଜପୁରସଦର : ଲୋକଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ଠାରୁ ଦରମା ମିଳୁଥିଲେ ମଧ୍ୟ ଅଧିକ ଅର୍ଥ ଲୋଭରେ ଲାଞ୍ଚ ନେଇ ଯାଜପୁର ବ୍ଲକ୍‌ ପଞ୍ଚାୟତ ଅଧିକାରୀ ଭିଜିଲାନସ ଦ୍ଵାରା ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ଯାଜପୁର ବ୍ଲକ୍‌ ଅଧୀନ ରୁଦ୍ରପୁର ପଞ୍ଚାୟତର ବଳରାମ ସାହୁଙ୍କ ବିବାହ ପଞ୍ଜୀକରଣ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଯାଜପୁର: ଯାଜପୁର: ଗତକାଲି ରାତି ପ୍ରାୟ ୨ଟା ବେଳେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କଲନ୍ଦା ଗ୍ରାମର ଅରୁଣ ସାହୁଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ବିଦ୍ୟୁତ ଲାଇନ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ…
ଅଧିକ ଖବର ଦେଖନ୍ତୁ...

ଛୁରାମାଡ଼ରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ୨ ପୁଅ ଥାନାରେ ଅଟକ କୋରେଇ/ରଗଡି : ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ ବିବାଦରୁ ଆଜି ରକ୍ତାକ୍ତ ସଂଘର୍ଷ ଘଟିଛି। ଜଣେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ପୁଅ ସଂଘବଦ୍ଧ ଆକ୍ରମଣ କରିବାରୁ କନ୍ତୋର ପଞ୍ଚାୟତ ସରପଞ୍ଚଙ୍କ…
ଅଧିକ ଖବର ଦେଖନ୍ତୁ...

କୋରୋଇ: ପୂର୍ବତନ ସରପଞ୍ଚ ଭାଇଙ୍କ ଆକ୍ରମଣରେ ସରପଞ୍ଚ, ସ୍ୱାମୀ ଆହତ

କୋରେଇ: ଆଜି ସକାଳେ ଯାଜପୁର ଜିଲ୍ଲା କୋରୋଇ ବ୍ଲକ୍‌ କନ୍ତରା ଗ୍ରାମପଞ୍ଚାୟତର ସରପଞ୍ଚ ରୁନୁ ଭୂୟାଁ ଓ ତାଙ୍କ ସ୍ୱାମୀ ନାରାୟଣ ଭୂୟାଁଙ୍କୁ ପୂର୍ବତନ ସରପଞ୍ଚଙ୍କ ଭାଇ ଶଶୀଭୂଷଣ ବରାଳ(୨୪ ବର୍ଷ) ଭୂଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ବିଜେଡି ଦଳର ସମର୍ଥକ ହୋଇଥିବାରୁ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ହନୁମାନ ପଇସା ପାଇଁ ୩ ଜଣଙ୍କୁ ଅପହରଣ!

ଯାଜପୁର/ବିଂଝାରପୁର/ଚଣ୍ଡିଖୋଲ : ହନୁମାନ ପଇସା ପାଇଁ ଜିଲ୍ଲାରେ ଆଜି ଦୁଇ ଦୁଇଟି ବଡ଼ଧରଣର ଅପହରଣ ଘଟଣା ଘଟିଛି। ଏହି ଘଟଣା ଆଜି ଯାଜପୁର ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବଡ଼ଚଣା ଥାନାର ମହାବିନାୟକଙ୍କ ନିକଟରୁ ଜଣେ ବ୍ୟକ୍ତିଙ୍କୁ କେତେକ ଦୁର୍ବୃତ୍ତ ଉଠାଇ…
ଅଧିକ ଖବର ଦେଖନ୍ତୁ...

ବିସ୍ଥାପନ ପାଇଁ ରାସ୍ତାରୋକ

ଯାଜପୁର/ଦାନଗଦୀ/ଡୁବୁରି :ଶିଳ୍ପାଞ୍ଚଳ କଳିଙ୍ଗନଗରରେ ଏବେ ଭିନ୍ନ ଚିତ୍ର ଦେଖିବାକୁ ମଳିଛି। ଯେଉଁମାନେ ଦିନେ ବିସ୍ଥାପିତ ହେବାକୁ ବିରୋଧ କରୁଥିଲେ, ଏବେ ସେମାନେ ବିସ୍ଥାପିତ ହେବାକୁ କହୁଛନ୍ତି। ଏହି ଦାବିରେ ଆଜି ବାରାଗାଡ଼ିଆ ଗ୍ରାମର ଶତାଧିକ ମହିଳା ଓ ପିଲାଛୁଆ ଆଜି ଯାଜପୁରରୋଡ଼- ଡୁବୁରି…
ଅଧିକ ଖବର ଦେଖନ୍ତୁ...

ଚଣ୍ଡିଖୋଲ-ଡୁବୁରି ଏନ୍‌ଏଚ୍‌ କେଳେଙ୍କାରୀ : ବିଦେଶୀ କମ୍ପାନି ଉଭାନ

୪ଲେନ୍‌ କାମ ଅଧାରୁ ବନ୍ଦ ଯାଜପୁର : ଧର୍ମଶାଳା ନିର୍ବାଚନମଣ୍ଡଳୀର ଜୀବନ ରେଖା କୁହାଯାଉଥିବା ଚଣ୍ଡିଖୋଲ୍‌-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ନୂତନ ୪ ଲେନ୍‌ କାମ ଅଧାରୁ ବନ୍ଦ ହୋଇଯାଇଛି । ଏହି ବାବଦରେ ହୋଇଥିବା କୋଟିକୋଟି ଟଙ୍କା କେଳେଙ୍କାରୀ ଏବେ ପଦାକୁ ଆସିଛି। ଶାସକ ଦଳ ନେତା ଓ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗଙ୍କୁ ନ୍ୟାୟ ଦାବିରେ ଅନଶନ

ଯାଜପୁରଟାଉ:ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅଧିକାର ସୁରକ୍ଷା ଓ ସଚେତନତାର ଅବହେଳା ନେଇ ଦିବ୍ୟାଙ୍ଗ ସାମାଜିକ କର୍ମୀ ତଥା ଦିବ୍ୟାଙ୍ଗ ମଂଗଳ କମିଟିର ସଦସ୍ୟ ମଣ୍ଟୁ ଦାସ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏହାର ସମାଧାନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲା ନବ ନିର୍ମାଣ କୃଷକ ସଂଗଠନ

ଯାଜପୁର ଟାଉନ : ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର, ରିଲିଫ୍‌ କୋଡ୍‌ ସଂଶୋଧନ ଏବଂ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷୀ ଆତ୍ମହତ୍ୟା ଲାଗି ରହିଛି। ସରକାର ଏହାକୁ ସ୍ୱୀକାର କରୁନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ଗାଁ ଉତ୍ସବରେ ଅତିଥି ଚୟନକୁ ନେଇ ବିବାଦ : ବିଜେଡି-ବିଜେପି ପିଟାପିଟି

ବିଂଝାରପୁର : ଗାଁ ଉତ୍ସବରେ ନେତାଙ୍କୁ ନିମନ୍ତ୍ରଣ ଘେନି ବିଜେଡି-ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ସଦ୍ୟ ବିଜେପିରେ ଯୋଗଦେଇଥିବା ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କୁ ପିଟି ମୁଣ୍ଡ ଫଟାଇ ଦେଇଛନ୍ତି। ଗଣ୍ଡଗୋଳରେ ୭ ଜଣ ଆହତ ହୋଇଛନ୍ତି। ପ୍ରୀତିପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ…
ଅଧିକ ଖବର ଦେଖନ୍ତୁ...