ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଅଖା ଭିତରେ ୨୦ଦିନର ଶିଶୁ

ବ୍ୟାସନଗର: ଅଖାରେ ଗୁଡ଼ା ହୋଇଥିବା ୨୦ଦିନର ଏକ ଶିଶୁକୁ ଗତକାଲି ରାତିରେ ଯାଜପୁରରୋଡ୍‌ ରେଳଷ୍ଟେସନ୍‌ରୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି। ଏ ନେଇ ରେଳବାଇ ଥାନାରେ ଏକ ଷ୍ଟେସନ୍‌ ଡାଏରି କରାଯାଇଛି। ଗତକାଲି ରାତିରେ ଯାଜପୁରରୋଡ୍‌…
ଅଧିକ ଖବର ଦେଖନ୍ତୁ...

ବଡ଼ଚଣା ଗ୍ରାମୀଣ ଆବାସ କେଳେଙ୍କାରୀ : ଘର ଚୋରି ସାଙ୍ଗକୁ ଶ୍ରମ ଲୁଟ୍‌!

ଯାଜପୁର : ବଡ଼ଚଣା ଗ୍ରାମୀଣ ଆବାସ ଦୁର୍ନୀତିରେ ଆଉଏକ ଫର୍ଦ ଯୋଡ଼ି ହୋଇଯାଇଛି। ଘର ଚୋରି ସାଙ୍ଗକୁ ଶ୍ରମ ବି ଲୁଟ୍‌ ହୋଇଛି। ଜାଲ୍‌ ଦସ୍ତଖତରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ମିଳିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଡଚଣା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆଖୁ ବୋଝେଇ ଟ୍ରକ୍‌ : ଡ୍ରାଇଭର ଜିଅନ୍ତା ଜଳିଗଲେ

ଧର୍ମଶାଳା/ଚଡେଇଧରା : ଧର୍ମଶାଳା ଥାନା ଅନ୍ତର୍ଗତ ବମ୍ଫୁଠାରେ ଏକ ଆଖୁ ବୋଝେଇ ଟ୍ରକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭର ଜିଅନ୍ତା ଜଳିଯାଇଛନ୍ତି। ବଡବାରିସାହିରୁ (ଓଆର୦୪ ଏଚ୍‌ ୦୮୮୫) ନମ୍ବର ବିଶିଷ୍ଟ ଦଶଚକିଆ  ଟ୍ରକ ମଙ୍ଗଳବାର ରାତିରେ ଆଖୁ ବୋଝେଇ କରି ଢେଙ୍କାନାଳ ଚିନି କଳକୁ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ବସ – ଟ୍ରକ ଧକ୍କା, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ ଛକରେ ବାଲେଶ୍ୱରରୁ କଟକ ଯାଉଥିବା ଏକ ବସ ସହିତ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବସ୍‌ର ଆଗ ପାଖ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍‌ରେ ଥିବା ୫୦ରୁ ଉର୍ଧ୍ୱ ଯାତ୍ରୀ ଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ।
ଅଧିକ ଖବର ଦେଖନ୍ତୁ...

ନାଳଖୋଳାରେ ୫୦୦ କୋଟି ଘୋଟାଲା!

ଯାଜପୁର (ସଂଗ୍ରାମ ସିଂହ): ଡ୍ରେନେଜ୍‌ ନାମରେ ୫୦୦ କୋଟିର ମହାଘୋଟାଲା। ଜିଲ୍ଲାର ଲକ୍ଷାଧିକ ଚାଷୀ ଏଥିପାଇଁ ହୋଇଛନ୍ତି ତଳିତଳାନ୍ତ। ଖାଲୁଆ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ସରକାରଙ୍କ ଜଳ ସଂପଦ ମନ୍ତ୍ରଣାଳୟ ଅଧୀନରେ ଡ୍ରେନେଜ୍‌ ଡିଭିଜନ୍‌ ଦୀର୍ଘ ଦିନରୁ କାମ କରୁଛି। ଚଣ୍ଡିଖୋଲ…
ଅଧିକ ଖବର ଦେଖନ୍ତୁ...

ନିଖିଳ ଓଡ଼ିଶା ଶିଶୁ ଚିକିତ୍ସକ ସଂଘର ସମ୍ମିଳନୀ ପ୍ରସ୍ତୁତି

ଯାଜପୁର : ଯାଜପୁରରୋଡ୍‌ରେ ୩୮ତମ ରାଜ୍ୟ ସ୍ତରୀୟ ଶିଶୁ ଚିକିତ୍ସକମାନଙ୍କର ସମାବେଶ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର କର୍ମକର୍ତ୍ତା ତଥା ବରିଷ୍ଠ ଡ଼ାକ୍ତରମାନେ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ୨୫ ଓ ୨୬ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୨ଦିନିଆ ସମାବେଶରେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ମୁହଁରୁ ବର୍ତ୍ତିଗଲା ଶିଶୁ

ବ୍ୟାସନଗର : ଯାଜପୁର ରୋଡ଼୍‍ ନିକଟ ବ୍ୟାସସରୋବରେ ଏକ ଦେଢ଼ବର୍ଷର ଶିଶୁପୁତ୍ରକୁ ହତ୍ୟା ଉଦ୍ୟମ କରାଯାଇଛି। ମାତ୍ର ଶିଶୁଟିର ଚିତ୍କାର ଶୁଣି ଜଣେ ଗୁପ୍‌ଚୁପ୍‌ ବିକାଳୀ ଓ କେତେକ ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତ କୌଶଳକ୍ରମେ ଗ୍ରାମବାସୀଙ୍କୁ ଚକ୍‌ମା ଦେଇ ଘଟଣାସ୍ଥଳରୁ ଖସିଯାଇଛି।…
ଅଧିକ ଖବର ଦେଖନ୍ତୁ...

ବଡ଼ଚଣା ବ୍ଲକ ରାସନ ଘୋଟାଲା ଘଟଣା : ଦୁବାଇ ଡିଲରଙ୍କ ପାସପୋର୍ଟ ଯାଞ୍ଚ ନିର୍ଦେଶ

ଯାଜପୁର : ବଡ଼ଚଣା ବ୍ଲକ ରାସନ ଘୋଟାଲା ଘଟଣାରେ ଦୁବାଇ ଡିଲରଙ୍କ ପାସପୋର୍ଟ ଯାଞ୍ଚ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ସହଯୋଗାଣ ଅଧିକାରୀଙ୍କ ତଦନ୍ତ ରିପୋର୍ଟଙ୍କୁ ତର୍ଜମା କରି ରିଟେଲର ସୁଶାନ୍ତ ମହାନ୍ତିଙ୍କ ମାସିକିଆ କୋଟା ବନ୍ଦ୍‌ କରିଦିଆଯାଇଛି। କେବଳ ସେତିକି ନୁହେଁ…
ଅଧିକ ଖବର ଦେଖନ୍ତୁ...

ଚାଷୀ ମନରେ ଛନ୍‌କା : ୩ ଲକ୍ଷ ହେକ୍ଟର ଜମିକୁ ବିପଦ

ଯାଜପୁର/କେନ୍ଦ୍ରାପଡା/ଜଗତ୍‌ସିଂହପୁର : ଲଘୁଚାପଜନିତ ବର୍ଷା ଯୋଗୁ ଧାନଚାଷ ଉଜୁଡ଼ିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ ହେବାକୁ ବସିଛି। ଆଜି ଯେତିକି ବର୍ଷା ହୋଇଛି, ଆଗାମୀ କିଛିଦିନ ଧରି ସେହି ପରିମାଣ କିମ୍ବା ତଦୁର୍ଦ୍ଧ୍ୱ ବର୍ଷା ହେଲେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିବା ଥୟ!…
ଅଧିକ ଖବର ଦେଖନ୍ତୁ...

ବାରବାଟୀରେ ସଶସ୍ତ୍ର ଡକାୟତି

ବାରବାଟୀ : କୁଆଖିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ସନ୍ତୋଷ ନାୟକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ସନ୍ତୋଷଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ବେଳେ ଘରୁ ନଗଦ ୮୦ ହଜାର ଟଙ୍କା ଏବଂ ୩୫୦ ଗ୍ରାମରୁ ଅଧିକ ଓଜନର…
ଅଧିକ ଖବର ଦେଖନ୍ତୁ...