ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଏନ୍‌ଆର୍‌ସିରେ ନଗଡ଼ା ସାମ୍‌ ଶିଶୁ

କାଳିଆପାଣି: ମଝି ନଗଡ଼ାର ଲକ୍ଷ୍ମୀ ଓ ସୁନିଆ ପ୍ରଧାନଙ୍କ ଝିଅ ତଥା ସାମ୍‌(ସିଭିଅର ଆକ୍ୟୁଟ୍‌ ମାଲ୍‌ନ୍ୟୁଟ୍ରିସନ) ଶିଶୁ ରେବତୀ(୨୨ ମାସ) ଗତକାଲି ଯାଜପୁରରୋଡ଼ ଏନ୍‌ଆର୍‌ସିରେ ଭର୍ତ୍ତିି ହୋଇଛି। ଗତ କିଛିଦିନ ଧରି ତା’ ସ୍ୱାସ୍ଥ୍ୟାବସ୍ଥାରେ ଘୋର ଅବନ୍ନତି ଦେଖା ଦେଇଥିଲା। ଅଧିକାଂଶ ସମୟ ସେ ତରଳ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ବିଦ୍ୟୁତ ଆଘାତରେ ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଜବାର ପଞ୍ଚାୟତର ସୁଖଦେଇପୁର ଗ୍ରାମର କନ୍ଦ କିଶୋର ତରାଇ(୬୦ ବର୍ଷ)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଶ୍ରୀ ତରାଇ ଗତକାଲି ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ଏକ ବିଦ୍ୟୁତ ତାର ତାଙ୍କ ଉପରେ ଛିଡ଼ିପଡ଼ିଥିଲା ଓ ସେ…
ଅଧିକ ଖବର ଦେଖନ୍ତୁ...

ଯୋଗାଣ ବିଭାଗରେ କେଳେଙ୍କାରୀ : ‘ଛାୟା ଡିଲର’ ଉଠାଉଛନ୍ତି ପିଡିଏସ୍‌ ସାମଗ୍ରୀ

ଯାଜପୁର : ଯାଜପୁର ଜିଲ୍ଲାର ଯୋଗାଣ ବିଭାଗର କେଳେଙ୍କାରୀ ସମସ୍ତ ଆଇନ୍‌ର ସରହଦ ପାର୍‌ କରିଛି। ସବୁ ନୀତିନିୟମକୁ ଦଳିମକଚି ଯୋଗାଇ ଦିଆଯାଉଛି ପିଡିଏମ୍‌ ସାମଗ୍ରୀ। ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ତଥ୍ୟ ଅନୁଯାୟୀ, ଦୀର୍ଘ ୧୦ ବର୍ଷ ହେଲା ଦୁବାଇରେ ରହୁଥିବା ଜଣେ ଡିଲରଙ୍କ…
ଅଧିକ ଖବର ଦେଖନ୍ତୁ...

ଖାକିରେ କଳଙ୍କ : ଟ୍ରେନ୍‌ରେ ପୁଲିସର ଛିନ୍‌ତାଇ

ବ୍ୟାସନଗର/କଟକ : ରେଳବାଇ ପୁଲିସର କେତେକ ହାବିଲଦାର ଓ କନେଷ୍ଟବଳ ଆଜି ଭୁବନେଶ୍ୱରରୁ ହାୱଡା ଯାଉଥିବା ସାଲିମାର ଏକ୍ସପ୍ରେସ୍‌ରେ ଚଢ଼ି ଯାତ୍ରୀଙ୍କ ଉପରେ ପ୍ରବଳ ଜୁଲମ କରିଛନ୍ତି। କିଛି ଯାତ୍ରୀଙ୍କଠାରୁ ଜୋରଜବରଦସ୍ତ ଟଙ୍କାପଇସା ଛଡ଼ାଇ ନେଇଛନ୍ତି। ସେମାନଙ୍କୁ ପାଇଖାନାରେ ପୂରାଇ ମାଡ଼ ବି…
ଅଧିକ ଖବର ଦେଖନ୍ତୁ...

ବୈତରଣୀରେ ବନ୍ୟା: ବହୁ ମାଟିଘର ଭୁଶୁଡ଼ିଲା

କୋରେଇ/ରଗଡ଼ି : ଲଘୁୁଚାପଜନିତ ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଚଳିତବର୍ଷର ଦ୍ୱିତୀୟ ବନ୍ୟାଜଳ ପ୍ରବେଶ କରିଛି । ଶନିବାର ଦିନ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ବନ୍ୟାଜଳ ୧୬.୧୮ରେ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଘରେ ପଶିଗଲା ଟ୍ରକ୍‌: ଦୁଇ ଶିଶୁ ମୃତ, ଦୁଇ ଗୁରୁତର

ସୁକିନ୍ଦା : ସୁକିନ୍ଦା ଥାନା ଧେଉରାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବାବୁଲି ମୁଣ୍ଡାଙ୍କ ଘର ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘରେ ଥିବା ଦୁଇଜଣ ଶିଶୁଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଡିଲର୍‌ଙ୍କ ସମେତ ୨ ନିଲମ୍ବିତ

ବରୀ: ପିଡିଏସ୍‌ ସାମଗ୍ରୀ ହେରଫେର୍‌ ଅଭିଯୋଗରେ ଯାଜପୁର ଉପଜିଲ୍ଲାପାଳ ଡିଲର ସମେତ ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ଲାଇସେନ୍ସ ଉପରେ ରୋକ୍‌ ଲଗାଇଛନ୍ତି। ସେ ଦୁହେଁ ହେଲେ ବରୀ ବାଗଦା ସମବାୟ ସମିିତି ସଂପାଦକ କମଳାକାନ୍ତ ମହାନ୍ତି ଏବଂ ମନ୍ଦାରି ପଞ୍ଚାୟତ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଉଗ୍ରରୂପ ନେଲା ମାଛଧରା ବିବାଦ : ୭ ବଖରା ଘର ଜାଳିଦେଲେ

ସିଂହପୁର/ବଂଝାରପୁର : ମାଛଧରାକୁ କେନ୍ଦ୍ର କରି ବଂଝାରପୁର ଥାନା ଅନ୍ତର୍ଗତ ଅଣ୍ଡାଳୋ ଓ ଫଳପୁର ଗ୍ରାମ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ଆହୁରି ଉଗ୍ରରୂପ ଧାରଣ କରିଛି। । ଗତକାଲି ବିଳମ୍ବିତ ରାତିରେ ଅଣ୍ଡୋଳ ଗ୍ରାମରେ ଦୁର୍ବୃତ୍ତମାନେ ପଶି କେତେକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ,…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ୨ଭାଇ ମୃତ

ବ୍ୟାସନଗର(ଯାଜପୁର): ଯାଜପୁର ବ୍ୟାସନଗର ଠାରେ ବୁଧବାର ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଘରେ ଶ୍ରାଦ୍ଧ ଥିବାରୁ ଯାଜପୁରରୋଡ ଥାନା ବ୍ୟାସନଗର ପୌରାଞ୍ଚଳର ୧୪ନମ୍ବର ଓ୍ଵାର୍ଡରେ ରହୁଥିବା ଦିଲୀପ କୁମାର ସୁତାର…
ଅଧିକ ଖବର ଦେଖନ୍ତୁ...

ଜିନ୍ଦଲରେ ଦୁର୍ଘଟଣା : ଶ୍ରମିକ ଗୁରୁତର

ଦାନଗଦି : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ୍‌ରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି। ସୂଚନା ମୁତାବକ, ରାଣୀପଡା ପଞ୍ଚାୟତ ଗହୀରପାଟୁଳି ମାଦିଳିଆ ଗ୍ରାମର…
ଅଧିକ ଖବର ଦେଖନ୍ତୁ...