ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଯୁଗସାଇପାଟଣାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ; ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ଯୁଗସାଇପାଟଣା ଅଞ୍ଚଳରେ ପୁଲିସ୍‌ କମ୍ବିଂ ଅପରେସନ ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି କ୍ୟାମ୍ପ ଛାଡ଼ି ଚମ୍ପଟ ମାରିଛନ୍ତି। ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ପ୍ରକାଶ ଯେ, ଯୁଗସାଇପାଟଣା…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ ବୃଦ୍ଧା ମୃତ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ 

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସାନଚେରଗାଁ ମଦନା ମାଝୀ (୬୫) ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ମଦନା କୌଣସି କାମରେ କେଗାଁ ଆସୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ଚିର୍କେଲଗୁଡ଼ା ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍‌ (ଓଆର୍‌୨୪-୯୨୯୩) ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସୂଚନାନୁସାରେ ଭବାନୀପାଟଣାରୁ ଥୁଆମୂଳ ରାମପୁର ବ୍ଲକ୍‌ ଅଡ୍ରିକୁ ଚାଉଳ ନେଇ ଏକ ଟ୍ରକ୍‌…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଲଘୁଚାପ ଏବେ ଗଙ୍ଗାନଗର, ନାରନୌଲ, ଗଓ୍ଵାଲିୟର, ସିଦ୍ଧି, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିଛି ଏବଂ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ଏଥର ଅଧିକ ଶ୍ରମିକ ଦାଦନମୁହାଁ : ବିଭାଗ ପାଖରେ ଖବର ନାହିଁ, ଆଗୁଆ ହେଲେଣି ସଜବାଜ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ ଏଥର ଅଧିକ ଶ୍ରମିକ ଦାଦନମୁହାଁ ହେବେ ବୋଲି ଅନୁମାନ କରାଯାଉଛି। ପ୍ରାୟତଃ ନୁଆଁଖାଇ ପରେ ପରେ ଶ୍ରମିକମାନେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସମାପଲା ଗାଁରେ ଆତଙ୍କ: ଗାଈକୁ ମାରି ଖାଇଲା ବାଘ!

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ସମାପଲା ଗାଁରେ ଏକ ବାଘ ଗାଈକୁ ମାରି ଖାଇଥିବା ଅଭିଯୋଗ ହେଉଛି। ଗାଁର ସୀତାରାମ ସୁନାନୀଙ୍କ ଗାଈ ଚରିବାକୁ ଯାଇଥିବା ବେଳେ ନିକଟ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧୀନ ବଫଲା ଝରନ ପାହାଡ଼ ପଟରୁ ଏକ ବାଘ ଆସି…
ଅଧିକ ଖବର ଦେଖନ୍ତୁ...

ତୁର୍ଲାଖମନ ହତ୍ୟା ମାମଲାର ଶୁଣାଣି, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦୌରାଜଜ ଗୁରୁବାର ଦିନ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତୁର୍ଲାଖମନ ଗ୍ରାମରେ ୨୦୧୮ ଜୁନ ୨୯…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଥିବାରୁ ରାଜ୍ୟରେ ଆସନ୍ତା ୩୦ ତାରଖରୁ ବର୍ଷାର ବିସ୍ତୃତି ବଇବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ…
ଅଧିକ ଖବର ଦେଖନ୍ତୁ...

ବାଲୁକା କଳାରେ ହଳଲଙ୍ଗଳ ଗଢ଼ିଲେ ଯୁବଶିଳ୍ପୀ ଓମ ପ୍ରକାଶ

କର୍ଲାମୁଣ୍ଡା: ଏବର୍ଷ ବର୍ଷା ବିଳମ୍ବରେ ହୋଇଥିଲେ ହେଁ ବର୍ତ୍ତମାନ ଚାରିଆଡେ ପଲ୍ଲା ରୁଆ, ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଟ୍ରାକ୍ଟର, ପାୱାରଟିଲର ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର ଗ୍ରାମାଞ୍ଚଳରେ ମଧ୍ୟ ବହୁଳ ଭାବରେ ଦେଖିବାକୁ ମିଳୁଛି। ଲୁପ୍ତ ପ୍ରାୟ ହଳ ଲଙ୍ଗଳ କାଁ ଭାଁ କେଉଁଠି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ନିଆଁରେ ପୋଡ଼ି ଜେଲ୍ ଗଲା ସ୍ବାମୀ, ମା’କୁ ମୁଖାଗ୍ନି ଦେଲା ଶିଶୁକନ୍ୟା

କୋକସରା: ଜୁଇ ଚାରିପଟେ ପରିକ୍ରମା କରୁଥିଲା କୁନି ଝିଅ। ଜୁଇରେ ଶୋଇଯାଇଥିଲା ମା’। କିନ୍ତୁ ମା’ଯେ ତାକୁ ଛାଡ଼ି ଆରପାରିକୁ ଚାଲିଯାଇଛି, ସେ କଥା ଜାଣି ନଥିଲା ଦୁଇ ବର୍ଷର ଶିଶୁକନ୍ୟା। ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝିଗୁଡ଼ା ଗାଁରେ। ଗତ…
ଅଧିକ ଖବର ଦେଖନ୍ତୁ...