ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଦାଦନରୁ ଡାକ୍ତରୀ ଛାତ୍ର: ସାହୁକାରଠାରୁ ଧାର ଆଣି କଲେଜରେ ନାଁ ଲେଖାଇଛନ୍ତି

ଭବାନୀପାଟଣା: କେରଳକୁ ଦାଦନ ଖଟିବାକୁ ଯାଇଥିବା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଥୁଆପାଡ଼ି ଗ୍ରାମର କୃଷ୍ଣଚନ୍ଦ୍ର ଅଟକା ଚଳିତ ବର୍ଷ ଡାକ୍ତରୀ ପାଠ ପଢ଼ିବାର ସୁ‌ଯୋଗ ପାଇଛନ୍ତି। କଳାହାଣ୍ଡି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସେ ନାମ ଲେଖାଇବା ପରେ ଏବେ ଚର୍ଚ୍ଚାର ପରିସରକୁ…
ଅଧିକ ଖବର ଦେଖନ୍ତୁ...

ଲୁଟ୍‌ କରି ଫେରାର୍ ମାରୁଥିଲେ; ଫିଲ୍ମ ଷ୍ଟାଇଲ୍‌ରେ ୨ ଲୁଟେରାକୁ କାବୁକଲା ପୁଲିସ୍

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍ ଲୁଟ୍‌ କରି ଫେରାର୍ ମାରୁଥିବା ୨ ଅଭିଯୁକ୍ତକୁ ଫିଲ୍ମ ଷ୍ଟାଇଲରେ କାବୁ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସ୍ଥାନୀୟ ୱାର୍ଡ ନଂ୧୦ ର ଅନୁ ସୁନା (୨୨) ଓ କଲମପୁର ଥାନା ମଣ୍ଡଳର ଇନ୍ଦ୍ରମଣି ନାଏକ (୨୮)। ପ୍ରକାଶ ଯେ, ନର୍ଲା…
ଅଧିକ ଖବର ଦେଖନ୍ତୁ...

ରାଜକୋଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ; ଗାଁକୁ ଫେରୁଛି ଶବ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରୁପ୍ରା ପଞ୍ଚାୟତ ତିତକେଲା ଗ୍ରାମର ବିସମ ହରିଜନଙ୍କ ଏକମାତ୍ର ପୁଅ ଦଶରଥ ହରିଜନ (୩୩ବର୍ଷ) ରାଜକୋଟକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ଗାଁକୁ ଶବ ଫେରୁଥିବା ବେଳେ ଗାଁରେ ଶୋକରଛାୟା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ଡ୍ରାଇଭରଙ୍କୁ ହତ୍ୟା: କଳାହାଣ୍ଡିର ଜଣେ ଗିରିଫ, ଦୁଇ ଫେରାର

ଉତ୍କେଲା: କଳାହାଣ୍ଡି ଜିଲ୍ଲାର ତିନିଜଣ ଯୁବକ ବାହାର ରାଜ୍ୟକୁ ଯାଇ ସେଠାରେ ଏକ ଗାଡ଼ି ଡ୍ରାଇଭରକୁ ହତ୍ୟା କରି ନିଜ ଗାଁକୁ ଚମ୍ପଟ ମାରିଥିଲେ। ଗତକାଲି ମୁମ୍ବାଇ ପୁଲିସ ହାତରେ ଜଣେ ଗିରଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨ରୁ ୩ ଦିନ…
ଅଧିକ ଖବର ଦେଖନ୍ତୁ...

କୃଷିମନ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା: ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ବ

ଭବାନୀପାଟଣା: କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଭବାନୀପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଜି ଜୁନାଗଡ଼…
ଅଧିକ ଖବର ଦେଖନ୍ତୁ...

ଉପଜିଲ୍ଲାପାଳ ଅଫିସ୍‌ ଆଗରେ ଚାଷୀଙ୍କ ବିକ୍ଷୋଭ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ୮ଟି ପଞ୍ଚାୟତକୁ ମରୁଡ଼ି ଘୋଷଣା ଦାବି ନେଇ ଦଣ୍ଡପାଟ କୃଷକ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସ୍‌ ଆଗରେ ପହଞ୍ଚିଥିଲେ। ସେଠାରେ…
ଅଧିକ ଖବର ଦେଖନ୍ତୁ...

ମରୁଡ଼ି ଘୋଷଣା ଦାବି କଲେ ଘଣ୍ଟିଗୁଡ଼ା ଗ୍ରାମବାସୀ

କୋକସରା: ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ କୋକସରା ବ୍ଲକ ଅଞ୍ଚଳରେ ମରୁଡ଼ି ସ୍ଥିତି ଦେଖାଦେଇଛି। ଫଳରେ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତର ଚାଷୀମାନେ ଘଣ୍ଟିଗୁଡ଼ା ରାଜସ୍ବ ଗ୍ରାମକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଦାବି କରିଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷିବ; ୧୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ଅରେଞ୍ଜ ସହ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୧୨…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ଦାଦନ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପୋଟେସ ଗ୍ରାମର ଜଣେ ଯୁବକ ବେଙ୍ଗାଲୁରୁକୁ କାମ କରିବାକୁ ଯାଇଥିବା ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ନେଇ କଲମପୁର ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ପୋଟେସ ଗାଁର ବୁଡ଼ା…
ଅଧିକ ଖବର ଦେଖନ୍ତୁ...