ଅନୁସନ୍ଧାନ କରୁଥିବା ବର୍ଗ
କଳାହାଣ୍ଡି
କଳାହାଣ୍ଡି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ
ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ପଟ୍ଟାଏତ ସାହୁ ଉଦ୍ଘାଟନ କରିଥିଲେ। ଉତ୍ସବରେ ପ୍ରଫେସର ଗୋପବନ୍ଧୁ ବେହେରା, ଜଗନ୍ନାଥ ମୁଣ୍ଡ, ଉମାଶାଙ୍କର କର, ସୁରଜିତ ସିଂ, ରାମଚନ୍ଦ୍ର ମିଶ୍ର, କେ.ଭି. ଦେଓ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ସଂପ୍ରତି ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଉତ୍କେଲାରୁ ଭୁବନେଶ୍ବରକୁ ଉଡ଼ିଲା ବିମାନ : ଉଡ଼ାଜାହାଜ ଦେଖି ନପାରି ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ବାସିନ୍ଦା
ଉତ୍କେଲା: ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଗୁରୁବାର ଦିନ ବିମାନ ସେବା ଆରମ୍ଭ ହୋଇଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱରରେ ଫ୍ଲାଗଅପ୍ କରିଥିଲେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭୁବନେଶ୍ୱରରୁ ଉତ୍କେଲାକୁ ଉଡ଼ିଲା ବିମାନ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ, ଫ୍ଲାଗଅପ୍…
ଭୁବନେଶ୍ବର: ଭୁବନେଶ୍ୱରରୁ ଉତ୍କେଲାକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟରରୁ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଥିବା ବେଳେ ଭୁବନେଶ୍ୱରରେ ଫ୍ଲାଗଅପ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କେଲାରୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଉତ୍କେଲାରୁ ଆଜି ଉଡ଼ିବ ବିମାନ
କେସିଙ୍ଗା/ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଗୁରୁବାର ବିମାନ ଉଡ଼ିବ । ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭବାନୀପାଟଣା ରାଜବାଟୀରେ ଡକାୟତି ଉଦ୍ୟମ: ଜଣକୁ କାବୁ କଲେ କର୍ମଚାରୀ, ଅନ୍ୟ ୩ ଫେରାର
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ କଳାହାଣ୍ଡି ମହାରାଜାଙ୍କ ରାଜବାଟୀରେ ୪ଜଣ ଡକାୟତ ପାଚେରି ଡେଇଁ ଡକାୟତି କରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ପଶିଥିଲେ। ଏହି ସମୟରେ ପାଚେରି ଆରପଟେ ଥିବା ମନ୍ଦାର ବଗିଚାପଡ଼ାର କିଛି ଯୁବକ ଡକାୟତି ଗ୍ୟାଙ୍ଗ ପଶିଥିବା ଦେଖି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଧର୍ମଗଡ଼ ଜିଲ୍ଲା ଗଠନ ଦାବି: କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ଆରମ୍ଭ
ଧର୍ମଗଡ଼: ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ପୁଣି ଜୋର୍ ଧରିଛି। ସୋମବାର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦ୍ୟେଶରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି। ସେହିପରି ଦାବି ପୂରଣ ନହେବା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମରୁଡ଼ି ଘୋଷଣା ଦାବିରେ ତହସିଲଦାରଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ପଞ୍ଚାୟତବାସୀ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ରେ ଏଥର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବା ବେଳେ ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ସ୍ଥିତି ସଂଗିନ ରହିଛି। ପଞ୍ଚାୟତର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ ୭…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୩୧ରୁ ଉତ୍କେଲାରୁ ବିମାନ ସେବା: ଭୁବନେଶ୍ବରକୁ ଉଡ଼ିବ ବିମାନ, ମୁଖ୍ୟମନ୍ତ୍ରୀ କରିବେ ଉଦ୍ଘାଟନ
ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଉତ୍କେଲା ଉଡ଼ାଜାହାଜ ପଡ଼ିଆରୁ ଆସନ୍ତା ୩୧ ତାରିଖରୁ ବିମାନ ସେବା ଆରମ୍ଭ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର ୪ ଦିନ ପରେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୨୪ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ।
ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଅଗଷ୍ଟ ୨୮ ତାରିଖ, ସୋମବାର ଅପରାହ୍ନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...