ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ, ପାଣିରେ ପଡ଼ିଲା ପରିଷଦ ପାଣ୍ଠି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଜାରିଂଠାରେ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜ ସ୍ଥାପନ କରିବାରେ ପୂର୍ବତନ ଧର୍ମଗଡ଼ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକା ରହିଥିଲା। ସେଲଭାମ୍‌ ଚେରିଟେବୁଲ୍‌ ଟ୍ରଷ୍ଟର ମାଲିକ ସର୍ଦ୍ଦାର ଏସ୍‌.…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଭାଷା ସୁରକ୍ଷାରେ ‘ସମ୍ବାଦ’ର ଭୂମିକା ଅତୁଳନୀୟ: କୁଳପତି

ଭବାନୀପାଟଣା: ଓଡ଼ିଆ ଭାଷାର ସୁରକ୍ଷାରେ ‘ସମ୍ବାଦ’ର ଭୂମିକା ଅତୁଳନୀୟ ଅଟେ। ‘ସମ୍ବାଦ’ର ଭାଷା ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଛି। ‘ସମ୍ବାଦ-ଆମ ଓଡ଼ିଶା’ର ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଏହା ସହ ଜଡିତ ଥିବା ଘୂର୍ଣ୍ଣିବଳୟ ଆଜି (ଗୁରୁବାର) ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି ଆଜି (ବୁଧବାର) ଦୁର୍ବଳ ହୋଇ ପଡ଼ିଛି। କିନ୍ତୁ, ଲଘୁଚାପ…
ଅଧିକ ଖବର ଦେଖନ୍ତୁ...

୨ ବିଜେଡି ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ: ପୁଲିସ୍ ସହ ଧସ୍ତାଧସ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ ଜିଲ୍ଲାରେ ପୁଣି ହଟହଟା ହେବାକୁ ପଡ଼ିଛି। କେବଳ ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ନୁହନ୍ତି, ତାଙ୍କ ସାଙ୍ଗରେ ଥିବା ନର୍ଲା ବିଧାୟକ ଭୂପିନ୍ଦର ସିଂହ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ନର୍ଲା ତହସିଲ ଅଫିସ…
ଅଧିକ ଖବର ଦେଖନ୍ତୁ...

କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂହଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ

ରୁପ୍ରା/ନର୍ଲା: କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ହଟହଟା ହେବାକୁ ପଡ଼ିଛି। କେବଳ ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ନୁହଁନ୍ତି। ତାଙ୍କ ସାଙ୍ଗରେ ବିରୋଧର ଶିକାର ହୋଇଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂହ। କଳାହାଣ୍ଡି ଜିଲ୍ଲା ନର୍ଲାରେ ମଙ୍ଗଳବାର ଏକ…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣା ସେକ୍ସ ରାକେଟ୍‌ ଘଟଣା: ଦଲାଲ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମନଗରପଡ଼ାରେ ଏକ ସେକ୍ସ ରାକେଟ ଉପରେ ଚଢ଼ଉ କରି ଟାଉନଥାନା ପୁଲିସ ଜଣେ ଦଲାଲ ଓ ଦୁଇଜଣ ବଙ୍ଗୀୟ ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଏହି ଘଟଣାରେ ଦଲାଲକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ,…
ଅଧିକ ଖବର ଦେଖନ୍ତୁ...

ବୋଡ଼େନରେ ବଢୁଛି ବେଆଇନ ମଦ କାରବାର, ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲା ମହିଳା ସଂଘ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବୋଡ଼େନ ଗାଁରେ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ ପାରିବାରିକ ଅଶାନ୍ତି ସହ ଗାଁରେ ଅନେକ ସମୟରେ ଶାନ୍ତିଭଙ୍ଗ ହେଉଥିବା ଗ୍ରାମର ମା’ ଠାକୁରାଣୀ ଟ୍ରଷ୍ଟ ମହିଳା ସଂଘର ସଦସ୍ୟମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୬ ଜିଲ୍ଲାରେ ଝଡ଼ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା

ଭୂବନେଶ୍ୱର: ଉତ୍ତର- ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
ଅଧିକ ଖବର ଦେଖନ୍ତୁ...