ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଯୌତୁକ ନିର୍ଯାତନା: ଦୋଷୀକୁ ଦେଢ଼ ବର୍ଷ ଜେଲ୍‌

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ଜେଏମ୍‌ଏଫ୍‌ସି ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ଦୋଷୀଙ୍କୁ ଦେଢ଼ ବର୍ଷ କାରାଦଣ୍ଡ ସହ ହଜାରେ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲ୍‌। ନନ୍ଦିପଦା ଥାନା ତେମଳା ଗ୍ରାମର ସୁଶୀଳା ବରାଳଙ୍କ ଅଭିଯୋଗକ୍ରମେ ନନ୍ଦିପଦା…
ଅଧିକ ଖବର ଦେଖନ୍ତୁ...

ଘଟଗାଁ ଓ ଯାଜପୁରରେ ସାପ କାମୁଡ଼ାରେ ୨ ଜଣ ମୃତ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଳା ଘଟଗାଁ ଓ ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଗରିଆପୁର ଅଞ୍ଚଳରେ ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କ ବୟସ ୫୦ ବର୍ଷ ବୟସରୁ ଅଧିକ। ସେ ସଂପର୍କରେ ନିମ୍ନରେ ସବି‌ଶେଷ ବିବରଣୀ ପ୍ରଦାନ କରାଯାଇଛି। ସାପ କାମୁଡ଼ାରେ ଜଣେ ମୃତ ଘଟଗାଁ: ଘଟଗାଁ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଭିନ୍ନ ସଡ଼କ ଦୁର୍ଘଟଣାରେ ଜଣେ ମୃତ ୪ ଜଣ ଗୁରୁତର ଆହତ

ଭୁବନେଶ୍ବର: ରାଜ୍ୟର ଦୁଇ ଭିନ୍ନ ଜିଲ୍ଲ‌ାରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ସଂପର୍କରେ ନିମ୍ନରେ ସୂଚନା ଦିଆଯାଇଛି। ବାଇକ୍‌ ଉପରେ ଚଢ଼ିଗଲା ହାଇୱା, ୩ ଗୁରୁତର ବଡ଼ବିଲ: ଆଜି ଅପରାହ୍‌ଣ ପ୍ରାୟ ୩ଟା ସମୟରେ ଯୋଡ଼ା-ବଡ଼ବିଲ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଗଲା; ସାପ କାମୁଡ଼ାରେ ଜଣେ ମୃତ

ବାଂଶପାଳ/ଘଟଗାଁ/ଢେଙ୍କିକୋଟ/ପାଟଣା: କେନ୍ଦୁଝର ଜିଲ୍ଳାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଓ ସାପ କାମୁଡ଼ାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେ ସଂପର୍କରେ ସବିଶେଷ ବିବରଣୀ ନିମ୍ନରେ ଦିଆଯାଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ବାଂଶପାଳ: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବିଜାଗୋଠ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲା ଗର୍ଭବତୀ ନାବାଳିକା: ଦୁଷ୍କର୍ମକାରୀ ହାତରେ ସମର୍ପି ଦେଇଥିଲା ବାପା

କେନ୍ଦୁଝର: ଦୁଷ୍କର୍ମର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ତାଙ୍କ ବାପା ଦୁ‌ର୍ଷ୍କମକାରୀଙ୍କ ଘରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ ଆଶାଦିଦି, ଅଙ୍ଗନବାଡ଼ି କର୍ମୀ ଓ…
ଅଧିକ ଖବର ଦେଖନ୍ତୁ...

୧୩ ବର୍ଷର ନାବାଳିକା ଗର୍ଭବତୀ: ଦୁଷ୍କର୍ମକାରୀକୁ ସମର୍ପି ଦେଲା ବାପା

କେନ୍ଦୁଝର: ନାବାଳିକା ଝିଅ ଦୁଷ୍କର୍ମର ଶିକାର ହେଲା। ଝିଅ ଗର୍ଭବତୀ ଥିବା ଜାଣିବା ପରେ ବାପା ଥାନାକୁ ନ ଯାଇ ଓଲଟା ଝିଅକୁ ନେଇ ଦୁଷ୍କର୍ମକାରୀ ଘରେ ଛାଡ଼ିଦେଲା। ମାସେ ହେଲା ନାବାଳିକା ଜଣକ ଦୁଷ୍କର୍ମ କରିଥିବା ବ୍ୟକ୍ତିର ଘରେ ରହୁଛି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ସଦର ଥାନା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ମୌସୁମୀ ନିମ୍ନ ଚାପ-ରେଖା ଆଜି (ମଙ୍ଗଳବାର) ତା’ର ସାଧାରଣ ଅବସ୍ଥାନ ଠାରୁ…
ଅଧିକ ଖବର ଦେଖନ୍ତୁ...

ପରମ୍ପରା ବଞ୍ଚାଇ ରଖିଛନ୍ତି ଜୁଆଙ୍ଗ: ଏବେ ବି ଚକମକି ପଥରରେ ଜାଳୁଛନ୍ତି ନିଆଁ

କେନ୍ଦୁଝର: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଯୋଗୁଁ ନିଆଁ ଲଗାଇବା ପାଇଁ ବର୍ତ୍ତ‌ମାନ ବଜାରରେ ଦିଆଶିଲିଠାରୁ ଆରମ୍ଭ କରି ଭଳିକିଭଳି ଲାଇଟର୍‌ ମିଳୁଛି। କିନ୍ତୁ ଆଜି ବି ଆଦିମ ଜୁଆଙ୍ଗ ଜନଜାତିର ଲୋକମାନେ ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି। ଦିଆଶିଲି ଓ ଲାଇଟର୍‌ ବଦଳରେ…
ଅଧିକ ଖବର ଦେଖନ୍ତୁ...

ଶ୍ରେଣୀଗୃହ ଛାତରୁ ପାଣି ଗଳୁଛି

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ୪୯ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବର୍ଷା ହେଲେ ଦୁଇଟି ଶ୍ରେଣୀଗୃହ ଛାତରୁ ପାଣି ଗଳିବା ସହ କଂକ୍ରିଟ ଖଣ୍ଡ ଖସୁଛି। ବିଦ୍ୟାଳୟରେ ୩ଟି ଶ୍ରେଣୀଗୃହ ରହିଛି। ଏଥିରୁ ଦୁଇଟି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ-ରେଖା ଆଜି (ସୋମବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ପଞ୍ଜାବର ଅମୃତସର ଠାରୁ ବାହାରି କର୍ଣ୍ଣଲ, ବରେଲୀ, ଗୋରଖପୁର, ଭାଗଲପୁର ମଧ୍ୟ ଦେଇ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...