ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଜମାଖାତାରୁ ୨ ଲକ୍ଷ ୨୯ ହଜାର ଗାଏବ

ଚମ୍ପୁଆ: ଚମ୍ପୁଆର ଅଜିତ କୁମାର ରାମ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୨୯ ହଜାର ଟଙ୍କା ଗାଏବ ହୋଇଯାଇଛି। ଏନେଇ ସେ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ଅଜିତଙ୍କ ଚମ୍ପୁଆସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଏକ ଆକାଉଣ୍ଟ ରହିଛି। ଉକ୍ତ ଆକାଉଣ୍ଟରେ ୨ ଲକ୍ଷ ୨୯ ହଜାର ୬…
ଅଧିକ ଖବର ଦେଖନ୍ତୁ...

ଧାନଫସଲ ଉଜାଡ଼ିଲେ ହାତୀପଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ବସନ୍ତପୁର ପଞ୍ଚାୟତ ରୁଗୁଡ଼ିସାହିରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗତକାଲି ରାତିରେ ଏକ ୧୨ଟିକିଆ ହାତୀପଲ ଧାନକ୍ଷେତରେ ପଶିଥିଲେ। ଏତେ ସଂଖ୍ୟାରେ ହାତୀ ଯେଉଁଆଡ଼େ ଚାଲୁଥିଲେ ଧାନ ଫସଲକୁ ମାଡ଼ିଦଳି ନଷ୍ଟ କରିଦେଇଥିଲେ। ଲୋକେ…
ଅଧିକ ଖବର ଦେଖନ୍ତୁ...

ପୁଅ ମୁଣ୍ଡରେ ସିନ୍ଦୂର ଲଗାଇ ଟାଙ୍ଗିଆରେ ଦୁଇ ଗଡ କରିଦେଲା ମା’

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଅନ୍ତର୍ଗତ ନମକାନି ଜୁଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ତାଙ୍କର ଜନ୍ମକଲା ୧ ମାସର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶଵ ଜବତ କରିବା ସହିତ ହତ୍ୟାକାରୀ ମା'କୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀ; ୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି (ସୋମବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି (ରବିବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର ମୁଜାଫରପୁର, ମଧ୍ୟଦେଇ…
ଅଧିକ ଖବର ଦେଖନ୍ତୁ...

ଶଳା ଓ ଶ୍ବଶୁରଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ: ଦେଶୀ ବନ୍ଧୁକ, ୨୦ ରାଉଣ୍ଡ ଗୁଳି ସହ ଗନ୍‌ ପାଉଡର୍ ଜବତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ବନ୍ଧକାନୀ ଗ୍ରାମରେ ନିଜ ଶଳା ଓ ଶ୍ବଶୁରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ୍‌ ବାଉରୀଗୋଡ଼ା ଗ୍ରାମ ଭାଲୁପଡ଼ାର ବେଦବ୍ୟାସ ଶବର (୨୩)କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହା ସହ ତା ନିକଟରୁ ପୁଲିସ୍‌ ଏକ ଦେଶୀ ବନ୍ଧୁକ, ୨୦ ରାଉଣ୍ଡ ଗୁଳି ଓ…
ଅଧିକ ଖବର ଦେଖନ୍ତୁ...

ଘରକୁ ଆଜି ଆସିଥାନ୍ତେ, ୧୦୮ ନଡ଼ିଆ ଯାଚିଥାନ୍ତେ: ମଶାଣୀକୁ ଗଲା ବୀର ଯବାନଙ୍କ ପାର୍ଥିବ ଶରୀର

ଆନନ୍ଦପୁର: ଆଜି ଘରକୁ ଆସିଥାନ୍ତେ, ମା-ଭଉଣୀ ଓ ପତ୍ନୀଙ୍କ ସହ ଘଟଗାଁ ତାରିଣୀଙ୍କ ପାଖକୁ ଯାଇଥାନ୍ତେ | ଜୁନ ମାସରେ ୧୦୮ ନଡ଼ିଆ ଯାଚିବେ ବୋଲି ମାନସିକ କରିଥିଲେ | ଆଉ ମାନସିକ ପୂରଣ ପାଇଁ ଘଟଗାଁ ଯାଇ ତାରିଣୀଙ୍କ ପାଖରେ ନଡ଼ିଆ ଯାଚିଥାନ୍ତେ | ହେଲେ ଘରକୁ ଆଜି ନିଜେ ଆସିବା ବଦଳରେ ପାର୍ଥିବ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ

ଆନନ୍ଦପୁର: ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ…
ଅଧିକ ଖବର ଦେଖନ୍ତୁ...

ପିଛା ଛାଡ଼ିଲାନି ଯମ: ପ୍ରତିବର୍ଷ ଘରକୁ କରିଦେଲା ମୁରବିଶୂନ୍ୟ, ଆନନ୍ଦ ନୁହେଁ ଆନନ୍ଦପୁର ଆଖିରୁ ଝରୁଛି ଲୁହ

ଆନନ୍ଦପୁର: ଝାଡ଼ଖଣ୍ଡରେ ଆଜି ନକ୍ସଲଙ୍କ ହମଲାରେ କେଉଁଝର ଆନନ୍ଦପୁରର ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ତେବେ ସୁଶାନ୍ତଙ୍କ ଆକସ୍ମିକ ସହିଦ ହେବା ଖବର ପ୍ରକାଶ ପାଇବା ପରେ ସମଗ୍ର ଆନନ୍ଦପୁର କାନ୍ଦୁଥିବାବେଳେ ଏହି ଦୁଃଖଦ ଖବର ଶୁଣିବାକୁ ପରିବାରରେ କେହି ନଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି | ଆଜି…
ଅଧିକ ଖବର ଦେଖନ୍ତୁ...