ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଗ୍ରେୱାଲ୍‌ ସ୍ପଞ୍ଜ୍‌ କାରଖାନାରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ବଡ଼ବିଲ : ବଡ଼ବିଲ ପୌରାଞ୍ଚଳର ଚମ୍ପୁଆ ବସ୍ତି ନିକଟରେ ଥିବା ଗ୍ରେୱାଲ୍‌ ସ୍ପଞ୍ଜ ଆଇରନ୍‌ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। କାରଖାନାର ଗୋଟିଏ କ୍ଲିନ୍‌ରେ ବଡ଼ଧରଣର ବିସ୍ଫୋରଣ ଯୋଗୁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳ ଧୂଅାଁରେ ଭରିଯାଇଥିଲା। କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...

ତିନି ଭାଲୁ ମଧ୍ୟରେ ଲଢ଼େଇ, ଖସିପଡ଼ି ଗୋଟିଏ ମଲା

କେନ୍ଦୁଝର : ତିନୋଟି ଭାଲୁଙ୍କ ମଧ୍ୟରେ କଳି ହେଲା। ଏହି କାମୁଡ଼ାକାମୁଡ଼ି, ରାମ୍ପୁଡ଼ାରାମ୍ପୁଡ଼ି ଭିତରେ ଗୋଟିଏ ଭାଲୁ ୫୦ ଫୁଟ ଉଚ୍ଚରୁ ହୁଡ଼ିତଳକୁ ଖସି ପଡ଼ିଲା। ହୁଡି ତଳକୁ ଖସିବା ବେଳେ ତଳେ ଥିବା ପଥରରେ ମାଡ଼ ହୋଇ ଅତ୍ୟନ୍ତ ଗୁରତର ହୋଇଥିଲା। କିଛି ସମୟ ପରେ ଭାଲୁଟିର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

ଘଟଗାଁ : ଘଟଗାଁ ଥାନା ବଡ଼ଜାମପଶି ପଞ୍ଚାୟତର ବନଜାମପଶି-ମେଦିନିପୁର ରାସ୍ତାର ଝୁଲାପୋଲ ତଳୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ କେହି ହତ୍ୟା କରି ପୋଲ ତଳକୁ ଫିଙ୍ଗିଦେଇଥିବା ପୁଲିସ ସନ୍ଦେହ କରୁଛି। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ମୃତ ଯୁବକଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡରେ ଗାଡି ଚାଳକ ଓ ହେଲଫର ଗୁରୁତର, ଚିକିତ୍ସା ଲାଗି ବଡ଼ବିଲ ଚିକିତ୍ସାଳୟରେ ଭର୍ତ୍ତିି

ବଡ଼ବିଲ : କେନ୍ଦୁଝର ଜିଲ୍ଲା, ବଡ଼ବିଲ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୁଲିସର ଥାର୍ଡଡିଗ୍ରୀରେ ଏକ ହାଇୱାଗାଡିର ଚାଳକ ଗୁରୁତର ଆହତ ହୋଇଥିବାବେଳେ ହେଲପର ଜଣକ ଆହତ ହୋଇଥଇବା ଜଣାଯାଇଛି। ମିଳିଥିବା ଖବର ଅନୁଯାୟୀ ନୋଏଣ୍ଟ୍ରି ସମୟରେ ୨୧୫ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ପଟୁ ଟଣ୍ଟୋ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଜିଆର୍‌ଏସ:୧ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର: ବକେୟା ବିଲ୍‌ କରାଇଦେବା ପାଇଁ ୧ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ପଞ୍ଚାୟତର ଜିଆର୍‌ଏସ ଜ୍ୟୋତ୍ସ୍ନା ମୁନୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣ୍ଡରାପଶିର ବିପିନ ବିହାରୀ ମହାକୁଡ଼ଙ୍କ ପତ୍ନୀ ସଂଯୁକ୍ତା ମହାକୁଡ଼ଙ୍କୁ ଏକ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବାଲି ଖନନକୁ ଗ୍ରାମବାସୀଙ୍କ ବିରୋଧ

କୁଟୁଗାଁ: ଝୁମ୍ପୁରା ତହସିଲ ଅଧୀନ କଟଲପଶି ଗ୍ରାମ ଅରଡ଼େଇ ନଦୀରୁ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିଛନ୍ତି। କଟଲପଶି ଓ ଅସୁକି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସେଠାରେ ପହଞ୍ଚି ଆଜି ବିରୋଧ କରିଥିଲେ। ଏହି ବାଲିଘାଟକୁ ଚମ୍ପୁଆ ଥାନା କାଳିକାପ୍ରସାଦ ଗ୍ରାମର ଅନନ୍ତ ଚରଣ ସାହୁ ଲିଜ୍‌…
ଅଧିକ ଖବର ଦେଖନ୍ତୁ...

ବିକ୍ରି ହେବ ବଡ଼ଘାଗରା ଜଳ ବିଦ୍ୟୁତ୍‌ ପ୍ରକଳ୍ପ

କେନ୍ଦୁଝର : କେନ୍ଦୁଝର ସହର ନିକଟରେ ବିଜୁଳି ଉତ୍ପାଦନ କରୁଥିବା ବଡ଼ଘାଗରା ଜଳବିଦ୍ୟୁତ ପ୍ରକଳ୍ପ ବିକ୍ରି ହେବ! ବର୍ଷବର୍ଷ ଧରି ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ଏହି ପ୍ରକଳ୍ପ ୨ ବର୍ଷ ହେବ ବନ୍ଦ ହୋଇ ପଡ଼ିରହିଥିଲା। କାର୍ଯ୍ୟକ୍ଷମ କରିବା ବଦଳରେ ଏହାକୁ ବିକ୍ରି କରିବା ପାଇଁ ଓରେଡା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତଙ୍କୁ ପୁଲିସର ମାଡ଼ ଅଭିଯୋଗ

ପାଳଲହଡ଼ା: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ପରେ ପାଳଲହଡ଼ା ଥାନା ପେଚାମୁଣ୍ଡି ଗାଁର ଡିଲେଶ୍ୱର ନାୟକଙ୍କୁ ପୁଲିସ ଏଏସ୍‌ଆଇ ଅଞ୍ଜଳି ପ୍ରଧାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଡିଲେଶ୍ୱର ଯୌତୁକ ଦାବି କରି ନିର୍ଯାତନା ଦେଉଛନ୍ତି ବୋଲି ତାଙ୍କ ପତ୍ନୀ ଗୋଲାପ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁର: ପିଠିରେ ତୀର ପଶିଥିବା ଅବସ୍ଥାରେ ମହିଳାଙ୍କୁ ଯିବାକୁ ପଡ଼ିଲା ୧୫୦ କିଲୋମିଟର

ଆନନ୍ଦପୁର: ଗୋଟିଏ କିମ୍ବା ଦୁଇ କିଲୋମିଟର ନୁହେଁ, ଜଣେ ମହିଳାଙ୍କ ନିଜ ପିଠିରେ ପଶିଥିବା ଏକ ତୀର ସହିତ ଦୀର୍ଘ ୧୫୦ କିଲୋମିଟର ଆସିବାକୁ ପଡ଼ିଛି। ତୀର ପଶିଥିବା ଯନ୍ତ୍ରଣାରେ ଶିହିରି ଉଠିଥିଳେ ମଧ୍ୟ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବା ବେଳେ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ପିଲାଚୋର ସନ୍ଦେହରେ ଭିନ୍ନକ୍ଷମଙ୍କୁ ମାଡ଼

ହରିଚନ୍ଦନପୁର: ପିଲାଚୋର ସନ୍ଦେହରେ ବିରାମ ଲାଗୁନି। ପୁଲିସର ସଚେତନତା ଅଭିଯାନ ସତ୍ତ୍ୱେ ଜଣେ ପରେ ଜଣେ ନିରୀହ ବ୍ୟକ୍ତି ମାଡ଼ ଖାଇଚାଲିଛନ୍ତି। ଆଜି ଜଣେ ଭିନ୍ନକ୍ଷମଙ୍କୁ ନିସ୍ତୁକ ମାଡ଼ ଦିଆଯାଇଛିି। ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ହରିଚନ୍ଦନପୁର ଥାନା ବଡପଳାଶପାଳ ପଞ୍ଚାୟତ ଗରଗଡବାହାଳ…
ଅଧିକ ଖବର ଦେଖନ୍ତୁ...