ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଡମ୍ପର ଧକ୍କାରେ ଭଣଜା ମୃତ; ମାମୁଁ ଗୁରୁତର

ଯୋଡା: ଯୋଡା ଥାନା ବାଂଶପାଣି ନିକଟସ୍ଥ ଗୁରୁବେଡା ରାସ୍ତାରେ ଆଜି ଅପରାହ୍ନ ସାଢେ ୪ଟାରେ ଏକ ଡମ୍ପର (ଓଆର୦୯ଏଚ୍‌-୬୫୯୬) ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ର ପରେଶ ଖୁଣ୍ଟିଆ (୧୫)ଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ବଡ଼ବିଲ ଉଲିବୁରୁରୁ ଜୁରୁଡି ଏସେଲ୍‌ ମାଇନିଂ କଲୋନି ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଶତ୍ରୁତା : ଗଣଶିକ୍ଷା ମନ୍ତ୍ରୀ ପୁଅଙ୍କ କାର୍ଯ୍ୟାଳୟ ଉପରେ ବୋମାମାଡ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ା ବାଇପାସ୍‌ ଠାରେ ଥିବା ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କ କାର୍ଯ୍ୟାଳୟରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ପୁଲିସର ଅକ୍ରୋଶମୂଳକ ଗିରଫଦାରୀ,୧୭ଜଣଙ୍କୁ ଗିରଫ ପ୍ରତିବାଦରେ ଥାନା ଘେରାଉ

କେନ୍ଦୁଝର: ଯୋଡା ଓ ବାମେବାରୀ, ବଡ଼ବିଲ, ରୁଗୁଡି, ବଲାଣୀ ଥାନା ଅଞ୍ଚଳରୁ ସୋମବାର ପୁଲିସ ପ୍ରାୟ ୧୭ଜଣଙ୍କୁ ଗିରଫ କରିଛି । ବେଆଇନ ଚାନ୍ଦା ଆଦାୟ କରିବା, ଖଣିଗୁଡିକ ଉପରେ ଧମକ ଚମକ ଦେଇ ପରିବହନ କରିବା ଏବଂ ଆର୍ମସ୍‌ ଆକ୍ଟରେ ଏମାନଙ୍କୁ ଗତ ରାତିରେ ଗିରଫ କରିବା ପରେ ଆଜି ସଂପୃକ୍ତ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆରେ ହାଡ଼ଭଙ୍ଗା ଶୀତ, ଦୁଇ ଜଣଙ୍କ ମୃତ୍ୟୁ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଏହାର ପ୍ରକୋପରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଚମ୍ପୁଆ ଅଞ୍ଚଳରେ ଏକ ସପ୍ତାହ ହେଲା ଶୀତ ଲହରି ଜାରି ରହିଛି। ଗତକାଲି ଚମ୍ପୁଆର ତାପମାତ୍ରା ୧୦…
ଅଧିକ ଖବର ଦେଖନ୍ତୁ...

‘ଚାଷୀକୁଳ ତାତିଲେ ପରିସ୍ଥିତି ଅସମ୍ଭାଳ ହେବ’

କୃଷକଙ୍କୁ ଉତ୍ପାଦିତ ସାମଗ୍ରୀର ଉଚିତ୍‌ ମୂଲ୍ୟ ଦେଉ କେନ୍ଦ୍ର ଚାଷୀଙ୍କୁ ସର୍ବନିମ୍ନ ୫ହଜାର ଟଙ୍କା ଦେଉ ରାଜ୍ୟ ଘଟଗାଁ/କେନ୍ଦୁଝର : କୃଷକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଉଚିତ୍‌ ମୂଲ୍ୟ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। କୃଷକଙ୍କୁ ସର୍ବନିମ୍ନ ୫ ହଜାର ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ନମିଳିବାଯାଏ ଆନ୍ଦୋଳନ ଜାରି ରହିବ: ସୌମ୍ୟରଂଜନ ପଟ୍ଟନାୟକ

କେନ୍ଦୁଝର: ରାଜ୍ୟ ସରକାର ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରି ନାହାଁନ୍ତି। ଧାନର ଅଭାବୀ ବିକ୍ରି ଯୋଗୁଁ ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ‘ନବନିର୍ମାଣ କୃଷକ ସଂଗଠନ’ର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁର ତହସିଲ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଟାଓ୍ଵାର୍‌ରେ ନିଆଁ

କେନ୍ଦୁଝର : କେନ୍ଦୁଝର ସହର ଜନ ଗହଳିପୂର୍ଣ୍ଣ ମାଗୁର ଗାଡ଼ିଆ ଅଞ୍ଚଳସ୍ଥିତ ଏୟାର୍‌ସେଲ୍‌ ମୋବାଇଲ୍‌ ଟାଓ୍ଵାର୍‌ରେ ଆଜି ରାତି ପ୍ରାୟ ୧୦ଟା ସମୟରେ ନିଆଁ ଲାଗି ଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା କେନ୍ଦୁଝର ଜିଲ୍ଲାର ୩ଟି ବଡ ଖଣି

ହଜାର ହଜାର ଶ୍ରମିକଙ୍କ ଦାନାପାଣି ବନ୍ଦ ଯୋଡା : ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୋରିମାନା ଟଙ୍କା ଦେଇ ନ ପାରିବାରୁ ଯୋଡା ଖଣି ମଣ୍ଡଳର ୩ଟି ଖଣିକୁ ବନ୍ଦ କରିବା ପାଇଁ ଆଜି ଖଣି ବିଭାଗ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହି ଖଣିଗୁଡିକ ହେଲା ବଳଦାରେ ଥିବା ସିରାଜୁଦ୍ଦିନ୍‌ ଖଣି,…
ଅଧିକ ଖବର ଦେଖନ୍ତୁ...

ନବବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତ

ଘଟଗାଁ : ଇଂରାଜୀ ନବବର୍ଷ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠରେ ଆଜି ଲକ୍ଷାଧିକ ଭକ୍ତ ମାଆଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟୁଷରେ ପୂଜକ ମୋହନ ଦେହୁରୀ,…
ଅଧିକ ଖବର ଦେଖନ୍ତୁ...

୩୨ ଖଣି ଲିଜ୍‌ଧାରୀଙ୍କଠାରୁ ଆଦାୟ ହେଲା ୪୩୧୮ କୋଟି 

ବଡ ଖଣି କମ୍ପାନି ଦେଲେନି ଜୋରିମାନା, ବନ୍ଦ ହେବ ୩୭ ଖଣି ଯୋଡା : ଖଣି ଲିଜ୍‌ଧାରୀଙ୍କ ପାଇଁ ସରିଲା ସୁପ୍ରିମକୋର୍ଟଙ୍କ ଡେଡ୍‌ ଲାଇନ୍‌। ଲିଜ୍‌ ଏରିଆ ବାହାରେ ଅଧିକ ଖଣିଜ ଉତ୍ତୋଳନ କାରଣରୁ କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରୁ ୪୩୧୮ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...