ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଦେଓଗାଁ ଅଞ୍ଚଳରେ ଅସାମାଜିକଙ୍କ ଦୌରାତ୍ମ୍ୟ:ଗୋଟିଏ ରାତିରେ ୮ ଜଣଙ୍କ ଘରେ ପଶିଲେ

ଆନନ୍ଦପୁର: ଘସିପୁରା ଥାନା ଦେଓଗାଁରେ ଚୋରମାନେ ଗୋଟିଏ ରାତିରେ  ୮ ଜଣଙ୍କ ଘରେ ପଶିବା ଏବଂ ତିନି ଜଣଙ୍କ ଘରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଗତ ୨୫ ତାରିଖ ରାତିରେ ଚୋରମାନେ ବିଧୁଭୂଷଣ ମହାନ୍ତିଙ୍କ ଘର ତାଲା…
ଅଧିକ ଖବର ଦେଖନ୍ତୁ...

ମଦ ଜବତ, ୫ ଗିରଫ

ଯୋଡା: ଯୋଡା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ମହୁଲି ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାମ୍ପ ହଟିଂର ବିରଞ୍ଚି ଦାସ, ଯୋଡା ବସ୍ତିର କ୍ରିଷ୍ଣା ଲୋହାର, କମାରଯୋଡା ଗ୍ରାମର ସନ୍ତୋଷ ନାଗ,…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆ: ବସ ଓଲଟି ୬ ଗୁରୁତର

ଚମ୍ପୁଆ( କେନ୍ଦୁଝର) : ଆଜି ସକାଳେ କେନ୍ଦୁଝର ଜିଲ୍ଲା ରଞ୍ଚୁଆଯୋଡାରୁ ଯୋଡ଼ା ଅଭିମୁଖେ ଯାଉଥିବା ଓଡି୦୯ ବି ୦୫୩୩ ନମ୍ବର ବିଶିଷ୍ଟ ଏକ ଘରୋଇ ବସ କରଞ୍ଜିଆ ଥାନା ଅନ୍ତର୍ଗତ କାଟୁଳିକନା ନିକଟରେ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବା ସହିତ ଏକ ବିଲ ମଧ୍ୟରେ ଓଲଟି ପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

୯ ଚୋରା ବାଇକ୍‌ ଜବତ, ୫ ଗିରଫ

ବଡ଼ବିଲ:ବଡ଼ବିଲ ପୁଲିସ ବାଇକ୍‌ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୯ଟି ଚୋରା ବାଇକ୍‌ ଜବତ କରିଛି। ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ବଡ଼ବିଲ ଥାନା କଳିଙ୍ଗ ଲୁହା କାରଖାନା କଲୋନି ମଧ୍ୟରୁ ଗତ ୧୦ ତାରିଖରେ ଦିନ ଦ୍ଵିପ୍ରହରରେ ଏକ…
ଅଧିକ ଖବର ଦେଖନ୍ତୁ...

୨ ଅନ୍ତଃରାଜ୍ୟ ରାଜପଥ ଲୁଟେରା ଗିରଫ

କେନ୍ଦୁଝର : କେନ୍ଦୁଝର ପୁଲିସକୁ ମିଳିଛି ପୁଣି ଏକ ସଫଳତା। ଗତ କିଛି ଦିନ ତଳେ ପୁଲିସ ଏକ ୯ ଜଣିଆ ଅନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିଥିବା ବେଳେ ଗତକାଲି ରାତିରେ ଏକ ୮ ଜଣିଆ ଗ୍ୟାଙ୍ଗର ୨ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କଠାରୁ ୨ ଲକ୍ଷ ୧୦ ହଜାର ୧୨୧ ଟଙ୍କା ଏବଂ କିଛି ମାରଣାସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦୁଝର: ସଦର ଥାନା ପରଜନପୁର ପଞ୍ଚାୟତର ଦେଉଳଡିହା ଗ୍ରାମରେ ଆଜି ଗୁଣିଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ମହାନ୍ତ। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ଟ୍ରାକ୍ଟର ଚୂର୍‌ମାର୍‌

କେନ୍ଦୁଝର : ଭାଇଜାଗ୍‌-ଟାଟାନଗର ଏକ୍ସପ୍ରେସ ଟ୍ରେନ୍‌ ଆଜି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ବସନ୍ତପୁର ଏବଂ ସୀତାବିଞ୍ଜ ରେଲେଓ୍ଵ ଷ୍ଟେସନ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଭାଇଜାକ୍‌- ଟାଟା ନଗର ଏକ୍ସପ୍ରେସ ଆଜି ସନ୍ଧ୍ୟାରେ ଭାଇଜାକ୍‌ ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର

କେନ୍ଦୁଝର: ହରିଚନ୍ଦନପୁର ବାଇପାସ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଯାଉଥିବା କାରର ଚାଳକ ନିୟନ୍ତ୍ରଣ ହରାଇ ଏକ ପୋଲରେ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ କାର ଚୁରମାର ହୋଇ ଯାଇଥିଲା। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ପାଳଲହଡ଼ାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ମହିଳା ଯାତ୍ରୀଙ୍କ ମୃତ୍ୟୁ, ୧୫ ହସ୍ପିଟାଲରେ ଭର୍ତ୍ତି

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର-୪୯ରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଙ୍କଦର ନିକଟସ୍ଥ ମୁକ୍ତାପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଅନୁଗୁଳରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଯାଉଥିବା ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ଟ୍ରଲର୍‌ ଧକ୍କାରେ ଅଟୋ ଚୂର୍‌ମାର, ୪ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଡଙ୍ଗାପାଣି ନିକଟରେ ଆଜି ସକାଳ ସାଢେ ୮ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀଙ୍କ ସହିତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଶୁଆକାଟୀ ଫାଣ୍ଡି ଦଅଁଳା ଗ୍ରାମର ମୁନା…
ଅଧିକ ଖବର ଦେଖନ୍ତୁ...