ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

କେନ୍ଦୁଝର: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତି ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୁ କୃଷକ କଲ୍ୟାଣ ଯୋଜନାରେ ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ରଂଜତି ମହାନ୍ତଙ୍କର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ମହାନ୍ତି ଜଣେ ବ୍ୟକ୍ତିଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ରାସାୟନିକ…
ଅଧିକ ଖବର ଦେଖନ୍ତୁ...

ଭୀମକୁଣ୍ଡରେ ବୁଡ଼ ପକାଇଲେ ୫୦ ହଜାର ଶ୍ରଦ୍ଧାଳୁ 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ଭୀମକୁଣ୍ଡଠାରେ ଆଜି ୫୦ ହଜାର ଶ୍ରଦ୍ଧାଳୁ ପବିତ୍ର ମକର ବୁଡ ପକାଇଛନ୍ତି। ମକର ସଂକ୍ରାନ୍ତି ଅବସରରେ ଆଜି ସକାଳେ ଭୀମକୁଣ୍ଡଠାରେ କେନ୍ଦୁଝର, ମୟୁରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କୁ ହତ୍ୟା!

ଆନନ୍ଦପୁର: ଆନନ୍ଦପୁର ବ୍ଳକ ଧକୋଠା ଗ୍ରାମର ବାବାଜୀ ଦେହୁରୀଙ୍କ ବଡ଼ପୁଅ ଦୀପକ ଦେହୁରୀ (୨୨)ଙ୍କର ବାଙ୍ଗାଲୋରରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ତାଙ୍କୁ ସେଠାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୀପକ ଗତ ଦୁଇ ବର୍ଷ ହେଲା ବାଙ୍ଗାଲୋରର ଏକ କମ୍ପାନିରେ ଚାକିରି କରିଥିଲେ। ଗତକାଲି…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ତେଲକୋଇ : ତେଲକୋଇ ଥାନା କରଦାଙ୍ଗି ଗାଁ’ର ବଲ୍ଲଭ ବାରିକ (୪୦) ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରେ ବଲ୍ଲଭ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଗଭୀର ଜଳରେ ବୁଡି ଯାଇଥିଲେ। ତେଲକୋଇ ଥାନା ପୁଲିସ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଅଧୁରା ରହିଲା ତାରିଣୀ ଦର୍ଶନ : ଟ୍ରଲର ଚକା ତଳେ ଗଲା ତିନି ଜୀବନ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ କୋଳିମାଟିଠାରେ ଅଧାଗଢା ୨୦ ନମ୍ବର ଜାତୀୟ ରାଜପଥରେ ଆଜି ଯାଇଛି ତିନୋଟି ମୂଲ୍ୟବାନ ଜୀବନ। ମକର ସଂକ୍ରାନ୍ତିରେ ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ଟ୍ରଲର ଚଢିଯିବାରୁ ବାଇକ୍‌ରେ ଥିବା ଦମ୍ପତ୍ତି ଓ ତାଙ୍କ ଶିଶୁପୁତ୍ରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...

କାର୍‌ରୁ ୫୦ ଲକ୍ଷ ଟଙ୍କା ଜବତ୍‌ ଘଟଣା : ବ୍ୟାଙ୍କ ମ୍ୟାନେଜର୍‌ଙ୍କ ସହ ୩ ଗିରଫ

କେନ୍ଦୁଝର : ଶୁକ୍ରବାର ସଂଧ୍ୟାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଏକ କାର (ଓଆର-୦୨ବିଭି-୮୦୦୭)ରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ଅଟକ ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ୍‌, ଯୋଡ଼ା ଶାଖା ମ୍ୟାନେଜର ମାନସ ରାଉତ, ସିକ୍ୟୁରିଟି ଗାର୍ଡ ଲକ୍ଷ୍ମଣ ପ୍ରଧାନ ଏବଂ କର୍ମଚାରୀ ସରୋଜ…
ଅଧିକ ଖବର ଦେଖନ୍ତୁ...

କାର୍‌ରୁ ୫୦ ଲକ୍ଷ ଟଙ୍କା ଜବତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଆଜି ସନ୍ଧ୍ୟାରେ ପୁଲିସ ଏକ କାର୍‌ (ଓଆର ୦୨ ବିଭି ୮୦୦୭)ରୁ ୫୦ ଲକ୍ଷ ଟଙ୍କା ଜବତ କରିଛିି। ପ୍ରକାଶ ଯେ, ଏକ କାରରେ ଟଙ୍କା ଚାଲାଣ ହେଉଥିିବା ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ସୁମିତ କୁମାର ସୋରେନ ବାସୁଦେବପୁର ଛକ ନିକଟରେ…
ଅଧିକ ଖବର ଦେଖନ୍ତୁ...

କାର୍‌ରୁ ୫୦ ଲକ୍ଷ ଟଙ୍କା ଜବତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଆଜି ସନ୍ଧ୍ୟାରେ ପୁଲିସ ଏକ କାର୍‌ (ଓଆର୦୨ବିଭି୮୦୦୭)ରୁ ୫୦ ଲକ୍ଷ ଟଙ୍କା ଜବତ କରିଛିି। ଏହି ଟଙ୍କା ଜିଲ୍ଲାର ଜଣେ ବିଶିଷ୍ଟ ରାଜନେତାଙ୍କର ବୋଲି ଜୋରସୋର ଆଲୋଚନା ଚାଲିଛି। ତେବେ ପୁଲିସ ଏ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ବଙ୍ଗୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁ

କେନ୍ଦୁଝର:ଆଜି ସକାଳେ କେନ୍ଦୁଝରର ସାନଘାଗର ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କର କେନ୍ଦୁଝର ପାନ୍ଥନିବାସରେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକଙ୍କ ନାମ ଦେବଦାସ ଚକ୍ରବର୍ତ୍ତୀ। ସେ ଓଡ଼ିଶା ଭ୍ରମଣରେ ଆସିଥିବା ଏକ ୨୮ ଜଣିଆ ଟିମରେ ସାମିଲ ହୋଇ ପଶ୍ଚିମବଙ୍ଗରୁ…
ଅଧିକ ଖବର ଦେଖନ୍ତୁ...