ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ମୋରମ୍‌ ବୋଝେଇ ଟ୍ରାକ୍ଟର ଜବତ

ଘଟଗାଁ: ଗତକାଲି ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ଥାନା ଅଧୀନସ୍ଥ କାଣ୍ଡସର ରେଲେଓ୍ଵ ସାଇଡ୍‌ରୁ ଏକ ବେଆଇନ୍‌ ପଥର ବୋଝେଇ ଟ୍ରାକ୍ଟରକୁ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଜବତ କରି ପୁଲିସ ଜିମା ଦେଇଥିଲେ। ଉକ୍ତ ଟ୍ରାକ୍ଟର ମାଲିକଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।  ସେହିପରି…
ଅଧିକ ଖବର ଦେଖନ୍ତୁ...

ଛେଳି ନ ଘଉଡ଼ିବାରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର : ଗଛମୂଳେ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ଖାଉଥିବା ବେଳେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛେଳି କୁକୁର ପଶିଯିବା କାରଣରୁ ସଦର ବ୍ଲକ ବଣୁଆ ସ୍ଥିତ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ମିଶ୍ରଙ୍କୁ ଜିଲ୍ଲାପାଳ ଏନ୍‌. ତିରୁମାଲା…
ଅଧିକ ଖବର ଦେଖନ୍ତୁ...

୨୫ ଦିନର ଶିଶୁକନ୍ୟାକୁ ଚେଙ୍କ

ଘଟଗାଁ : ଗତକାଲି ଘଟଗାଁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ମାତ୍ର ୫ କିଲୋମିଟର ଦୂର ବଡ଼ଜାମପଶି ଗ୍ରାମର ଢିପାସାହିର ଜଣେ ୨୫ ଦିନର ଶିଶୁ କନ୍ୟାର ପେଟରେ ଚେଙ୍କ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବଡ଼ଜାମପଶି ଗ୍ରାମ ଡିପାସାହିର ସନ୍ତୋଷ ବେହେରାଙ୍କ ଶିଶୁକନ୍ୟା ଜନ୍ମ ହେବାର କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଅଜଣା ରୋଗରେ ବାଙ୍କି ଯାଉଛି ଅଣ୍ଟା

ଆନନ୍ଦପୁର : ହଠାତ ଯନ୍ତ୍ରଣା ହେବା ପରେ ଅଣ୍ଟା ବଙ୍କା ହୋଇଯାଉଛି। ପରେ ଆଉ ଭଲ ଭାବେ ଚଲାବୁଲା କରି ହେଉନାହିଁ କି କାମଧନ୍ଦା କରିବା ସମ୍ଭବ ହେଉନାହିଁ। ଏମିତି ରୋଗରେ ପଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଧ୍ୱ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଘସିପୁରା ବ୍ଳକ…
ଅଧିକ ଖବର ଦେଖନ୍ତୁ...

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଗଛମୂଳେ ପାଠପଢ଼ା

କେନ୍ଦୁଝର : ପାଠ ପଢ଼ିବାକୁ ଘର ନାହିଁ। ନିୟମିତ ଗଛ ମୂଳେ ବସି ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଖରାଦିନ କୌଣସି ପ୍ରକାରେ ଚଳିଯାଉଛି, କିନ୍ତୁ ବର୍ଷା ଏବଂ ଶୀତଦିନେ ପଢ଼ା ବନ୍ଦ। ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ସଦର ବ୍ଲକ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ଗଛ ମଞ୍ଚାରେ ବିତୁଛି ଜୀବନ

କେନ୍ଦୁଝର (ସୁବ୍ରତ ସ୍ୱାଇଁ/ସୁଧାଂଶୁ ସାହୁ): ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ କି ଆହାର ମୁଠେ ଯୋଗାଡ଼ କରିବାକୁ ସାମର୍ଥ୍ୟ ନାହିଁ। ଏଭଳି ସ୍ଥିତିରେ ଜଙ୍ଗଲ ଭିତରେ ଏକ ଗଛ ମଞ୍ଚାରେ ରହୁଛନ୍ତି କେନ୍ଦୁଝର ସଦର ବ୍ଲକ କୁସୁମିତା ଗ୍ରାମର ମାଟିଆ ମୁଣ୍ଡା। ପାଖାପାଖି ବର୍ଷେ କାଳ ଏମିତି…
ଅଧିକ ଖବର ଦେଖନ୍ତୁ...

ପରିବା ଦର ଆକାଶଛୁଆଁ; ୬୦ ଟପିଲା ବିଲାତି

ଆନନ୍ଦପୁର: ପରିବାରେ ହାତ ମାରି ହେଉନି। ଯାହାକୁ ନେବ କିଲୋ ୫୦ ଟଙ୍କାରୁ ଅଧିକ। କାର୍ତ୍ତିିକ ମାସ ଆରମ୍ଭରେ ଆନନ୍ଦପୁରରେ ପରିବାର ଆକାଶଛୁଆଁ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡି ଯାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ହ୍ରାସ ପାଉଥିବା ବେଳେ ବଜାରରେ ଅଭାବ ପରିଲକ୍ଷିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ମାଡ଼ରେ କଲେଜ ଛାତ୍ର ଲହୁଲୁହାଣ

ଆନନ୍ଦପୁର : ଗାଡି ଯାଞ୍ଚ ବେଳେ ପୁଲିସ୍‌ର ଠେଙ୍ଗା ମାଡ଼ରେ ଜଣେ କଲେଜ ଛାତ୍ର ଲହୁଲୁହାଣ ହେବା ନେଇ ଆନନ୍ଦପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଡ ଖାଇଥିବା ଛାତ୍ର ଏ ନେଇ ଆନନ୍ଦପୁର ଥାନାରେ…
ଅଧିକ ଖବର ଦେଖନ୍ତୁ...

‘ବ୍ଲୁ-ହେ୍ଵଲ୍‌’ ଜାଲରେ ଆନନ୍ଦପୁରର ଯୁବକ : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍‌ ଟଭାକୁଦ ଗ୍ରାମର ଜଣେ ଯୁବକ ବ୍ଲୁ-ହେ୍ଵଲ ଗେମ୍‌ ସଂସ୍ପର୍ଶରେ ଆସି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଣଘାତୀ ବ୍ଲୁ-ହେ୍ଵଲର ସଦ୍ୟତମ ଶିକାର ହୋଇଥିବା ଏହି ଯୁବକଙ୍କ ନାମ ଅଜୟ କୁମାର ପାତ୍ର (୨୨) ବୋଲି…
ଅଧିକ ଖବର ଦେଖନ୍ତୁ...

ଯୋଡ଼ା: କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୧୧ ଆହତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାଠାରେ ଥିବା କେଜେଏସ ଆଲୁଓ୍ଵାଲିଆ ସ୍ପଞ୍ଜ ଆଇରନ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ୧୧ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଯୋଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ…
ଅଧିକ ଖବର ଦେଖନ୍ତୁ...