ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ପୁରାତନ ବିଦ୍ୟାର୍ଥୀ ଶିକ୍ଷାୟତନର ଅମୂଲ୍ୟ ସମ୍ପଦ: ସୌମ୍ୟ

ଆନନ୍ଦପୁର : ଆଜିର ସରକାରୀ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଟବଣା। ଭୋଟ୍‌ କାଙ୍ଗାଳ ନେତାମାନଙ୍କ ପାଇଁ ଏହା ଦୁଇ ଭାଗରେ ବିଭକ୍ତ ହୋଇ ସମାଜର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପୁରୁଣିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ସମାରୋହର…
ଅଧିକ ଖବର ଦେଖନ୍ତୁ...

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ହରିଚନ୍ଦନପୁର/ଯୋଡ଼ା : କିଛିଦିନ ତଳେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କୁ କେତେକ ଯୁବକ ବିବସ୍ତ୍ର କରି ଭିଡିଓ ସୁଟିଂ କରିବା ଏବଂ ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ଘଟଣା ରାଜ୍ୟରେ ଚହଳ ପକାଇଥିବାବେଳେ ହରିଚନ୍ଦନପୁର ଓ ବାମେବାରୀ ଥାନା ଅଞ୍ଚଳର ଜଣେ ଲେଖାଏଁ ନାବାଳିକା ଦୁଷ୍କର୍ମର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ‘ଆଦିରଙ୍ଗ ମହୋତ୍ସବ’ ଆରମ୍ଭ

କେନ୍ଦୁଝର : ଭାରତୀୟ ନୃତ୍ୟ ପରମ୍ପରାର ପ୍ରାଣ ହିଁ ଏହି ଆଦିବାସୀଙ୍କ ନୃତ୍ୟରେ ରହିଛି ବୋଲି ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ଆୟୋଜିତ ତିନିଦିନିଆ ‘ଆଦିରଙ୍ଗ ମହୋତ୍ସବ’ ଉଦ୍‌ଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା, ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବଣିଆପଙ୍କରେ ଥମୁନି ଡେଙ୍ଗୁ : ଜଣେ ମୃତ; ୧୦ରୁ ଅଧିକ ଆକ୍ରାନ୍ତ

ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ବଣିଆପଙ୍କ ଗ୍ରାମରେ ଡେଙ୍ଗୁ ରୋଗ ଥମିବାର ନାଁ ଧରୁନି। ଗ୍ରାମର ୧୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ବିଦ୍ୟାଧର ନାୟକ (୫୫)ଙ୍କର ମୃତ୍ୟୁ ଘଟିଛି। ସେ ତିନି ଦିନ ତଳେ କଟକ ବଡ ଡାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଦୁର୍ଘଟଣାରେ ବାଂଶପାଳ ବିଡଓ ଆହତ

ଘଟଗାଁ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବିଡିଓଙ୍କ ଗାଡ଼ି ଆଜି ସକାଳେ ଘଟଗାଁ ଥାନା ପୋଇଜାମୂଳା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିଡିଓ ଅଶ୍ୱିନୀ ମେହେର ଓ ତାଙ୍କ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅପନୁଯାୟୀ, ବିଡିଓ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଟ୍ରକକୁ ପିଟି ବୋଲେରୋ ଦୁର୍ଘଟଣା ଗ୍ରସ୍ତ, ଆହତ ବିଡିଓ ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ଜାତୀୟ ରାଜପଥ କ୍ରମାଙ୍କ ୨୦ରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବାରୁ ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବିଡିଓ ଅଶ୍ୱିନୀ ମେହେର ଡ୍ରାଇଭରଙ୍କ ସହିତ ଯାଉଥିବା ବେଳେ ଘଟଗାଁ ଥାନା…
ଅଧିକ ଖବର ଦେଖନ୍ତୁ...

ଚାଷୀ ମନରେ ଛନ୍‌କା : ୩ ଲକ୍ଷ ହେକ୍ଟର ଜମିକୁ ବିପଦ

ଯାଜପୁର/କେନ୍ଦ୍ରାପଡା/ଜଗତ୍‌ସିଂହପୁର : ଲଘୁଚାପଜନିତ ବର୍ଷା ଯୋଗୁ ଧାନଚାଷ ଉଜୁଡ଼ିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ ହେବାକୁ ବସିଛି। ଆଜି ଯେତିକି ବର୍ଷା ହୋଇଛି, ଆଗାମୀ କିଛିଦିନ ଧରି ସେହି ପରିମାଣ କିମ୍ବା ତଦୁର୍ଦ୍ଧ୍ୱ ବର୍ଷା ହେଲେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିବା ଥୟ!…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଲୁଟ୍‌ ଯୋଜନା ବିଫଳ, ୯ ଅନ୍ତରାଜ୍ୟ ଲୁଟେରା ଗିରଫ

କେନ୍ଦୁଝର: ବ୍ୟାଙ୍କ ଲୁଟ୍‌ ଯୋଜନା ବିଫଳ ହୋଇଛି। କେନ୍ଦୁଝର ସଦର ଥାନା ପୁଲିସ ୯ଜଣ ଅନ୍ତରାଜ୍ୟ ଲୁଟେରାଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି। ଗିରଫ ହୋଇଥିବା ଲୁଟେରାମାନଙ୍କ ମଧ୍ୟରୁ ୪ଜଣ ଝାରଖଣ୍ଡରେ ବୋଲି ପୁଲିସ କହିଛି। ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବୁଧବାର ପୁଲିସ କହିଛି,…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ମାଈ ହାତୀର ମୃତଦେହ ଠାବ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ଜଙ୍ଗଲରେ ଏକ ମାଈ ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଏହି ହାତୀଟିର କିପରି ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦର ବ୍ୟବସ୍ଥା କରୁଛନ୍ତି। ଶବ ବ୍ୟବଛେଦ…
ଅଧିକ ଖବର ଦେଖନ୍ତୁ...

ହାତୀ ନେଲା ଶ୍ରମିକଙ୍କ ଜୀବନ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ମାର୍ଦା ଗାଁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଲକ୍ଷ୍ମଣ ପଧାନ (୫୨), ତାଙ୍କ ଘର ମାର୍ଦା ଭାଲୁଦରୀ ଜୁଆଙ୍ଗ ସାହିରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭାଲୁଦରୀ ଜୁଆଙ୍ଗ ସାହିର…
ଅଧିକ ଖବର ଦେଖନ୍ତୁ...