ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

କେନ୍ଦୁଝର: ମ୍ୟୁନିସପାଲିଟି ନର୍ଦ୍ଦମାରୁ ପିଡବ୍ଲୁଡି କ୍ୟାସିୟର୍‌ଙ୍କ ଶବ ଉଦ୍ଧାର

କେନ୍ଦୁଝର: ରବିବାର ସକାଳେ ୨୦ ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ ଥିବା ମ୍ୟୁନିସପାଲିଟି ନର୍ଦ୍ଦମାରୁ ଏକ ଶବ ଉଦ୍ଧାର କରାଯାଇଛି। ତାହା ପିଡବ୍ଲୁଡି କ୍ୟାସିୟର୍‌ ଲକ୍ଷ୍ମୀଧର ମାଝୀଙ୍କର ବୋଲି ଜଣାପଡ଼ିଛି। OR09G5437 ନମ୍ବର ବିଶିଷ୍ଟ ତାଙ୍କ ହିରୋହଣ୍ଡା ସ୍ପ୍ଲେଣ୍ଡର୍‌ ମୋଟରସାଇକେଲଟି…
ଅଧିକ ଖବର ଦେଖନ୍ତୁ...

ହତ୍ୟା ପରେ ମହିଳାଙ୍କୁ ଜାଳିଦେଲେ

ଯୋଡା : ବାମେବାରୀ ଥାନା କାଳିଆପାଳ-ଜାମିରିଡିହି ଜଙ୍ଗଲ ରାସ୍ତାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ ପୁଲିସ ଜବତ କରିଛି। ମହିଳା ଜଣଙ୍କୁ ଦୁବୃର୍ତ୍ତମାନେ ହତ୍ୟା କରିବା ପରେ ତାଙ୍କୁ ପୋଡି ଦେଇଥିବା କୁହାଯାଉଛି। ମୃତ ମହିଳାଙ୍କର ପରିଚୟ ମିଳିନଥିବାରୁ ମାଜିଷ୍ଟ୍ରେଟ୍‌…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍‌କାରେ ବାଳକ ମୃତ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଇକସାହି:ଠାକୁରଗଡ଼ ଥାନା ପାଇକସାହିକୁ ମାମୁ ଘରକୁ ଆସିଥିବା ଆୟୁଷ ସାହୁ ନାମକ ଜଣେ ୫ ବର୍ଷର ବାଳକ ଏକ ମଟରସାଇକେଲ୍‌ ଧକ୍‌କାରେ ପ୍ରାଣ ହରାଇଛନ୍ତି। ଏ ଘଟଣା ଗାଁରେ ଉତ୍ତେଜନା ସୃଷ୍ଟି କରିବା ସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା।  ପ୍ରାପ୍ତ ସୂଚନା ଅନୁଯାୟୀ, ଆୟୁଷଙ୍କ ନିଜ…
ଅଧିକ ଖବର ଦେଖନ୍ତୁ...

ତୀରମାଡ଼ରେ ଯୁବକ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ସୀମାନ୍ତ ମହୁଲଡ଼ିହା ଥାନା ବାଂଶପାଣି ଗ୍ରାମରେ ତୀର ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉତ୍କଳ କେଶରୀ ଦାସ (୨୭)। ଜମିବାଡ଼ି ବିବାଦକୁ ନେଇ ଉତ୍କଳଙ୍କୁ ତାଙ୍କ ଗ୍ରାମର ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାପଡିଛି। ଆଜି ସକାଳେ ଉତ୍କଳ ଘର ଆଗରେ…
ଅଧିକ ଖବର ଦେଖନ୍ତୁ...

ଜଳିଗଲେ ମା’-ଝିଅ, ଆଈ ଗୁରୁତର

ଢେଙ୍କିକୋଟ/ଘଟଗାଁ : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ସାନମସିଣାବିଲା ଗ୍ରାମରେ ରବିବାର ରାତିରେ ଘଟିଛି ଅଘଟଣ। ଡିବିରି ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଓ ତାଙ୍କର ମାସକର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ମୃତ ମହିଳାଙ୍କ ମା’ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

୩୦ଫୁଟ କୂଅରୁ ଛୁଆ ଭାଲୁ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ବୁଢ଼ାବଣ ଗ୍ରାମର ଏକ ୩୦ଫୁଟ ଗଭୀର କୂଅରୁ ଆଜି ଏକ ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଭାଲୁ ଛୁଆଟି ବୁଢ଼ାବଣ ଗ୍ରାମର ଏକ ପୋଖରୀ ହୁଡ଼ାରେ ବୁଲୁଥିବା ଦେଖି ଗ୍ରାମବାସୀ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଭାଲୁ…
ଅଧିକ ଖବର ଦେଖନ୍ତୁ...

୨ ବାଇକ୍‌ ଧକ୍କା, ୩ ଗୁରୁତର

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଂଘିରା କୋୟ ନାଳ ନିକଟରେ ଆଜି ସଂଧ୍ୟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ପେଟରେ ବୋତଲ ଭୁସିଦେଲା ସ୍ୱାମୀ

କେନ୍ଦୁଝର: ଯୌତୁକ ପାଇଁ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ। ବିୟର ବୋତଲ ଭାଙ୍ଗି ପତ୍ନୀ ପେଟରେ ଭୁସି ଦେଲା ମଦ୍ୟପ ସ୍ୱାମୀ। କେନ୍ଦୁଝର ସଦର ଥାନା ଜଡ଼ିପଦା ଗାଁରେ ଘଟିଛି ଏହି ଦୁର୍ଭାଗ୍ୟଜନକ ଘଟଣା। ସ୍ୱାମୀ ଆକ୍ରମଣରେ ଗୁରୁତର ପତ୍ନୀ ଏବେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ସଭାମଞ୍ଚରେ ବିଜେଡି ନେତାଙ୍କୁ ଅଣ୍ଡାମାଡ଼

ଚମ୍ପୁଆ : ବିଜେଡି ନେତାଙ୍କୁ ଅତିଥି କରିବାକୁ ନେଇ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ଆଜି ଅଣ୍ଡାମାଡ ହୋଇଛି। ଏହାକୁ ନେଇ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଅଣ୍ଡାମାଡ କରିଥିବା ଜଣେ ଛାତ୍ରଙ୍କୁ ଅଟକ ରଖିଛି। କଲେଜର ବାର୍ଷିକ ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...

ଉପଜିଲ୍ଲାପାଳ ଓ ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ଘେରିଲେ ଆନ୍ଦୋଳନକାରୀ

ଆନନ୍ଦପୁର : ହାଟଡିହି ବ୍ଳକ ଛେନାପଦି ଛକଠାରେ ଥିବା ବିଦେଶୀ ମଦ ଦୋକାନ ଓ ଫ୍ଲାଏ ଆସ୍‌ ଇଟା କାରଖାନା ଉଚ୍ଛେଦ ପାଇଁ ଦାବି ଜୋର୍‌ ଧରିଛି। ଶତାଧିକ ମହିଳା ଓ ଜନସାଧାରଣ ଆଜି ଆନନ୍ଦପୁର ଉପଜିଲ୍ଲାପାଳ, ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ, ଆନନ୍ଦପୁର ଅବକାରୀ କାର୍ଯ୍ୟାଳୟ ସମେତ ଆନନ୍ଦପୁର ଥାନାକୁ…
ଅଧିକ ଖବର ଦେଖନ୍ତୁ...