ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ସେଲ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲି. (ସେଲ୍‌)ର ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ମେଡିସିନ ୟୁନିଟ୍‌ ସଂପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ହେଁ ପ୍ରାୟ ୧୫ ଲକ୍ଷରୁ…
ଅଧିକ ଖବର ଦେଖନ୍ତୁ...

୫ଜଣଙ୍କୁ ଘାଇଲା କଲା ଭାଲୁ

କେନ୍ଦୁଝର : ଜଣେ ବନ କର୍ମଚାରୀଙ୍କୁ ଭାଲୁ ଝୁଣି ମାରିବାର ଦିନ କେଇଟା ଯାଇନି କେନ୍ଦୁଝର ଜିଲ୍ଲାରେ ପୁଣି ଆତଙ୍କ ଖେଳାଇଛି ଭାଲୁ। ଗତକାଲି ରାତି ଓ ଆଜି ସକାଳେ ଚମ୍ପୁଆ ରେଞ୍ଜ୍‌ରେ ୫ ଜଣଙ୍କୁ ଭାଲୁ ଘାଇଲା କରିଛି। ବାଲିବନ୍ଧ ବିଟ୍‌ ହାଉସ ଅଞ୍ଚଳରେ ଏକ ବଣୁଆ ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ରେ ନିଆଁ: ପାର୍ସର୍ଲ୍‌ ବଗି ଜଳିଗଲା, ଯାତ୍ରୀ ସୁରକ୍ଷିତ : ସିଆର୍‌ପିଏଫ୍‌ ଯବାନଙ୍କ ସାମଗ୍ରୀ…

ହରିଚନ୍ଦନପୁର: କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଚିଲିକିଧରା ଷ୍ଟେସନ୍‌ ନିକଟରେ ଟ୍ରେନ୍‌ଟି ଅଟକିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ହଠାତ୍‌ ଘଟିଥିବା ଏହି ଘଟଣାଟି ଯାତ୍ରୀଙ୍କ ଭିତରେ ଭୟ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ରେ ନିଆଁ : ପାର୍ସର୍ଲ୍‌ ବଗି ଜଳିଗଲା, ଯାତ୍ରୀ ସୁରକ୍ଷିତ, ସିଆର୍‌ପିଏଫ୍‌ ଯବାନଙ୍କ ସାମଗ୍ରୀ…

ହରିଚନ୍ଦନପୁର : କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଚିଲିକିଧରା ଷ୍ଟେସନ୍‌ ନିକଟରେ ଟ୍ରେନ୍‌ଟି ଅଟକିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ହଠାତ୍‌ ଘଟିଥିବା ଏହି ଘଟଣାଟି ଯାତ୍ରୀଙ୍କ ଭିତରେ ଭୟ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ ଘର ଭାଙ୍ଗିଲା, ଜୀବନ ନେଲା

ବଡ଼ବିଲ: ବଡ଼ବିଲରେ ଆଜି କାଳବୈଶାଖୀ ୪ ଘର ଭାଙ୍ଗିବା ସହ ଗୋଟିଏ ଜୀବନ ନେଇଯାଇଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଝଡ଼ତୋଫାନ ପ୍ରଭାବରେ ୪ ପରିବାରର ୪ ଘରକାନ୍ଥ ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷାରେ ବଡ଼ବିଲ ପୌରାଞ୍ଚଳ ପିଏଚ୍‌ଡି ଅଞ୍ଚଳ ବାକଲହଟିଂର ଫୁଲଚାନ୍ଦ କାଣ୍ଡୁଲାନା, ଭାଗୀରଥି ବିରୁଆ, ଭୀମସେନ…
ଅଧିକ ଖବର ଦେଖନ୍ତୁ...

ଖେଳପଡ଼ିଆରେ ବଜ୍ରପାତ: ୧୪ ଖେଳାଳି, ୩ ଦର୍ଶକ ଗୁରୁତର

ହରିଚନ୍ଦନପୁର : ଦର୍ଶକ ଭରପୂର ଖେଳପଡ଼ିଆରେ ହଠାତ୍‌ ବଜ୍ରପାତ ହେବାରୁ ୧୪ ଜଣ ଖେଳାଳିଙ୍କ ସହ ଆଉ ୩ ଦର୍ଶକ ଗୁରୁତର ହୋଇଛନ୍ତି। ଦର୍ଶକଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇଜଣ ମହିଳା ଅନ୍ତର୍ଭୁକ୍ତ। ଆଜି ଅପରାହ୍ନ ୫ଟା ସମୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ପଞ୍ଚାୟତର ବଳିପର୍ବତ…
ଅଧିକ ଖବର ଦେଖନ୍ତୁ...

୩୬ ଲକ୍ଷ ଟଙ୍କାର ଗହଣା ଲୁଟ୍‌

ବଡ଼ବିଲ : ବଡ଼ବିଲ ବଜାରର ରାଧାକୃଷ୍ଣ ମନ୍ଦିର ନିକଟ ମା ତାରିଣୀ ଗହଣା ଦୋକାନରୁ ଆଜି ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଦୁଇ ଜଣ ଲୁଟେରା ଦୋକାନ ଭିତରୁ ୩୬ ଲକ୍ଷ ଟଙ୍କାର ଗହଣା ଥିବା ବ୍ୟାଗ୍‌ ଲୁଟି ନେଇଛନ୍ତି। ଲୁଟେରାଦ୍ୱୟ ଛାଡ଼ି ଦେଇଥିବା ବାଇକ୍‌କୁ ପୁଲିସ୍‌ ଜବତ କରି ତନାଘନା ଚଳାଇଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ହରିଚନ୍ଦନପୁରରେ କାଳବୈଶାଖୀର ତାଣ୍ଡବ: ଚକି ଖେଳ ଖେଳୁଥିବା ବେଳେ ବଜ୍ରପାତ, ୧୪ ଆହତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଲ ପଞ୍ଚାୟତ ଅଧିନ ବଳିପର୍ବତ ଗାଁରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଛି। ଚମ୍ପାସାହିରେ ୧୮ ଜଣ ପିଲା ଚକି ଖେଳ ଖେଳୁଥିବା ବେଳେ ବଜ୍ରପାତ ହେବାରୁ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

େଓ୍ଵବ୍‌ ପୋର୍ଟାଲ୍‌ରେ ଆକ୍ଷେପ ଅଭିଯୋଗ:ତିନିଜଣଙ୍କ ବିରୋଧରେ ବିଧାୟକଙ୍କ ଏତଲା

ପାଳଲହଡ଼ା: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଏକ େଓ୍ଵବ୍‌ ପୋର୍ଟାଲ୍‌ରେ ପ୍ରସାରିତ ଖବରରେ ଆକ୍ଷେପ ଅଭିଯୋଗ ନେଇ ବିଧାୟକ ଶ୍ରୀ ସାହୁ ୩ ଜଣଙ୍କ ବିରୋଧରେ ପାଳଲହଡ଼ା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ, ଗତ ରବିବାର…
ଅଧିକ ଖବର ଦେଖନ୍ତୁ...

ବିଧବାଙ୍କୁ ସଧବା ସଜେଇଲେ ଭିଏଲ୍‌ଡବ୍ଲ୍ୟୁ:୨ ମାସ ହେଲା ବିଧବା ଭତ୍ତା ବନ୍ଦ

କେନ୍ଦୁଝର: ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଥିବା ବେଳେ ସରକାରୀ କର୍ମଚାରୀଙ୍କ ବେପରୁଆ ରିପୋର୍ଟ ଜଣେ ବିଧବାଙ୍କୁ ସଧବା ସଜାଇଛି। ଫଳରେ ମହିଳା ଜଣକ ସାମାଜିକ ସମ୍ମାନ ହରାଇବା ସହ ଲୋକଲଜ୍ଜ୍ୟାରେ ଘରୁ ବାହାରି ପାରୁ ନାହାନ୍ତି । ତାଙ୍କ ବିଧବା ଭତ୍ତା…
ଅଧିକ ଖବର ଦେଖନ୍ତୁ...