ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ତାଗିଦ୍‌ କରିବାରୁ କୁପରିଣାମ:ବୃଦ୍ଧଙ୍କୁ ଟାଙ୍ଗିଆରେ ହତ୍ୟା

ଜଗନ୍ନାଥପ୍ରସାଦ: ତାସ୍‌ ଖେଳରୁ ପାଟିତୁଣ୍ଡ ଏବଂ ତାଗିଦ୍‌ କରିବାରୁ ଗଂଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ଥାନା ଅଲାଡ଼ି ପଞ୍ଚାୟତ ଥୋଲଣ୍ଡା ଗ୍ରାମ ଖଦାଳ ସାହିରେ ଦେବ ନାଇକ (୬୦) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମିଥୁନ୍‌ ନାଇକ ନାମକ ଜଣେ ଯୁବକ ଦେବଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦାରିଙ୍ଗବାଡ଼ିରେ ଭ୍ରାମ୍ୟମାଣ ଅଦାଲତ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପ୍ରଥମଶ୍ରେଣୀ ବିଚ଼ାର ବିଭାଗ ଅଦାଲତ ପକ୍ଷରୁ ଦାରିଙ୍ଗବାଡ଼ି ଚ଼ାରିଛକ ଠାରେ ଭ୍ରାମ୍ୟମାଣ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାରପତି ମୋନାଲିସା ପଟ୍ଟନାୟକ ବ୍ଲକର ୧୦୭ ମୋଟରଯାନ ମକଦ୍ଦମାର ବିଚାର କରି ଫଇସଲା କରିଥିଲେ । ଏଥିରେ ଜୋରିମାନା ବାବଦକୁ ୨୫ହଜାର…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ହାତୀପଲ ଦଳିଦେଲେ:ବୃଦ୍ଧାଙ୍କ ମୃତ୍ୟୁ, ବର୍ତ୍ତିଗଲେ ୨ ପତ୍ର ତୋଳାଳି

ପଣ୍ଡୁଆ/କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତ କୋତରାପଲ୍ଲୀ ଜଙ୍ଗଲରେ ଜଣେ ବୃଦ୍ଧାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାରୁଆଁ (କା) ପଞ୍ଚାୟତ ଜବରଦସ୍ତପୁର ଗ୍ରାମର ଜାନକୀ ପ୍ରଧାନ (୬୫)। ସୂଚନା ଅନୁଯାୟୀ, ସବୁଦିନ ପରି ଆଜି ଜାନକୀ ତାଙ୍କ ଗାଁ’ର…
ଅଧିକ ଖବର ଦେଖନ୍ତୁ...

ପ୍ରୋତ୍ସାହନ ଆଳରେ ପେଟକୁ ନାତ:ଲୋଭ ଦେଖାଇ ଠକିଲେ ଉଦ୍ୟାନ ଅଧିକାରୀ

ଆଠମଲ୍ଲିକ:ମାଗଣାରେ ଆମ୍ବ ଗଛ ଦେଲେ। ତିନି ବର୍ଷ ପାଇଁ ସାର, ବାଡ଼ ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିବାର ଲୋଭ ବି ଦେଖାଇଲେ। ଉଦ୍ୟାନ ବିଭାଗ ଅଧିକାରୀଙ୍କଠାରୁ ଏଭଳି ପ୍ରତିଶ୍ରୁତି ଆଉ ପ୍ରୋତ୍ସାହନ ମିଳିବା ପରେ ଚାଷୀ ଆମ୍ବ ଚାଷ କଲେ। କିନ୍ତୁ ଇତିମଧ୍ୟରେ ତିନି ବର୍ଷ ପୂରିିଲାଣି, ଚାଷୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାଇଖାନାରେ ପକ୍ଷାଘାତ ଶ୍ୟାମ

କେନ୍ଦୁଝର: ଘର ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନା ବିଜୁ ପକ୍କାଘର ଯୋଜନାରେ ଘର ମିଳିଛି । ଏମିତି ଅବସ୍ଥାରେ ୯ଟି ସନ୍ତାନ ସନ୍ତତିଙ୍କୁ ନେଇ ପାଇଖାନାରେ ବିତୁଛି ଶ୍ୟାମ ନାଏକଙ୍କ ସଂସାର । କେନ୍ଦୁଝର ସଦର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତର ଫାର୍ମ ସାହିରେ ରୁହନ୍ତି ଶ୍ୟାମ ନାଏକ । ବୟସ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଜାଗାକୁ ନେଇ ମାଡ଼ପିଟ : ଥାନାରେ ୫ ଏତଲା

ରାଜନଗର: ରାଜନଗର ବଜାର ଉପରେ ସରକାରୀ ଜାଗା ଦଖଲକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମାଡପିଟ୍‌, ଠେଲାପେଲା ଘଟଣାକୁ ନେଇ ଦିନତମାମ ବଜାର ସରଗରମ ରହିଛି। ଏହି ଘଟଣାରେ ରାଜନଗର ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ୫ଟି ଅଭିଯୋଗ ହୋଇଛି। ସରକାରୀ ଜାଗାକୁ ନେଇ ଗଣ୍ଡଗୋଳ ହୋଇଥିବାରୁ ଆଇନ୍‌ଶୃଙ୍ଖଳା ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଜଗତସିଂହପୁର ସଦର: ଜଗତସିଂହପୁର ପୌରପାଳିକାର ନିର୍ବାହୀ ଅଧିକାରୀ ବିକାଶ ସେଠୀଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆସିଛି। ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି। ଅଫିସ ମିଟିଂ ଥିବା ଦର୍ଶାଇ ମହିଳା କର୍ମଚାରୀଙ୍କୁ ଶ୍ରୀ ସେଠୀ ଭୁବନେଶ୍ୱର ଡକାଇ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ରୁ ୮୦ ହଜାର ଟଙ୍କା ଗାଏବ୍‌

ଯୋକଡ଼ିଆ : ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ଏଟିଏମ୍‌ କାଉଣ୍ଟର୍‌ରେ ଲୁଟେରା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କୁଆଖିଆ ଥାନା ସିଂହାପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦର୍ଶନ ସାହୁ ଗତ ୧୮…
ଅଧିକ ଖବର ଦେଖନ୍ତୁ...

୧. ୩୫ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଗଲା

ବୌଦ୍ଧ: ବୌଦ୍ଧ ବ୍ଲକ୍‌ ଆମ୍ବଝରୀ ପଞ୍ଚାୟତ ଆଙ୍କୁନ, ବବଡ଼ା ଗାଁରେ ୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମୋଟ ୧ ଲକ୍ଷ ୩୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ। ବୌଦ୍ଧ ଅବକାରୀ ଅଧୀକ୍ଷକ ଶାନ୍ତନୁ ନାଏକ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ:୮୦ ହଜାର ହେକ୍ଟର ଜମିରେ ହେବ ରବି ଚାଷ

ସୋନପୁର: ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୭-୧୮ ବର୍ଷ ପାଇଁ ୮୦ ହଜାର ହେକ୍ଟର ଚାଷ ଜମିରେ ରବି ଚାଷ କରାଯିବା ନେଇ ଲକ୍ଷଧାର୍ଯ୍ୟ ରଖାଯାଇଛି। ୩୧ ହଜାର…
ଅଧିକ ଖବର ଦେଖନ୍ତୁ...