ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବାଲିଯାତ୍ରା ଉତ୍ସବରେ ଅତିଥି ପ୍ରଭାତ ବିଶ୍ୱାଳ 

କଟକ : କଟକର ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ର ଏଭଳି ସୂଚନା ଦେଉଛି। ଚିଟ୍‌ଫଣ୍ଡ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ମେଡିକାଲ୍‌ରେ ଦରମା ଫିକ୍ସିଂ: ଭିଜିଲାନ୍ସ ରୁଜୁ କଲା ମାମଲା

କଟକ : କଟକ ବଡ଼ ମେଡିକାଲ୍‌ରେ ଦରମା ଫିକ୍ସିଂ ଘଟଣାକୁ ନେଇ ଭିଜିଲାନ୍ସରେ ରୁଜୁ ହୋଇଛି ମାମଲା। ବର୍ଷବର୍ଷ ଧରି ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଏଭଳି କେଳେଙ୍କାରୀ କରି ଚାଲିଥିବା ବେଳେ ଏବେ ଏହାର ତଦନ୍ତ ହେବାକୁ ଯାଉଛି। ଗଲା କିଛି ବର୍ଷ ମଧ୍ୟରେ କର୍ମଚାରୀମାନେ କ୍ୟାଡର ନିୟମ ଓ ଗ୍ରେଡେସେନ୍‌…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ : ପୀଡ଼ିତା ମେଡିକାଲରେ, ରାଜଭବନ ଆଗରେ ସଂପର୍କୀୟ

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ପରେ ବି ବାରମ୍ବାର ଅସୁସ୍ଥ ହେଉଥିବାରୁ ପୀଡ଼ିତା ପୁଣି କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ଏକ ଡାକ୍ତରୀ ଦଳ…
ଅଧିକ ଖବର ଦେଖନ୍ତୁ...

ଜଟଣୀ: ଧାନକ୍ଷେତ ବୁଲିଲେ କୃଷି ବିଜ୍ଞାନୀ

ଜଟଣୀ,: ଜଟଣୀ ବ୍ଲକ ଜଗନ୍ନାଥପୁର ପାଟଣା ମୌଜାରେ ଚାଷୀ ତ୍ରିନାଥ ସ୍ୱାଇଁଙ୍କ ସାଢ଼େ ୩ ଏକର ପରିମିତ ଜମିରେ ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ଚାଷ କରାଯାଇଥିବା ଧାନ ଚାଷର ଅବସ୍ଥା ଦେଖିବା ପାଇଁ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଇଣ୍ଟର୍‌ ନ୍ୟାସନାଲ ରାଇସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌)…
ଅଧିକ ଖବର ଦେଖନ୍ତୁ...

ଅପହୃତ ୪ଜଣ ମୁକୁଳିଲେ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ବଡଡେଙ୍ଗୁଣି ଗ୍ରାମର ବଲି କରକରିଆ, ତେଲା କରକରିଆ, ନେପାଳ ଟାକ୍ରୀ ଓ ହର ଟାକ୍ରୀଙ୍କୁ ନକ୍ସଲ ଛାଡି ଦେଇଥିବା ଜଣାପଡିଛି। ନକ୍ସଲ ସଂଗଠନ ପକ୍ଷରୁ ଏକ ପ୍ରଜାକୋର୍ଟର ଆୟୋଜନ କରାଯାଇ କିଛି ସର୍ତ୍ତ ରଖି ଛାଡିଦେଇଥିବା…
ଅଧିକ ଖବର ଦେଖନ୍ତୁ...

୩ ମାସ ତଳେ ନିଯୁକ୍ତ ୨ ଡାକ୍ତରଙ୍କ ବଦଳି

ଟାଙ୍ଗୀ (ଖୋର୍ଧା):ବହୁବାର ଦାବି, ଆନ୍ଦୋଳନ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଓ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଯୋଗୁଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ମାସ ତଳେ ୨ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ଟାଙ୍ଗୀ ଓ ଆଖପାଖ…
ଅଧିକ ଖବର ଦେଖନ୍ତୁ...

ଜୁନିୟର୍‌ କଲେଜ ଅଧ୍ୟକ୍ଷଙ୍କ ହାତରୁ ଗଲା ଆର୍ଥିକ କ୍ଷମତା

ଟାଙ୍ଗୀ (ଖୋର୍ଧା): ଶିକ୍ଷା ବିଭାଗର ନିର୍ଦେଶନାମାକୁ ବାରମ୍ବାର ଉଲ୍ଲଙ୍ଘନ କରୁଥିବା ଦୁର୍ଗାଚରଣ ଚିଲିକା ଜୁନିୟର୍‌ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାରମ୍ବାର ନିର୍ଦେଶ, ତାଗିଦା ପରେ ମଧ୍ୟ ନୂତନ…
ଅଧିକ ଖବର ଦେଖନ୍ତୁ...

ଖୋର୍ଧା ଓକିଲ ସଂଘର କାର୍ଯ୍ୟ ବନ୍ଦ

ଖୋର୍ଧା,: ଖୋର୍ଧା ସଦର ମହକୁମାରେ ଜିଲ୍ଲା ଜଜ୍‌ କୋର୍ଟ ସ୍ଥାପନ କରାଯାଇନାହିଁ। ଭିଜିଲାନସ କୋର୍ଟ, ବିଦ୍ୟୁତ୍‌ କୋର୍ଟ, ଜୁଭେନାଇଲ କୋର୍ଟ ସ୍ଥାପନ କରାଯାଇପାରି ନାହିଁ। ସେହିପରି ଖୋର୍ଧା ଜିଲ୍ଲାର ସଦର ମହକୁମାରେ ଥିବା କୋର୍ଟକୁ ସଦର ମହକୁମା କୋର୍ଟର ମାନ୍ୟତା ମିଳିନାହିଁ। ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଖୋର୍ଧା,:ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ଵରେ ଏହି ପଦଯାତ୍ରାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ବିଜେଡି ଶାଖା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ପର୍ଯ୍ୟବେକ୍ଷକ…
ଅଧିକ ଖବର ଦେଖନ୍ତୁ...

ରେଳପଥ ବିଜେବି ପ୍ରତିଷ୍ଠାନ ନବୀକରଣ ପ୍ରେକ୍ଷାଳୟ ଉଦ୍‌ଘାଟିତ

ଜଟଣୀ: ଜଟଣୀ ଖୋର୍ଧାରୋଡ୍‌ ରେଳମଣ୍ଡଳ ଅଧୀନ ଜଟଣୀ ରେଳ ଷ୍ଟେସନ୍‌ ନିକଟରେ ଥିବା ୧୦୨ବର୍ଷର ପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ପ୍ରତିଷ୍ଠାନର ନବୀକରଣ ହୋଇଥିବା ପ୍ରେକ୍ଷାଳୟ ଉଦ୍‌ଘାଟିତ ହୋଇଯାଇଛି। ରେଳ କର୍ମଚାରୀମାନଙ୍କ ଆମୋଦ ପ୍ରମୋଦ ନିମନ୍ତେ ୧୯୧୫ ମସିହାରେ ପ୍ରତିଷ୍ଠିତ ଏହି…
ଅଧିକ ଖବର ଦେଖନ୍ତୁ...