ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ମାଟିଆଗୁଣ୍ଡି ପୋକର ଦାଉ, ପୁଣି ଫସଲରେ ନିଆଁ ଲଗାଇଲେ ଚାଷୀ

ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଳକ ଭଗାବନ୍ଦୀ ଗାଁରେ ଚାଷୀ ତାଙ୍କ ଫସଲରେ ପୁଣି ନିଆଁ ଲଗାଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଭଗାବନ୍ଦୀ ଗାଁରେ ରହୁଥିବା ବିଘ୍ନେଶ୍ୱର ମହାନ୍ତିଙ୍କ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଯାଇଥିଲା। ଅନେକ ଔଷଧ ପ୍ରୟୋଗ କଲା ପରେ ବି ପୋକ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ବୋମା ବିସ୍ଫୋରଣରେ ୨ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ର ବଡ଼ପଡ଼ା ପଞ୍ଚାୟତର ଯନ୍ତାପାଇ ନିକଟରେ ବୋମା ବିସ୍ଫୋରଣ ଘଟି ୨ ଜଣ ଯବାନ ଆହତ ହୋଇଛନ୍ତି। ଏହି ଯବାନ ଦୁଇ ଜଣ କୋବ୍ରା ବଟାଲିୟନର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ଏନ୍‌ ଜଗା ରାଓ ଥିବା ବେଳେ ଅନ୍ୟ ଜଣେ ଯବାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଫେସବୁକ୍‌ରେ ଭିଡିଓ ଅପ୍‌ଲୋଡ କରି ଆତ୍ମହତ୍ୟା ଘଟଣା : ମୃତ ଯୁବକଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ମାମଲା…

ପୁରୀ: ଆତ୍ମହତ୍ୟା ପୂର୍ବର ଫେସ୍‌ବୁକ୍‌ରେ ଭିଡିଓ ଅପଲୋଡ୍‌ କରି ଆତ୍ମହତ୍ୟା କରିଥିବା ସଦର ଥାନା ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ରଙ୍କ ପତ୍ନୀ ଓ ତାଙ୍କ ପତ୍ନୀଙ୍କ ପ୍ରେମିକ ବିରୋଧରେ ସୋମବାର ମାମଲା ରୁଜୁ ହୋଇଛି। ମୃତ ଶାନ୍ତନୁଙ୍କ ପରିବାର ପକ୍ଷରୁ ସଦର ଥାନାରେ ହୋଇଥିିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଅଜଣା ଜନ୍ତୁ ଆକ୍ରମଣରେ ୧୨ ଛେଳି ମୃତ

ଗଞ୍ଜାମ: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଥାନା ଅନ୍ତର୍ଗତ ଖାଇଲୁଡ଼ି ଗ୍ରାମରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଚନ୍ଦ୍ରଗିରି ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍‌ ଖାଇଲୁଡ଼ି ଗ୍ରାମରେ ପହଞ୍ଚି ମୃତ ଛେଳିଗୁଡ଼ିକର ଶବ ବ୍ୟବଛେଦ ପାଇଁ ପଠାଇବା…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଧାରଣା

ଫୁଲବାଣୀ: ମାସିକ ୧୨ ହଜାର ଟଙ୍କା ଦରମା, ଇପିଏଫ, ଇଏସଅଇ ସୁବିଧା ସହିତ ପେନ୍‌ସନ ପ୍ରଦାନ ଦାବିରେ ଆଜି ଫୁଲବାଣୀ ଜିଲ୍ଲାର ଅଶାକାର୍ମୀମାନେ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପରେ ଆଶାକର୍ମୀମାନଙ୍କ ଏକ ପ୍ରତିନିଧିମଣ୍ଡଳି ସମାନ କାର୍ଯ୍ୟକୁ ସମାନ ଦରମା, ଅବସରକାଳୀନ…
ଅଧିକ ଖବର ଦେଖନ୍ତୁ...

ପୁରୀ: ଭୋଳାନାଥ ବିଦ୍ୟାପୀଠରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ଭୋଲାନାଥ ବିଦ୍ୟାପୀଠ ପରସରରେ ଆଜି ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ଘଟିନାହିଁ। ବିଦ୍ୟାଳୟ ପରିସରରେ ଥିବା ଅଳିଆ ଗଦାରେ ନିଆଁ ଲଗାଯାଇଥିିବା ବେଳେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପୀ ଯାଇଥିଲା।
ଅଧିକ ଖବର ଦେଖନ୍ତୁ...

କୋରୋଇ: ପୂର୍ବତନ ସରପଞ୍ଚ ଭାଇଙ୍କ ଆକ୍ରମଣରେ ସରପଞ୍ଚ, ସ୍ୱାମୀ ଆହତ

କୋରେଇ: ଆଜି ସକାଳେ ଯାଜପୁର ଜିଲ୍ଲା କୋରୋଇ ବ୍ଲକ୍‌ କନ୍ତରା ଗ୍ରାମପଞ୍ଚାୟତର ସରପଞ୍ଚ ରୁନୁ ଭୂୟାଁ ଓ ତାଙ୍କ ସ୍ୱାମୀ ନାରାୟଣ ଭୂୟାଁଙ୍କୁ ପୂର୍ବତନ ସରପଞ୍ଚଙ୍କ ଭାଇ ଶଶୀଭୂଷଣ ବରାଳ(୨୪ ବର୍ଷ) ଭୂଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ବିଜେଡି ଦଳର ସମର୍ଥକ ହୋଇଥିବାରୁ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

୧୭ କଳାକାରଙ୍କ ମୃତ୍ୟୁ ପରେ ବି ଚେତା ପଶିନି:ଏବେ ବି ଅସୁରକ୍ଷିତ ଗଇଲୋ ଘାଟି

ଦେବଗଡ଼: ଗଇଲୋ ଘାଟିରେ ଗତ ୧୭.୪.୨୦୧୬ରେ ଘଟିଥିବା ଦୁର୍ଘଟଣାର ବିଭୀଷିକା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ସେ ଦିନ ଘାଟି ତଳକୁ ବସ୍‌ ଖସି ଲିଭି ଯାଇଥିଲା ୧୭ ଜଣ ଯାତ୍ରା କଳାକାରଙ୍କ ଜୀବନ ଦୀପ। ଉକ୍ତ କାଳ ରାତ୍ରିର ବିଭୀଷିକାକୁ ମନେ ପକାଇ ଆଜି ବି ଶିହରି ଉଠନ୍ତି ବର୍ତ୍ତି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଦଦରା ଖୁଣ୍ଟରେ ବିଦ୍ୟୁତ ଯୋଗାଣ, ବିପଦ ଆଶଙ୍କା

ଡୁଡୁକା: ଆଗଲପୁର (ଡୁଡୁକା) ବ୍ଲକ୍‌ ସଦର ମହକୁମା ଡୁଡୁକା ଗ୍ରାମପଞ୍ଚାୟତ ଓ ଜଗନ୍ନାଥ ମନ୍ଦିର ଛକରେ ବହୁ ଦିନ ହେଲା ଥିବା ଦଦରା ବିଦ୍ୟୁତଖୁଣ୍ଟରେ ବିଦ୍ୟୁତ ଯୋଗାଣକୁ ନେଇ ସାଧାରଣରେ ଅସନ୍ତୋଷ ତେଜୁଛି। ଏହି ଦଦରା ଖୁଣ୍ଟଟି କେଉଁ ମୁହୂର୍ତ୍ତରେ ଭାଙ୍ଗିପଡ଼ି ସାଧାରଣ ଲୋକର ଜୀବନ ନେବ…
ଅଧିକ ଖବର ଦେଖନ୍ତୁ...

ତ୍ରିକୋଣୀୟ ପ୍ରେମ ଅଭିଯୋଗ : ଯାତ୍ରା କଳାକାର ଦମ୍ପତିଙ୍କୁ ଛୁରାମାଡ଼

ହିଞ୍ଜିଳିକାଟୁ : ଶନିବାର ରାତିରେ ଯାତ୍ରା ମଞ୍ଚରେ ସମସ୍ତେ ଏକାଠି ନାଚୁଥିଲେ। ହେଲେ ଯାତ୍ରା ସୋ ସରିବା ପରେ ଭୋର୍‌ ଭୋର୍‌ରୁ ହଠାତ ଡ୍ୟାନସ୍‌ ଗ୍ରୁପ୍‌ର ଦୁଇ ଯୁବ କଳାକାରଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ କଥା କଟାକଟିରୁ ସୀମା ଲଂଘିଗଲା। ଶେଷରେ ଉତ୍‌କ୍ଷିପ୍ତ ଜଣେ କଳାକାର ସୁଶାନ୍ତ ସାହୁ…
ଅଧିକ ଖବର ଦେଖନ୍ତୁ...