ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବ୍ୟାଙ୍କ ଆକଉଣ୍ଟରେ ଆଧାର ଲିଙ୍କ୍‌ ପରେ ଲକ୍ଷେ ୩୦ ହଜାର ଟଙ୍କା ଗାଏବ

କଳାହାଣ୍ଡି: ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ କରି ଲକ୍ଷେ ୩୦ ହଜାର ଟଙ୍କା ଉଭାନ ହୋଇଯାଇଛି। କଳାହାଣ୍ଡିର ଜୁନାଗଡ ବ୍ଲକର ଚାରବାହାଲ ଷ୍ଟେଟ ବ୍ୟାଙ୍କରେ ଭାଲୁଗୁଟ୍ରା ଗାଁରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ସୂଚନାଯୋଗ୍ୟ, କଳାହାଣ୍ଡିର ଜୁନାଗଡ ବ୍ଲକର ଚାରବାହାଲ ଷ୍ଟେଟ ବ୍ୟାଙ୍କରେ…
ଅଧିକ ଖବର ଦେଖନ୍ତୁ...

ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ ପୁରୀ ଓକିିଲ ସଂଘର ୧୨ ଘଣ୍ଟିଆ ବନ୍ଦ ପାଳନ

ପୁରୀ: ପୁରୀର ଜଣେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କୁ ହତ୍ୟା ସହିତ ଆଇଜୀବୀମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତିବାଦରେ ଆଜି ପୁରୀ ବାର ଆସୋସିଏସନ୍‌ ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି। ପୁରୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ପୁରୀ ଏସପି ଓ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମଗିରି: ପୂର୍ବ ଶତ୍ରୁତାକୁ ନେଇ  ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଅନ୍ୟ ଜଣେ ଯୁବକ ହାଣିଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବ୍ରହ୍ମଗିରି ଥାନା ବଡବେଣାକୁଦି ଗାଁର ପ୍ରଦୀପ ପୂଜାରୀ ଆଜି ମଧ୍ୟାହ୍ନରେ ପୁରୀ-ସାତପଡା ରାଜପଥର ଫ୍ୟାକ୍ଟି ଛକରେ ଛିଡା…
ଅଧିକ ଖବର ଦେଖନ୍ତୁ...

ବୋମା କାରଖାନା ଠାବ:୬ କୁଇଣ୍ଟାଲ ବାରୁଦ ଜବତ

ପିପିଲି: ପିପିଲି ବିଲିପଡ଼ାରେ ଗତ ୧୮ ତାରିଖରେ ବାଣ ବିସ୍ଫୋରଣ ଘଟଣାରେ ୨ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ପୁଲିସର ଚେତା ପଶିଛି। ରାଜ୍ୟ ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶକ୍ରମେ ସାରା ରାଜ୍ୟରେ ବେଆଇନ ବାଣ କାରଖାନା ଉପରେ ଚଢଉ ଜାରି ରହିଥିବାବେଳେ ପିପିଲି ପୁଲିସ ସ୍ଥାନୀୟ ଅଂଚଳରେ ଗତ ୪ ଦିନ…
ଅଧିକ ଖବର ଦେଖନ୍ତୁ...

କ୍ଷତିପୂରଣ ଦାବିରେ ତହସିଲ ଘେରିଲେ ଚାଷୀ

ବ୍ରହ୍ମଗିରି: ଲଗାଣ ବର୍ଷାରେ ବ୍ରହ୍ମଗିରି ବ୍ଲକରେ ଚାଷୀ ହତାଶ ହୋଇ ପଡିଛନ୍ତି। ପାଚିଲା ଧାନ କ୍ଷେତରେ ପଡି ଗଜା ହୋଇଛି । ଗଜା ଧାନକୁ ଧରି ଚାଷୀ ଏବେ ଚିନ୍ତାରେ ପଡିଛି । ରବି ଋତୁରେ ଧାନ ଚାଷ ପାଇଁ ଚାଷୀଙ୍କ ପାଖରେ ବିହନ ନାହିଁ । ନିଜର ପରିବାର ପ୍ରତିପୋଷଣ କରିବାକୁ ପାଖରେ କିଛି ନାହିଁ ।…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ଡେଲାଙ୍ଗ: ଗତକାଲି ବିଳମ୍ବିତ ରାତ୍ରିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ବାୟାବଜାରଠାରେ ଓ ବନୁପଡ଼ା ଗ୍ରାମର ଦେବାଶିଷ ମଲ୍ଲିକଙ୍କ ଗାଡ଼ିରେ କିଏ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଡେଲାଙ୍ଗ ହାଟସ୍ଥିତ ବାୟାବଜାର ୟୁକୋ ବ୍ୟାଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଆର ଗରମ ‘ଧାନ-ସୋରିଷ-ଛୁଞ୍ଚି’ ଚିକିତ୍ସା

ଅନୁଗୁଳ: ଅନ୍ଧବିଶ୍ୱାସର କରୁଣ ପରିଣତି କେତେ ଭୟଙ୍କର ହୋଇପାରେ, ତାହାର ସଦ୍ୟ ଉଦାହରଣ ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦେଖିବାକୁ ମିଳିଛି। ଗୁଣିଆଙ୍କ ଯନ୍ତ୍ରଣା ଜର୍ଜରିତ ଚିକିତ୍ସାରେ ଫସି ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ଦୁଇ ଯୁବକ। ଗରମ ସୋରିଷ ଓ ଧାନ ମାଡ଼ରେ ଜଣଙ୍କ ମୁହଁ ଫୋଟକାମୟ…
ଅଧିକ ଖବର ଦେଖନ୍ତୁ...

ଜମି କାଗଜ କରାଇବା ପାଇଁ ଟଙ୍କା: ଆର୍‌ଆଇ ଛନ୍ଦି ହେଲେ କ୍ୟାମେରାରେ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସୁଧୀର ବେହେରାଙ୍କ ଜମି କାଗଜପତ୍ର କରାଇବାର ଥିଲା। ତେଣୁ ସେ ତୁରେକେଲା ଓ ମହଖଣ୍ଡ ଆର୍‌ଆଇ ନନ୍ଦକିଶୋର ମଲ୍ଲିକଙ୍କ ସହ କଥା ହୋଇଥିଲେ। ଟଙ୍କା ଦେଲେ ଯାଇ କାମ ହେବ ବୋଲି କହିଥିଲେ। ତେଣୁ ପ୍ରଥମ କିସ୍ତିରେ ଶ୍ରୀ ବେହେରା ୫ଶହ ଟଙ୍କା ଦେଇଥିଲେ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସିଏଲ୍‌ର କୋଇଲା ଉତ୍ପାଦନ ହ୍ରାସ ପ୍ରସଙ୍ଗ: ଚୁକ୍ତି ଅନୁଯାୟୀ ନାଲ୍‌କୋକୁ ଯୋଗାଣ ହେଉଛି: ସିଏମ୍‌ଡି

ସମ୍ବଲପୁର: ବର୍ଷା ଓ ଜମି ସମସ୍ୟା ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ତାଲଚେରରେ କୋଇଲା ଉତ୍ପାଦନ ହ୍ରାସ ପାଇଛି। ଏଥର ତାଲଚେର ଖଣି ଅଂଚଳରେ କୋଇଲା ଉତ୍ପାଦନ -୭.୮ ପ୍ରତିଶତ (ବିଯୁକ୍ତ ୭.୮ ପ୍ରତିଶତ) ରହିଛି। ତଥାପି ନାଲ୍‌କୋକୁ ଚୁକ୍ତି ମୁତାବକ ଶତ ପ୍ରତିଶତ କୋଇଲା ଯୋଗାଣ ହେଉଛି। ତେବେ ଉତ୍ପାଦନ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା ବଂଚାଅ ମହାସମାବେଶକୁ ନେଇ ବିଜେଡିରେ ଝଡ଼

ଦଶପଲ୍ଲା: ଆସନ୍ତା ୨୫ ତାରିଖରେ ଦଶପଲ୍ଲା ହାଟପଡିଆ ଠାରେ ହେବାକୁ ଥିବା ଦଶପଲ୍ଲା ବଂଚାଅ ମହାସମାବେଶକୁ ନେଇ ଦଶପଲ୍ଲା ବିଜେଡିରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ବିଜେଡି ଦଳ ମଧ୍ୟରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ତଥା ବିବାଦ ଏବେ ପଦାକୁ ଆସିଛି । ଆସନ୍ତା ୨୫ ତାରିଖ ଦିନ ବିଜେଡି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...