ଅନୁସନ୍ଧାନ କରୁଥିବା ବର୍ଗ
ଜିଲ୍ଲା
ପାଣି ଭିତରୁ ଉପୁଡ଼ିଗଲା ୩ ଲିଙ୍ଗ!
ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠରେ ଘଟିଛି ଅଭାବନୀୟ ଘଟଣା। ଆରାଧ୍ୟ ଦେବତା ବାବା ପଞ୍ଚଲିଙ୍ଗେଶ୍ୱର ଲିଙ୍ଗ ଉପୁଡ଼ି ଯାଇଛି। ଘଟଣା ସତ୍ୟ କି ଗୁଜବ, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଏହି ଖବର ସାରା ଇଲାକାର ଶୈବଭକ୍ତମାନଙ୍କୁ ବ୍ୟଥିତ କରିଛି। ଏହି ଘଟଣା ପ୍ରଚାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମେଲୋଡି ବେଳେ ଥାନା ନିକଟରେ ବୋମାମାଡ଼
କଟକ : ଅପରାଧୀମାନେ କମିସନରେଟ୍ ପୁଲିସ୍କୁ ଦେଇଛନ୍ତି ଖୋଲା ଚାଲେଞ୍ଜ। ବାଦାମବାଡ଼ି ସିରିଜ୍ ବୋମା ମାଡ଼ ପଛରେ ସମ୍ପୃକ୍ତ ଜଣେ ଅପରାଧୀକୁ ପୁଲିସ୍ ଏନ୍କାଉଣ୍ଟର୍ କରି ସଫଳତା ହାସଲ କରିଥିବା କହିବା ବେଳେ ଦଶହରା ରାତିରେ ବାଦାମବାଡ଼ି ଥାନା ନିକଟରେ ପୁଣି ବୋମା ମାଡ଼ କରିଛନ୍ତି ଅପରାଧୀ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗାତରେ ପଡ଼ି ହାତୀ ଶାବକର ମୃତ୍ୟୁ
ଲଇକେରା : ଝାରସୁଗୁଡ଼ା ବନଖଣ୍ଡ ବାଗଡିହି ଫରେଷ୍ଟ ରେଂଜ ଅଂଚଳରେ କିଛି ଦିନ ହେଲା ହାତୀମାନେ ଉପଦ୍ରବ କରି ଆସୁଥିବା ସମୟରେ ଏକ ହାତୀ ଶାବକ ଗାତରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ତେଲିଡିହି ରେଲେଓ୍ଵ ଫାଟକ ନିକଟରୁ ୩୦୦ ମିଟର ଦୂରରେ ଥିବା ଏକ ଗାତରେ ହାତୀ ଶାବକଟି ପଡ଼ି ଯାଇଥିଲା। ଗତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପିଏଲ୍ଏଫ୍ଆଇ ନେଟ୍ଓ୍ଵର୍କ ଧ୍ୱସ୍ତ
ରାଉରକେଲା/ଭୁବନେଶ୍ୱର : ପିପୁଲ୍ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ପିଏଲ୍ଏଫ୍ଆଇ ଜୋନାଲ୍ କମିଟି ସଭ୍ୟ ଅର୍ଜୁନ ରାଣା ଏବଂ କୋଇଡ଼ା ବଡ଼ବିଲ୍ ଏରିଆ କମାଣ୍ଡର ସୂର୍ଯ୍ୟାଙ୍କ ସମେତ ୭ ଜଣ ପୁଲିସ ହାତରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପାଇଖାନା ଟାଙ୍କିରେ ବ୍ରିଟିସ ଅମଳର ଗୁଳି
ଜୟପୁର : ଜୟପୁର ସ୍ଥିତ ଜିଲ୍ଲା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଶୁକ୍ରବାର ହଜାରେରୁ ଅଧିକ ଗୁଳି ପୁଲିସ ଜବତ କରିଛି। ଗୁଳି ସବୁ ୨ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଇଂଲଣ୍ଡ, ଫ୍ରାନ୍ସ, ଇଟାଲି, ଜାପାନ ଓ ଜର୍ମାନୀରେ ନିର୍ମିତ ହୋଇଥିବା ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କୋରାପୁଟ ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅଣ୍ଡାମାଡ଼
କୋରାପୁଟ : କୋରାପୁଟ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ କମୁଳୁ ଜାନୀଙ୍କୁ ରବିବାର ଦିନ କୋରାପୁଟରେ ଅଣ୍ଡାମାଡ କରାଯାଇଛି। କମୁଳୁ କୋରାପୁଟ ଆସି ସାଂସଦ ଝିନ୍ନ ହିକକାଙ୍କ ସହ ସାକ୍ଷାତ କରି ବୋରିଗୁମା ଫେରୁଥିବା ବେଳେ ଜିଲା ଆଦିବାସୀ ସମାଜ, ଜିଲା କନ୍ଧ ସମାଜର ଶତାଧିକ ସଦସ୍ୟ କୋରାପୁଟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନର୍ସିଂହୋମ୍ରେ ଉତ୍ତେଜନା
କେନ୍ଦ୍ରାପଡ଼ା : ଜଣେ ପ୍ରସୂତିଙ୍କୁ ମେଡିକାଲ ଶିଡିରେ ୮/୯ଥର ଉପରତଳ କରାଇବା ଏବଂ ଅସ୍ତ୍ରୋପଚାର କରି ପ୍ରସୂତିଙ୍କ ଗର୍ଭାଶୟ କାଟି ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ାର ସାଇ ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମହିଳାଙ୍କ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁଲିସ କବ୍ଜାରେ ୩ ଡକାୟତ
ବ୍ୟାସନଗର : ଶୁକ୍ରବାର ବ୍ୟାସନଗରରୁ ସ୍ପେଶାଲ୍ ସ୍କ୍ଵାଡ଼୍ ୩ ଜଣ ଡକାୟତଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ମାଉଜର, ୭ଟି ମାଗାଜିନ୍ ଏବଂ ୮୦ଟି ଅଫୁଟା ଗୁଳି ଜବତ କରିଛି। ସେମାନଙ୍କୁ ଯାଜପୁର ଏସ୍ପିଙ୍କ କାର୍ଯ୍ୟାଳୟରେ ରଖାଯାଇ ଅଧିକ ତଦନ୍ତ କରାଯାଉଛି। ତଦନ୍ତରେ ବାଧା ଉପୁଜିବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବେହେରାମାଲରେ ଟ୍ରିପଲ୍ ମର୍ଡର, ୫ ଗିରଫ
ଉଲୁଣ୍ଡା : ମା’ଙ୍କ ପୂଜାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଅଷ୍ଟମୀ ତିଥି ତଥା ଗୁରୁବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍. ପତ୍ରାପାଲି ପଞ୍ଚାୟତ ବେହେରାମାଲ ଗାଁର ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁତୁରା ମାଡ଼ରେ କକା ମୃତ, ବାପା ପୁଅ ଗିରଫ
ଖୁଣ୍ଟା/କୁଆମରା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଟିକାୟତପୁର ଗ୍ରାମରେ ପୁତୁରା ମାଡ଼ରେ କକାଙ୍କର ମୃତ୍ୟୁ ହୋଇଛି। ଏ ଘଟଣାରେ ପୁଲିସ ଅଭିଯୁକ୍ତ ପୁତୁରା ଓ ତାଙ୍କ ବାପା (ବାପପୁଅ)ଙ୍କୁ ଗିରଫ କରିଛି। ମୃତ ବ୍ୟକ୍ତି ହେଉଛନ୍ତି ଟିକାୟତପୁର ଗ୍ରାମର ଜୁଣିଆ ଜେନା (୫୨)। ଜୁଣିଆ କିଛିଦିନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...