ଅନୁସନ୍ଧାନ କରୁଥିବା ବର୍ଗ

Latest

ହାତ ଆକୃତିରୁ ବ୍ୟକ୍ତିତ୍ୱ ଜାଣନ୍ତୁ

ଆପଣ ଜାଣନ୍ତି କି ଆମ ହାତରେ ୨୭ଟି ହାଡ଼, ୨୯ଟି ଯୋଡ଼ା ମୁଣ୍ଡ ଏବଂ ୧୨୩ଟି ସ୍ନାୟୁ ରହିଛି। ଯେଉଁଥି ପାଇଁ ଆମେ ଆମ ହାତକୁ ଠିକ୍‌ ଭାବେ ସଂଚାଳନ କରିବା ସହ ସବୁ କାର୍ଯ୍ୟ ସହଜରେ କରିପାରୁଛନ୍ତି। ଆଜି ଆମେ ହାତ ସଂପର୍କରେ ଆଉ ଏକ କଥା କହିବୁ। ତେବେ ଜାଣନ୍ତୁ ହାତର ଆକୃତିରୁ କିପରି ବ୍ୟକ୍ତିର…
ଅଧିକ ଖବର ଦେଖନ୍ତୁ...

ଓମ୍‌ ପ୍ରକାଶ ରାଓ୍ଵତ୍‌ ହେବେ ନୂଆ ମୁଖ୍ୟ ନିର୍ବାଚନ କମିସନର, ୨୩ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବରେ ଓମ୍‌ ପ୍ରକାଶ ରାଓତ ନିଯୁକ୍ତ ହେବେ। ଆଇନ ମନ୍ତ୍ରାଳୟ ପକ୍ଷରୁ ରବିବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତମାନର ମୁଖ୍ୟ ନିର୍ବାଚନ କମିସନର ଅଚଳ କୁମାର ଜ୍ୟୋତିଙ୍କ କାର୍ଯ୍ୟକାଳ ଶେଷ…
ଅଧିକ ଖବର ଦେଖନ୍ତୁ...

ବିଧବା ଖୁଡି ଓ ପୁତୁରାଙ୍କ ଅବୈଧ ସମ୍ପର୍କର କରୁଣ ପରିଣତି

ହରଦୋଇ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଏକ ଅବୈଧ ସମ୍ପର୍କକୁ ନେଇ ହତ୍ୟା ମାମଲା ସାମ୍ନାକୁ ଆସିଛି। ଟାଡିୟାବା ଥାନା ଅଞ୍ଚଳରେ ଅୟାରି ଗ୍ରାମରେ ବସବାସ କରୁଥିବା ୨୪ବର୍ଷୀୟ ରାମକିଶୋରଙ୍କୁ ଶୁକ୍ରବାର ନିର୍ମମଭାବ ତାର ଖୁଡ଼ି ହତ୍ୟା କରିଥିବାର ଅଭିଯୋଗ ଆସିଛି। ପୁଲିସ ଖୁଡ଼ିକୁ ଗିରଫ କରିବା…
ଅଧିକ ଖବର ଦେଖନ୍ତୁ...

ବସ୍‌-ବୁଲେଟ୍‌ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପୁରୀ: କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍‌ ବିପରୀତ ଦିଗରୁ ଆସୁଥିବା ବୁଲେଟ୍‌କୁ ଧକ୍କା ଦେବାରୁ ରବିବାର ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ହୋଟେଲ୍‌ ‘ତୋଷାଳି’ ନିକଟରେ ରବିବାର ହୋଇଥିବା ଦୁର୍ଘଟଣାରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ଅଞ୍ଚଳର ବୁଲେଟ୍‌ ଚାଳକ ଚିତ୍ତରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ନବଜାତ ଶିଶୁ ସହିତ ନର୍ସ କଲା ଏପରି କାମ, ବିଗ ବି କହିଲେ …ବାସ୍‌ ହୋଇଗଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଛି। ଟୁଇଟରରେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ ଚୀନର ମହିଳା ନର୍ସ ନବଜାତ ଶିଶୁକୁ କସରତ କରାଉ ଥିବାର ଦେଖିବାକୁ ମିଳୁଛି। ନର୍ସ ଶିଶୁଟି ହାତ ଓ ଗୋଡାକୁ ଧରି ପବନରେ ଝୁଲାଉଛନ୍ତି। ଶିଶୁମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ରାକୁଲ୍‌ ପ୍ରୀତ୍‌ ସିଂହଙ୍କ ମନ ଭାରି ଖୁସି

ଅଭିନେତ୍ରୀ ରାକୁଲ୍‌ ପ୍ରୀତ୍‌ ସିଂହଙ୍କ ମନ ଏବେ ଭାରି ଖୁସି। ତା’ର କାରଣ ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ତାଙ୍କର ଦ୍ୱିତୀୟ ହିନ୍ଦୀ ଫିଲ୍ମ ‘ଆୟାରି’ ତ ରିଲିଜ୍‌ ହେବାକୁ ଯାଉଛି, ତା’ ସହିତ ସେ ଅଜୟ ଦେବଗନ୍‌ଙ୍କ ସହିତ ଏକ ଫିଲ୍ମରେ ଅଭିନୟ କରିବାଲାଗି ମଧ୍ୟ ମନୋନୀତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କେଉଁ ଖାଦ୍ୟକୁ ଫ୍ରିଜ୍‌ରେ କିପରି ରଖିବେ ଜାଣନ୍ତୁ

ପୂର୍ବରୁ ଲୋକମାନେ ଖାଦ୍ୟ ସତେଜ ରହିବା ପାଇଁ କାକରରେ କିମ୍ବା ଓଦାକନା ଗୁଡ଼ାଇ ରଖି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପରିବାରଠାରୁ ଆରମ୍ଭ କରି କେକ୍‌ ଆଦି ଜିନିଷକୁ ଆମେ ଫ୍ରିଜ୍‌ରେ ରଖିଥାଏ। କାରଣ ଏହା ବାହାର ଅପେକ୍ଷା ଫ୍ରିଜ୍‌ରେ ଅଧିକ ଦିନ ସତେଜ ରହିଥାଏ। ତେବେ କିଛି ଖାଦ୍ୟ-ପଦାର୍ଥ…
ଅଧିକ ଖବର ଦେଖନ୍ତୁ...

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ସମେତ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ସନ୍ତୋଷୀ ବିହାରରେ ରବିବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଅପରାହ୍ନରେ ଜଣେ ମହିଳା ସମେତ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକମାନେ ନିର୍ମାଣଧୀନ କାମରେ ବ୍ୟସ୍ତ ଥିବା ବେଳେ ଘର ଉପରେ ଯାଇଥିବା ୧୧ କେଭି ତାରରେ ଲାଗି…
ଅଧିକ ଖବର ଦେଖନ୍ତୁ...

ଦଳର ୨୦ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଆପ୍‌ କହିଲା, ଦରକାର ପଡ଼ିଲେ ସୁପ୍ରିମ୍‌କୋର୍ଟ ଯିବୁ

ନୂଆଦିଲ୍ଲୀ: ଲାଭଜନକ ପଦବିରେ ଥିବା ମାମଲାରେ ନିର୍ବାଚନ ଆୟୋଗର ସୁପାରିଶକୁ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ଆପ୍‌ କହିଛି, ଏହି ଘଟଣାକୁ ନେଇ ଆମେ ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବୁ। ପୂର୍ବରୁ ଲାଭଜନକ ପଦବିରେ ଥିବା ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଚଳ…
ଅଧିକ ଖବର ଦେଖନ୍ତୁ...

ସାଢ଼େ ୪ କୋଟି ଲୋକଙ୍କୁ ନେଇ ମୋର ପରିବାର: ନବୀନ ପଟ୍ଟନାୟକ

ପୁଣେ: ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ। ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇଡଲ ସିଏମ ବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ପୁଣେ କଥାରୁଡସ୍ଥିତ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ- ବିଶ୍ୱଶାନ୍ତି…
ଅଧିକ ଖବର ଦେଖନ୍ତୁ...