ଅନୁସନ୍ଧାନ କରୁଥିବା ବର୍ଗ

Latest

‘ଆଧାରକାର୍ଡ’କୁ ପରିଚୟ ଭାବେ ବ୍ୟବହାର କରି ଭୋଟ ଦେଇ ହେବ: କୃଷ୍ଣାମୂର୍ତ୍ତି

ହାଇଦ୍ରାବାଦ: ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟିଏସ୍‌ କୃଷ୍ଣାମୂର୍ତ୍ତି ମଙ୍ଗଳବାର କହିଛନ୍ତି, ଆଧାରକାର୍ଡକୁ ବ୍ୟବହାର କରି ଭୋଟ ଦେଇ ହେବ। ବର୍ତମାନ ନିର୍ବାଚନ ଆୟୋଗ ଭୋଟ ପରିଚୟ ପତ୍ର ଅନୁପସ୍ଥିତିରେ ଅନ୍ୟ କାଗଜପତ୍ର ସହିତ ପାସପୋର୍ଟକୁ ମଧ୍ୟ ପରିଚୟ ପତ୍ର ଭାବରେ ଗ୍ରହଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ରାମ ରହିମ ୫୦ଦିନ ସଜା କାଟିବା ପରେ, ଦୀପାବଳି ପାଇଁ ଜେଲକୁ ମିଠା ନେଇଗଲେ ପତ୍ନୀ

ସିର୍‌ସା: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ରୋହତକ ଜେଲ ୫୦ଦିନ ସଜା କାଟିବା ପରେ ସୋମବାର ତାଙ୍କୁ ଭେଟିବା ପାଇଁ ପତ୍ନୀ ହରଜିତ୍‌ କୌର, ପୁଅ ଜମମିତ୍‌ ସିଂହ ଇନ୍‌ସା, ଝିଅ ଚରଣପ୍ରୀତ, ଜ୍ୱାଇଁ ରୁହା-ଏ-ମିଥ ଓ ଅମରପ୍ରୀତ ଯାଇ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଡେରା ସଚ୍ଚା ସୌଦା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ କେଶ କାଟିବା ସନ୍ଦେହରେ ଯବାନଙ୍କୁ ଆକ୍ରମଣ କଲେ ସ୍ଥାନୀୟ ଲୋକେ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପ୍‌ଓ୍ଵାରା ସହରରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ମହିଳାଙ୍କ କେଶ କାଟିବା ଘଟଣାରେ ସଂପୃକ୍ତି ସନ୍ଦେହରେ ଲୋକେ ଜଣେ ଯବାନଙ୍କୁ ଆକ୍ରମଣ କରିବା ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖା ଦେଇଛି। ଘଟଣାରୁ ପ୍ରକାଶ,ଜମ୍ମୁ-କଶ୍ମୀରରେ ମହିଳାଙ୍କ କେଶ କଟାଯିବା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି: ଅଙ୍ଗନବାଡ଼ି ଦିଦି ଏଣିକି ପାଇବେ ୬୦୦୦

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ୩୬ ଦିନ ଧାରଣାରେ ବସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅଙ୍ଗନବାଡ଼ି ଦିଦିମାନଙ୍କର ଦରମା ବଢ଼ିବ ବୋଲି ଘୋଷଣା କରିଛନ୍ତି। ନବୀନ ଦୀପାବଳି ଉପହାର ଦେବାକୁ ଯାଇ ଅଙ୍ଗନବାଡ଼ି କର୍ମୀମାନଙ୍କର ମାସିକ ଦରମା ୪୦୦୦ ଟଙ୍କାରୁ ୬୦୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କ ଏକ ଲକ୍ଷକୋଟି ଟଙ୍କାର ସାମାଜିକ ସୁରକ୍ଷା ଯୋଜନା: ସବୁ ଶ୍ରେଣୀର ଆର୍ଥିକ ଦୁର୍ବଳଙ୍କ ଲାଗି ପେନସନ୍‌ ଓ…

ନୂଆଦିଲ୍ଲୀ: ମୋଦି ସରକାର ଗରିବଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ସାମାଜିକ ସୁରକ୍ଷା ଯୋଜନାର ରୂପରେଖ କିଭଳି ହେବ ମଙ୍ଗଳବାର ତାହା ଘୋଷଣା କରିଛନ୍ତି। ଏହି ଯୋଜନା ଜରିଆରେ ଦେଶର ପାଖାପାଖି ୨୦ ପ୍ରତିଶତ ଗରିବଙ୍କୁ ସାର୍ବଜନୀନ ସାମାଜିକ ସୁରକ୍ଷା ବଳୟ (ୟୁନିଭର୍ସାଲ ସୋସିଆଲ ସିକ୍ୟୁରିଟି…
ଅଧିକ ଖବର ଦେଖନ୍ତୁ...

ଏହି ବିଜ୍ଞାପନ ଜରିଆରେ ସାମ୍ନାକୁ ଆସିଲା ଅନୁଷ୍କା ଓ ବିରାଟଙ୍କ ଅନାବିଳ ସମ୍ପର୍କ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଅଫିସିଆଲି ଭାବେ ସେମାନଙ୍କର ସଂପର୍କ ବିଷୟରେ କେବେହେଲେ ଦୁହେଁ ଏଯାବତ୍‌ ସାର୍ବଜନୀନ କରିନାହାଁନ୍ତି । ଗଣମାଧ୍ୟମ ଯେତେବେ ବିରାଟ ଓ…
ଅଧିକ ଖବର ଦେଖନ୍ତୁ...

ଧନତେରସ୍‌ ପ୍ରଭାବ: ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଧନତେରସ୍‌ର ଅବସରରେ ମଙ୍ଗଳବାର ଗହଣା ପ୍ରେମୀ ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ହିନ୍ଦୁ ଧର୍ମର ବିଶ୍ୱାସ ରହିଛି ଯେ, ଧନତେରସ୍‌ ଦିନ ଘରକୁ ଅଳଙ୍କାର କିଣି ଆଣିଲେ ଲକ୍ଷ୍ମୀ ବିରାଜମାନ କରିଥାଆନ୍ତି। ଆଧ୍ୟାତ୍ମିକ ଭାବନା ବ୍ୟତୀତ ଆର୍ଥିକ ଦୃଷ୍ଟିରୁ ଦେଖିବାକୁ ଗଲେ। ଏହି ଦିନରେ…
ଅଧିକ ଖବର ଦେଖନ୍ତୁ...

ଗୁରୁପ୍ରିୟା ସେତୁ ବିସ୍ଫୋରଣ ପାଇଁ ଯୋଜନା! ସନ୍ଦେହରେ ୨ ସଦିଗ୍ଧ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜୀବନରେଖା କୁହାଯାଉଥିବା ନିର୍ମାଣାଧୀନ ‘ଗୁରୁପ୍ରିୟା ସେତୁ’କୁ ବିସ୍ଫୋରଣ କରି ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଥିବା ସନ୍ଦେହରେ ୨ଜଣ ସଦିଗ୍ଧଙ୍କୁ ମଙ୍ଗଳବାର ଅଟକ ରଖିଛି ବିଏସ୍‌ଏଫ ଯବାନ। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୀମା…
ଅଧିକ ଖବର ଦେଖନ୍ତୁ...

ତାଜମହଲ ହେଉଛି ଭାରତୀୟଙ୍କ ଝାଳ, ରକ୍ତ ଓ ପରିଶ୍ରମର ଫଳ: ଯୋଗୀ

ନୂଆଦିଲ୍ଲୀ: ନିକଟରେ ବିଜେପି ନେତା ସଙ୍ଗୀତ ସୋମ ତାଜମହଲର ଐତିହାସିକତା ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଉତ୍ତରପ୍ରଦେଶର ସରକାର ଉତକ୍ଷିପ୍ତ ହୋଇ ପଡ଼ିଛନ୍ତି। ସଙ୍ଗୀତଙ୍କ ଏହି ବିବାଦୀୟ ବୟାନ ଉପରେ ଟିପ୍ପଣୀ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, କିଏ କ’ଣ…
ଅଧିକ ଖବର ଦେଖନ୍ତୁ...

ଆତଙ୍କୀ ଆକ୍ରମଣର ୮ ବର୍ଷ ପରେ ପାକିସ୍ତାନ ସହିତ ଅନ୍ତର୍ଜାତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା

କଲମ୍ବୋ: ଦୀର୍ଘ ଆଠ ବର୍ଷ ପରେ ଆଗାମୀ ଅକ୍ଟୋବର ୨୯ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଲାହୋରରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛି। ୨୦୦୯ରେ ବନ୍ଧୁକ ଓ ଗ୍ରେନେଡ଼ ଆକ୍ରମଣ ପରେ ଦେଶ ମଧ୍ୟରେ ପାକିସ୍ତାନରେ କୌଣସି ଆର୍ନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...