ଅନୁସନ୍ଧାନ କରୁଥିବା ବର୍ଗ

Leading

ଡିସେମ୍ବରରେ ୩୦ ନାନୋ ସାଟେଲାଇଟ୍‌ ସହ କାର୍ଟୋଷ୍ଟାଟ୍‌-ଟୁ ଉତ୍‌କ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ଦିଗ ବାରେଣୀ କୃତ୍ରିମ ଉପଗ୍ରହ ‘ଆଇ ଆର୍‌ ଏନ୍‌ ଏସ୍‌ ଏସ୍‌-୧ଏଚ୍‌’ର ଉତ୍‌କ୍ଷେପଣ ବିଫଳ ହେବା ପରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଡିସେମ୍ବର ଦ୍ୱିତୀୟାର୍ଦ୍ଧ ଆଡ଼କୁ ୩୦ ବିଦେଶୀ ନାନୋ ସାଟେଲାଇଟ୍‌ ସହ ‘କାର୍ଟୋଷ୍ଟାଟ୍‌-ଟୁ‘ ସିରିଜ୍‌ର ଏକ ରିମୋଟ୍‌…
ଅଧିକ ଖବର ଦେଖନ୍ତୁ...

ଜମି ହଡ଼ପକାରୀଙ୍କୁ ସରକାରୀ ସୁରକ୍ଷା!

ଭୁବନେଶ୍ୱର : ହଜାରେ କି ଦୁଇ ହଜାର ଏକର ନୁହେଁ। ପାଖାପାଖି ୪୦ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ ରହିଛି। ବର୍ତମାନର ବଜାର ଦରରେ ଜବରଦଖଲରେ ଥିବା ଏସବୁ ଜମିର ଆନୁମାନିକ ମୂଲ୍ୟ ୪ହଜାର କୋଟିି ହୋଇପାରେ। ଏହି ଜମି ଜବରଦଖଲକାରୀଙ୍କ ମଧ୍ୟରେ ନେତା ଅଛନ୍ତି, ପ୍ରଶାସକ ବି। ହେଲେ ଏସବୁ…
ଅଧିକ ଖବର ଦେଖନ୍ତୁ...

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ ବୈଠକ ଆଜି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ରେ ସଚିବାଳୟରେ ଏହି ବୈଠକ ବସିବ। ଏଥିରେ ୫ଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଅଧିକ ଖବର ଦେଖନ୍ତୁ...

ପ୍ରଶ୍ନପତ୍ର ଢାଞ୍ଚା ବଦଳିବନି

ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯୁକ୍ତ୨ ଥିଓରି ପରୀକ୍ଷା। ଜାନୁଆରି ୧୯ରୁ ପ୍ରାକ୍ଟିକାଲ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତବର୍ଷ ପ୍ରଥମ ଥର ଲାଗି ସିବିଏସ୍‌ଇ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

‘କେନ୍ଦ୍ର ଅବହେଳା’ କଥା ମାନିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ପ୍ରତି କେନ୍ଦ୍ର ସରକାର ଅବହେଳା କରନ୍ତି। ଆଜି କହୁ କହୁ ଏଭଳି କଥାଟି କହିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି କଥା ପଦଟି ଓଡ଼ିଶା ସମେତ କେତେକ ଅଣବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ବିରୋଧରେ ଅସ୍ତ୍ର ଧରାଇଦେଇଛି। ଗୁଜରାଟରେ ଏକ…
ଅଧିକ ଖବର ଦେଖନ୍ତୁ...

ଖର୍ଚ ପାଇଁ ବାଟ ପାଉନାହାନ୍ତି

ଭୁବନେଶ୍ୱର : ଅଙ୍ଗନବାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ବିଦ୍ୟାଳୟ ଗୃହ ନିର୍ମାଣ। ଟ୍ୟୁବେଓ୍ଵଲ୍‌ ସ୍ଥାପନ ଠାରୁ ଉଠା ଜଳସେଚନ ପ୍ରକଳ୍ପ। ଏସବୁ ପ୍ରକଳ୍ପ ପାଇଁ ରାଜ୍ୟ ବଜେଟ୍‌ରେ ଢେର୍‌ ଅର୍ଥ ବ୍ୟୟବରାଦ କରାଯାଉଛି। ବର୍ଷ ଶେଷ ବେଳକୁ ପ୍ରକଳ୍ପ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ କି ବଜେଟ୍‌ରେ ବରାଦ…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆର ଧମକ: ପରମାଣୁ ଯୁଦ୍ଧ ପାଇଁ ଆମେରିକା ଦାୟୀ ରହିବ

ପୋଙ୍ଗୟାଙ୍ଗ: ଆମେରିକା ପରମାଣୁ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ଏବଂ ଯେ କୌଣସି ସମୟରେ ପରମାଣୁ ଯୁଦ୍ଧ ଆରମ୍ଭ ହେବା ସମ୍ଭାବନା ଥିବାରୁ ଏଥିପାଇଁ ଆମେରିକା ହିଁ ଦାୟୀ ରହିବ ବୋଲି ବିଭିନ୍ନ ରାଷ୍ଟ୍ରକୁ ପତ୍ର ମାଧ୍ୟମରେ ଉତ୍ତର କୋରିଆ ଜଣାଇ ଦେଇଛି। ଅଷ୍ଟ୍ରେଲିୟା ବିଦେଶ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ପାଣିରେ ପଡ଼ିଲା କୋହଲିଙ୍କ ଶତକ, ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାସ୍ତ

ମୁମ୍ବାଇ: ଟମ୍‌ ଲଥମନ(ଅପରାଜିତ ୧୦୩) ଓ ରସ ଟାଇଲର(୯୫)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ୬ ଓ୍ଵିକେଟରେ ଭାରତକୁ ପରାସ୍ତ କରିଛି। ମଧ୍ୟ କ୍ରମର ଏହି ଖେଳାଳି ଦ୍ୱୟ ୪ର୍ଥ ଓ୍ଵିକେଟରେ ଦମ୍‌ଦାର ଭାଗିଦାରୀ ବଳରେ ଦଳକୁ ବିୟଜୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଟିମ୍‌…
ଅଧିକ ଖବର ଦେଖନ୍ତୁ...

ସିଂଜୋ ଆବେଙ୍କ ବିପୁଳ ବିଜୟ ସମ୍ଭାବନା

ଟୋକିଓ: ଜାପାନରେ ଝଡ଼ ତୋଫାନ ଜାରି ରହିଥିବା ବେଳେ ଲୋକେ ଏହାକୁ ଭୃକ୍ଷେପ ନକରି ନୂଆ ସରକାର ଗଠନ ପାଇଁ ଆଜି ମତଦାନ କରିଛନ୍ତି। ଜାପାନ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଏକଜିଟ୍‌ ପୋଲ୍‌ଗୁଡ଼ିକର ପରିଣାମରୁ ଜଣାପଡ଼ିଛି। ବିଶ୍ୱର ତୃତୀୟ…
ଅଧିକ ଖବର ଦେଖନ୍ତୁ...

ୟୁପି ଗ୍ରାମବାସୀଙ୍କ ଅଭିନବ ନିଷ୍ପତ୍ତିି:: ଯେଉଁ ଘରେ ଶୌଚାଳୟ ନାହିଁ ସେ ଘରକୁ କନ୍ୟାଦାନ ନିଷେଧ

ଭଗପତ: ପଶ୍ଚିମ ଉତ୍ତରପ୍ରଦେଶର ଭଗପତ ଜିଲ୍ଲାର ବିଗଓ୍ଵାଡା ଗ୍ରାମପଞ୍ଚାୟତ ମହିଳାମାନଙ୍କ ସ୍ୱାଭିମାନକୁ ଦୃଷ୍ଟିରେ ରଖି ସର୍ବସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗ୍ରାମପଞ୍ଚାୟତ ଗ୍ରାମର ସମସ୍ତଙ୍କୁ ସୂଚନା ଦେଇ କହିଛନ୍ତି, ଯେଉଁଘରେ ଶୌଚାଳୟ ନାହିଁ ସେ ଘରେ ଝିଅକୁ କେହି…
ଅଧିକ ଖବର ଦେଖନ୍ତୁ...