ଅନୁସନ୍ଧାନ କରୁଥିବା ବର୍ଗ

Leading

ବଲାଙ୍ଗୀର: ସ୍କର୍ପିଓରୁ ଗଞ୍ଜାଇ ଜବତ

ବଲାଙ୍ଗୀର: ରବିବାର ପ୍ରତ୍ୟୁଷରେ ତୁଷ୍ରା ଥାନା ଅନ୍ତର୍ଗତ ଧାନଘରା ପୋଲ ଉପରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରୁ ୪୫ କିଲୋ ଗଞ୍ଜାଇ ଜବତ କରାଯାଇଛି। ସ୍କର୍ପିଓଟିକୁ ଅବକାରୀ ବିଭାଗ ଅଧିକାରୀମାନେ ପୋଲ ଉପରେ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪୦ରୁ ୪୫ କିଲୋଗ୍ରାମ ଗଞ୍ଜାଇ ପାଇଥିଲେ। ଗାଡ଼ିଟି…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ଭୋଜିବେଳେ କଳି; ଜଣକୁ ହତ୍ୟା

ଭଞ୍ଜନଗର: ଭଞ୍ଜନଗର ଥାନା ଅର୍ନ୍ତଗତ ଆଖୁପଦର ଗାଁ’ର ଜଣେ ତରୁଣଙ୍କୁ ତାଙ୍କର ସାଥିମାନେ ପିଟି ପିଟି ମାରି ପକାଇଥିବା ଅଭିଯୋଗ ହୋଇଛି। ନିହତ ୧୮ ବର୍ଷିୟ ତରୁଣଙ୍କ ନାଁ ସାଗର ନାୟକ ବୋଲି ଜଣାପଡ଼ିଛି। ଶନିବାର ରାତିରେ ଆଖୁପଦର ଗାଁ’ ମୁଣ୍ଡରେ ସେହି ଗାଁ’ର ସାଗର ନାୟକ, ପ୍ରକାଶ ନାୟକ,…
ଅଧିକ ଖବର ଦେଖନ୍ତୁ...

ପୁରୁଷ ସମ୍ପର୍କୀୟଙ୍କ ବିନା ହଜ୍‌ ଯାଇ ପାରିବେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳା

ମୁମ୍ବାଇ: ଆସନ୍ତା ବର୍ଷ ଠାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳା ସେମାନଙ୍କ ‘ମହରମ୍‌’ ବା ନିବିଡ଼ ସମ୍ପର୍କୀୟ ପୁରୁଷଙ୍କ (କିନ୍ତୁ, ସେ ବ୍ୟକ୍ତିଙ୍କ ସହ ବୈବାହିକ ସମ୍ପର୍କ ଯୋଡ଼ି ହେବନାହିଁ) ବିନା ହଜ୍‌ ଯାତ୍ରାରେ ଯାଇ ପାରିବେ। କିନ୍ତୁ, ଉକ୍ତ ମହିଳାମାନେ ୪ ଜଣିଆ ଦଳ କିଂବା ତହିଁରୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ ହିଂସ୍ର ନୁହେଁ ଭଦ୍ର ହେବା ଉଚିତ: ରାଜନାଥ ସିଂହ

ମିରଟ: ଏକବିଂଶ ଶତାବ୍ଦୀରେ ପୁଲିସ ଫୋର୍ସ ଆଉ ହିଂସ୍ର ଶକ୍ତି ହୋଇ ପାରିବ ନାହିଁ। ଜନଗହଳି ନିୟନ୍ତ୍ରଣ କରିବାକୁ ପୁଲିସିଆ କାର୍ଯ୍ୟ ନିର୍ବାହ କରିବାବେଳେ ସେମାନେ ସ୍ୱଳ୍ପ ମାରାତ୍ମକ ସମାଧାନ କଥା ବିଚାର କରି ଏକ ଭଦ୍ର ୟୁନିଟ୍‌ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଶନିବାର ଦିନ କେନ୍ଦ୍ର ଗୃହ…
ଅଧିକ ଖବର ଦେଖନ୍ତୁ...

ଫଟୋ ଉଠାଇବା କାଳ ହେଲା : ଭାସିଗଲେ ଦୁଇ ଛାତ୍ର

କଟକ : ସାଙ୍ଗରେ ନେଇଥିଲେ କ୍ୟାମେରା ଆଉ ଚଷମା। ମହାନଦୀ ପାଣିରେ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ଫେସବୁକ୍‌ରେ ଛାଡ଼ିବା ଯୋଜନା କରିଥିଲେ ତିନି ସାଙ୍ଗ। ହେଲେ ଅସାବଧାନତାରୁ ପାଣିରେ ଭାସିଗଲେ ଦୁଇ ଜଣ। ଅଳ୍ପକେ ବର୍ତ୍ତିଗଲା ଜଣେ। ଆଜି ସକାଳେ କଟକ ସିଡିଏ ଫେଜ୍‌-୨ ଥାନା ଅନ୍ତର୍ଗତ ମହାନଦୀର…
ଅଧିକ ଖବର ଦେଖନ୍ତୁ...

ଧର୍ମଘଟ

୧୩ରେ ପେଟ୍ରୋଲ ପମ୍ପ ମୁମ୍ବାଇ : ଆସନ୍ତା ୧୩ ତାରିଖରେ ଦେଶର ପେଟ୍ରୋଲ ପମ୍ପ ଡିଲରମାନେ ଧର୍ମଘଟ କରିବେ। ଫଳରେ ଦେଶରେ ପ୍ରାୟ ୫୪ ହଜାର ପେଟ୍ରୋଲ ବନ୍ଦ ରହିବ। ଦୀର୍ଘଦିନର ଦାବି ପୂରଣ ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକ ଧର୍ମଘଟକୁ ଓହ୍ଲାଇବେ ବୋଲି ସଂଘର କାର୍ଯ୍ୟକର୍ତ୍ତା ଆଜି ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାବର୍ଷ ହୋଇନପାରେ ପୌର ନିର୍ବାଚନ

ଭୁବନେଶ୍ୱର : ଆସନ୍ତାବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିସନ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। ହେଲେ କେନ୍ଦ୍ର ସରକାର ଆଗୁଆ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ପୌର ନିର୍ବାଚନ ହେବାର…
ଅଧିକ ଖବର ଦେଖନ୍ତୁ...

ନିଜ ଉପରେ ଭରସା ନାହିଁ

ଭୁବନେଶ୍ୱର : ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ମିଶାଇ ଆସନ୍ତା ଉପନିର୍ବାଚନରେ ପ୍ରାର୍ଥୀ କରିବେ ବୋଲି ଘୋଷଣା କରି ସାରିଛନ୍ତି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ପାଦେ ଆଗକୁ ଯାଇ ବିଜେଡିରେ ବରପାଲି ଏନ୍‌ଏସି ଅଧ୍ୟକ୍ଷ ମୀନା…
ଅଧିକ ଖବର ଦେଖନ୍ତୁ...

ପେଲେଟ୍‌ ବଦଳରେ ପ୍ଲାଷ୍ଟିକ୍‌ ଗୁଳି

ନୂଆଦିଲ୍ଲୀ : କଶ୍ମୀରରେ ହିଂସା ସୃଷ୍ଟିକାରୀ ଏବଂ ପଥର ଆକ୍ରମଣକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏଣିକି ପେଲେଟ ଗୁଳି ବଦଳରେ କମ୍‌ ଘାତକ ବୋଲି କୁହାଯାଉଥିବା ପ୍ଲାଷ୍ଟିକ୍‌ ଗୁଳି ବ୍ୟବହାର କରିବାକୁ ଯାଉଛନ୍ତି। କଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଆଜି ବିଭିନ୍ନ ୟୁନିଟ୍‌କୁ ୨୧ ହଜାର…
ଅଧିକ ଖବର ଦେଖନ୍ତୁ...

କୋଇଲା ସଙ୍କଟ, ବିପଦରେ ନାଲ୍‌କୋ

ଭୁବନେଶ୍ୱର : ରାଜ୍ୟରେ କୋଇଲା ସଙ୍କଟର ଜବରଦସ୍ତ ପ୍ରଭାବ ପଡିବାକୁ ଯାଉଛି। ନାଲ୍‌କୋର ଆଲୁମିନିୟମ୍‌ ସ୍ମେଲ୍‌ଟର ଓ ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର (ସିପିପି)ରେ ଉତ୍ପାଦନ ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଲାଣି। ଏତେ ଗମ୍ଭୀର ଯେ ନାଲ୍‌କୋର ଉପଲବ୍ଧ କୋଇଲାର ପରିମାଣ ୩.୫ଲକ୍ଷ ଟନ୍‌ରୁ…
ଅଧିକ ଖବର ଦେଖନ୍ତୁ...