ଅନୁସନ୍ଧାନ କରୁଥିବା ବର୍ଗ

Leading

ଧର୍ମଘଟ

୧୩ରେ ପେଟ୍ରୋଲ ପମ୍ପ ମୁମ୍ବାଇ : ଆସନ୍ତା ୧୩ ତାରିଖରେ ଦେଶର ପେଟ୍ରୋଲ ପମ୍ପ ଡିଲରମାନେ ଧର୍ମଘଟ କରିବେ। ଫଳରେ ଦେଶରେ ପ୍ରାୟ ୫୪ ହଜାର ପେଟ୍ରୋଲ ବନ୍ଦ ରହିବ। ଦୀର୍ଘଦିନର ଦାବି ପୂରଣ ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକ ଧର୍ମଘଟକୁ ଓହ୍ଲାଇବେ ବୋଲି ସଂଘର କାର୍ଯ୍ୟକର୍ତ୍ତା ଆଜି ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାବର୍ଷ ହୋଇନପାରେ ପୌର ନିର୍ବାଚନ

ଭୁବନେଶ୍ୱର : ଆସନ୍ତାବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିସନ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। ହେଲେ କେନ୍ଦ୍ର ସରକାର ଆଗୁଆ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ପୌର ନିର୍ବାଚନ ହେବାର…
ଅଧିକ ଖବର ଦେଖନ୍ତୁ...

ନିଜ ଉପରେ ଭରସା ନାହିଁ

ଭୁବନେଶ୍ୱର : ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ମିଶାଇ ଆସନ୍ତା ଉପନିର୍ବାଚନରେ ପ୍ରାର୍ଥୀ କରିବେ ବୋଲି ଘୋଷଣା କରି ସାରିଛନ୍ତି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ପାଦେ ଆଗକୁ ଯାଇ ବିଜେଡିରେ ବରପାଲି ଏନ୍‌ଏସି ଅଧ୍ୟକ୍ଷ ମୀନା…
ଅଧିକ ଖବର ଦେଖନ୍ତୁ...

ପେଲେଟ୍‌ ବଦଳରେ ପ୍ଲାଷ୍ଟିକ୍‌ ଗୁଳି

ନୂଆଦିଲ୍ଲୀ : କଶ୍ମୀରରେ ହିଂସା ସୃଷ୍ଟିକାରୀ ଏବଂ ପଥର ଆକ୍ରମଣକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏଣିକି ପେଲେଟ ଗୁଳି ବଦଳରେ କମ୍‌ ଘାତକ ବୋଲି କୁହାଯାଉଥିବା ପ୍ଲାଷ୍ଟିକ୍‌ ଗୁଳି ବ୍ୟବହାର କରିବାକୁ ଯାଉଛନ୍ତି। କଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଆଜି ବିଭିନ୍ନ ୟୁନିଟ୍‌କୁ ୨୧ ହଜାର…
ଅଧିକ ଖବର ଦେଖନ୍ତୁ...

କୋଇଲା ସଙ୍କଟ, ବିପଦରେ ନାଲ୍‌କୋ

ଭୁବନେଶ୍ୱର : ରାଜ୍ୟରେ କୋଇଲା ସଙ୍କଟର ଜବରଦସ୍ତ ପ୍ରଭାବ ପଡିବାକୁ ଯାଉଛି। ନାଲ୍‌କୋର ଆଲୁମିନିୟମ୍‌ ସ୍ମେଲ୍‌ଟର ଓ ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର (ସିପିପି)ରେ ଉତ୍ପାଦନ ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଲାଣି। ଏତେ ଗମ୍ଭୀର ଯେ ନାଲ୍‌କୋର ଉପଲବ୍ଧ କୋଇଲାର ପରିମାଣ ୩.୫ଲକ୍ଷ ଟନ୍‌ରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ତ୍ରିପୁରା ରଣଜୀ: ବିକାଶ ପଡ଼ିଆରେ ବର୍ଷାର ଖେଳ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଣ୍ଟାବାଡ଼ସ୍ଥିତ ବିକାଶ କ୍ରିକେଟ୍‌ ଷ୍ଟଡିୟମ୍‌ରେ ରଣଜୀ ପଦାର୍ପଣ ପର୍ବ ଲୁଚକାଳି ଖେଳୁଛି। ଓଡ଼ିଶା ଏବଂ ତ୍ରିପୁରା ମଧ୍ୟରେ ଖେଳାଯିବାକୁ ଥିବା ନୂଆ ଋତୁର ଏହି ପ୍ରଥମ ମ୍ୟାଚ୍‌ର ପ୍ରଥମ ଦୁଇ ଦିନ ଖେଳ ସମ୍ପୂର୍ଣ୍ଣ ଧୋଇଯାଇଛି। ପ୍ରଥମ ଦିବସ ଭଳି ଦ୍ୱିତୀୟ ଦିବସରେ…
ଅଧିକ ଖବର ଦେଖନ୍ତୁ...

ମୁକ୍ତେଶ୍ୱର-ମଦର୍ସ ସେମିଫାଇନାଲ୍‌ ଆଜି

ଭୁବନେଶ୍ୱର,: ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି)ର ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲ୍‌ରେ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ କ୍ଲବ୍‌ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୟୁନାଇଟେଡ୍‌ ୟୁଥ୍‌…
ଅଧିକ ଖବର ଦେଖନ୍ତୁ...

ସ୍ପେନ୍‌କୁ ଫିଫା ବିଶ୍ୱକପ୍‌ ଟିକେଟ୍‌

ଗ୍ଲାସ୍‌ଗୋ: ଗୁରୁବାର ଇଂଲଣ୍ଡ ଓ ଜର୍ମାନି ପରେ ଶୁକ୍ରବାର ସ୍ପେନ୍‌ ମଧ୍ୟ ୨୦୧୮ରେ ରୁଷିଆରେ ଆୟୋଜିତ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କରିନେଇଛି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଆଲ୍‌ବେନିଆକୁ ୩-୦ ଗୋଲ୍‌ରେ ପରାସ୍ତ କରି ୨୦୧୦ ବିଶ୍ୱ ବିଜେତା ସ୍ପେନ୍‌…
ଅଧିକ ଖବର ଦେଖନ୍ତୁ...

ଏଏଚ୍‌ଏଲ୍‌: ଭାରତ ମହିଳା ଦଳକୁ ନବମ ସ୍ଥାନ

ପର୍ଥ: ଭାରତୀୟ ମହିଳା ଦଳ ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍‌୍‌ଏଲ୍‌)ରେ ନବମ ସ୍ଥାନରେ ଅଭିଯାନ ଶେଷ କରିଛି। ଶନିବାର ପୁଲ୍‌-ଡିର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୦-୨ ଗୋଲ୍‌ରେ ଅଷ୍ଟ୍ରେଲିଆନ୍‌ କ୍ୟାପିଟାଲ ଟେରିଟୋରି ନିକଟରୁ ହାରିଗଲା। ଭାରତ ବିପକ୍ଷରେ ଦୁଇଟିଯାକ ଗୋଲ୍‌ ଜେସିକା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଉପକନିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ବାରବାଟୀ ଷ୍ଟାଡିୟମ କ୍ଲବ୍‌ ହାଉସଠାରେ ରାଜ୍ୟ ଉପକନିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। ଓଡ଼ିଶା ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ର ଓ ଓଡ଼ିଶା ଟାଏକୋଣ୍ଡୋ ସଂଘର ମିିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡ଼ା ନିର୍ଦେଶାଳୟର ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...