ଅନୁସନ୍ଧାନ କରୁଥିବା ବର୍ଗ

Leading

ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ:  ୧୮ ବର୍ଷରୁ କମ୍‌ ବୟସର ପତ୍ନୀଙ୍କ ସହିତ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ବୁଧବାର ଏକ ଐତିହାସିକ ରାୟରେ କହିଛନ୍ତି।  ୧୫ରୁ ୧୮ ବର୍ଷ ବୟସର ନାବାଳିକା ପତ୍ନୀଙ୍କ ସହିତ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଶ୍ରେଣୀରୁ ବାହାରେ ରଖାଯିବ…
ଅଧିକ ଖବର ଦେଖନ୍ତୁ...

ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଆଜି

ନୂଆଦିଲ୍ଲୀ:  ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ରାଜ୍ୟର ୫ ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି ରାଜ୍ୟର ୧୦ ହଜାର ଚାଷୀ ସାମିଲ ହେବେ। ଏହି ସମ୍ମିଳନୀକୁ ଉଦଘାଟନ କରିବା ପାଇଁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀ ଏମ୍‌ସରେ ଜଗା-ବଳିଆ : ଜଗା ଅସୁସ୍ଥ, ଶ୍ୱାସକ୍ରିୟାରେ ସମସ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍‌ ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଡାକ୍ତରୀ ଦଳ ଲଗାତାର ତଦାରଖ କରୁଛନ୍ତି। ଏହାସତ୍ତ୍ୱେ ଦୁଇଦିନ ହେଲା ହଠାତ ଜଗାର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଛି। ଜଗାର ଶ୍ୱାସକ୍ରିୟା ସମସ୍ୟ…
ଅଧିକ ଖବର ଦେଖନ୍ତୁ...

୨୧ରେ ନବୀନଙ୍କ ବିଜେପୁର ଅଭିଯାନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ କେବେ ହେବ, ତାହା କାହାକୁ ଜଣାନାହିଁ। ଏବେ ବି ଅନିଶ୍ଚିତତା ଲାଗି ରହିଛି। ହେଲେ ବିଜେଡି କିନ୍ତୁ ଏହି ଉପନିର୍ବାଚନରେ ଜିମାତ୍‌ ଲାଗି ଦିନରାତି ଏକ କରିଦେଇଛି। ପ୍ରଥମେ ସମସ୍ତଙ୍କୁ ପଛରେ ପକାଇ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ସଂଗଠନରେ ସାମିଲ ହେଉଛନ୍ତି ସ୍କୁଲ ପିଲା

ମାଲକାନଗିରି: ମାଓ ସଂଗଠନ ଛାଡ଼ି ଅନେକ ମୁଖ୍ୟ ସ୍ରୋତକୁ ଫେରୁଥିବା ବେଳେ ସଦସ୍ୟ ସଂଖ୍ୟା ବଢ଼ାଇବାକୁ ମାଓବାଦୀଙ୍କ ତରଫରୁ ଚାଲିଛି ପ୍ରୟାସ। ଏଥିପାଇଁ ଦୁର୍ଗମ ଅଞ୍ଚଳର ସ୍କୁଲ ପିଲାଙ୍କୁ ମଧ୍ୟ ସଂଗଠନରେ ସାମିଲ କରାଯାଉଛି। ଏହି କୋମଳ ମତି ପିଲାଙ୍କୁ ମାଓବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ…
ଅଧିକ ଖବର ଦେଖନ୍ତୁ...

ବାଣୀବିହାରରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ: କୁଳପତିଙ୍କ ଅନଶନ

ଭୁବନେଶ୍ୱର: ଅଶାନ୍ତ ବାଣୀବିହାରରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ଆଜି ଏକ ନାଟକୀୟ ଘଟଣାକ୍ରମରେ କୁଳପତି ଅନ୍ୟ କେତେଜଣ ପ୍ରଫେସର ଓ ଅଧ୍ୟାପକଙ୍କ ସହ ସକାଳ ୮ଟାରୁ ରାତି…
ଅଧିକ ଖବର ଦେଖନ୍ତୁ...

ମୋଗଲ ଶାସକଙ୍କଠାରୁ ବି ନବୀନ ସରକାର ଭୟଙ୍କର: ନବୀନଙ୍କୁ ଟାର୍ଗେଟ କଲେ ବୈଷ୍ଣବ

ସମ୍ବଲପୁର: ଭାଷା ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥର ସିଧାସଳଖ ଟାର୍ଗେଟ କରିଛନ୍ତି ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା। ଓଡ଼ିଶାରେ ଶାସନ କରୁଥିବା ନବୀନ ସରକାର ମୋଗଲ ଶାସକଙ୍କଠାରୁ ବି…
ଅଧିକ ଖବର ଦେଖନ୍ତୁ...

ତାର ଜାଲି ଭିତରୁ ନାଗ ଉଦ୍ଧାର

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଛକ ନିକଟରେ ଗୋରୁଗାଈଙ୍କ କବଳରୁ ଏକ ଚାରା ଗଛକୁ ରକ୍ଷା କରିବା ପାଇଁ ଲାଗିଥିବା ତାର ଜାଲି ମଧ୍ୟରୁ ପାଞ୍ଚ ଫୁଟ୍‌ର ଏକ ନାଗ ସାପକୁ ଆଜି ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ୍‌ ଉଦ୍ଧାର କରିଛନ୍ତି। ସାପଟି ବାଡ଼ ଭିତରକୁ ବେଙ୍ଗ ଖାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମସ୍ତିଷ୍କ ଶୂନ୍ୟ.. ହୃଦୟ ପୂର୍ଣ୍ଣ

ଚନ୍ଦ୍ରଶେଖରପୁର: ମାନନୀୟ ଅଧ୍ୟକ୍ଷ ମହୋଦୟ, ମୋର ଗୁହାରି ଶୁଣିବା ହେଉ। ଦୀର୍ଘ ଦିନ ହେବ ମୁଁ ଘରକୁ ଯାଇନାହିଁ। ଘରକୁ ଯିବାକୁ ବହୁତ ଇଚ୍ଛା ହେଉଛି। ଘରକୁ ଯିବା ପାଇଁ ମୋର ଭଡ଼ା ବାବଦ ୨୫୦ଟଙ୍କା ଦେଇ ଅନୁମତି ଦେଲେ ମୁଁ ଚିରୋପକୃତ ହେବି। ହୃଦୟର କଥାକୁ ଶବ୍ଦ ଆକାରରେ ପ୍ରକାଶ କରି ଏମିତି…
ଅଧିକ ଖବର ଦେଖନ୍ତୁ...

ଏଡିଏମ୍‌ ଅଫିସ ଘେରିଲା ଏକାମ୍ର ଗ୍ରାମୀଣ ମଣ୍ଡଳ

ଧଉଳି: ଧଉଳି ପଞ୍ଚାୟତ କାର୍ଯ୍ୟାଳୟ ପ୍ରକୋଷ୍ଠରେ କର୍ମଚାରୀ ମଦ ପିଇବା, ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ରାସନ୍‌କାର୍ଡ ମଂଜୁର କରାଯିବା ଆଦି ବହୁ ଦୁର୍ନୀତିର ତଦନ୍ତ ପ୍ରକ୍ରିୟାରେ ଶିଥିଳତା ପ୍ରତିବାଦରେ ଆଜି ଏକାମ୍ର ଗ୍ରାମୀଣ ମଣ୍ଡଳ ପକ୍ଷରୁ ଭୁବନେଶ୍ୱର ଏଡିଏମ୍‌ ମନୋଜ ମହାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...