ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ଉଚ୍ଚ ରକ୍ତଚାପ ଓ ହୃଦରୋଗରୁ ଦୂରେଇ ରଖେ ହସ

ମଣିଷ ଜୀବନରେ କେତେବେଳେ ସୁଖ ଥାଏ ତ ପୁଣି କେତେବେଳେ ଦୁଃଖ । ସମସ୍ତେ ସୁଖ ସମୟରେ ଖୁସି ହୋଇଥାଆନ୍ତି, ଆଉ ଦୁଃଖ ସମୟରେ ଭାଙ୍ଗି ପଡ଼ନ୍ତି । କିନ୍ତୁ ହସ ସମସ୍ତଙ୍କର ଏକ ବଡ଼ ଆବଶ୍ୟକତା । ସମସ୍ତେ ଚାହାନ୍ତି ସେ ନିଜେ ସବୁବେଳେ ହସହସ ମୁହଁରେ ରହନ୍ତୁ ଓ ନିଜ ପରିବାରର ସମସ୍ତେ ସୁଖ ଶାନ୍ତିରେ…
ଅଧିକ ଖବର ଦେଖନ୍ତୁ...

ଏହି ଲକ୍ଷଣରୁ ଜାଣନ୍ତୁ ଆପଣ ‘ଡ଼ିପ୍ରେସନ୍‌’ରେ ଅଛନ୍ତି! ମୁକୁଳିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

ସାଧାରଣତଃ ଯେଉଁଠାରେ ଅନ୍ୟମାନେ ହସୁଥାଆନ୍ତି,ସେଠାରେ କାହିଁକି ଲୋକମାନେ ‘ଡ଼ିପ୍ରେସନ୍‌ ବା ଅବସାଦଗ୍ରସ୍ତତା’ର ନିକଟତର ହୁଅନ୍ତି? ତେବେ ଏ ନେଇ ଏକ ଗବେଷଣାରୁ ଜଣାଯାଇଛି ଯେ, ବର୍ତ୍ତମାନ ଭାରତରେ ୫ କୋଟିରୁ ଅଧିକ ଲୋକ ଏହି ‘ଡ଼ିପ୍ରେସନ୍‌ ବାଅବସାଦଗ୍ରସ୍ତତା’ର ଶିକାର ହୋଇଛନ୍ତି। ଏଥିସହିତ…
ଅଧିକ ଖବର ଦେଖନ୍ତୁ...

୧୦ଟି ସହଜ ସୂତ୍ର : କରଓ୍ଵା ଚୌଥରେ ପତ୍ନୀଙ୍କୁ କେମିତି ଖୁସି କରିବେ ଜାଣନ୍ତୁ

ଆଗକୁ ଆସୁଛି କରଓ୍ଵା ଚୌଥ୍‌। ଏହି ଦିନ ସ୍ୱାମୀମାନଙ୍କ ଦୀର୍ଘ ଆୟୁଷ କାମନା କରି ପତ୍ନୀମାନେ ବ୍ରତ ରଖିଥାଆନ୍ତି। କରଓ୍ଵା ଚୌଥ୍‌କୁ ନେଇ ପତ୍ନୀମାନେ ଯେତିକି ଉତ୍ସାହୀ ଥାଆନ୍ତି, ପତ୍ନୀଙ୍କୁ ଏହି କରଓ୍ଵା ଚୌଥ୍‌ରେ କିଭଳି ଉପହାର ଦେଲେ ସେମାନେ ଖୁସି ହେବ ସେହି ଚିନ୍ତାରେ ଥାଆନ୍ତି…
ଅଧିକ ଖବର ଦେଖନ୍ତୁ...

ଏସବୁ ଲକ୍ଷଣ ଦେଖାଗଲେ ,ଜାଣିବେ ଆପଣ ହରମୋନ୍‌ ଅସନ୍ତୁଳନର ଶିକାର ହୋଇଛନ୍ତି!

ନିମ୍ନୋକ୍ତ ଶାରୀରିକ ପରିବର୍ତ୍ତନ ବା ଲକ୍ଷଣ ଦେଖାଗଲେ ଜାଣିବେ ଆପଣ ହରମୋନ୍‌ ଅସନ୍ତୁଳନର ଶିକାର ହୋଇଛନ୍ତି। - ଯେତେବେଳେ ଆପଣଙ୍କ ଶରୀର ନିଜର କାର୍ଯ୍ୟଗୁଡିକୁ ନିଜେ କରିବାରେ ସକ୍ଷମ ହୁଏନା, ଏଥିପାଇଁ ଅନ୍ୟ କାହାର ସହାୟତା ଲୋଡ଼ିଥାଏ । - ମହିଳାମାନଙ୍କର ମାସିକ ଋତୁୁସ୍ରାବରେ ଅନିୟମିତତା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ମାଆ, ଭଉଣୀ, ଭାଉଜ, ପତ୍ନୀ ବା ପ୍ରେମିକାଙ୍କ ସ୍ୱଭାବ ପରଖିବା ପାଇଁ ଆପଣାଇପାରନ୍ତି ଏସବୁ ଉପାୟ !

ଆମେ ଦୈନନ୍ଦିନ ଜୀବନରେ କେତେକ ମହିଳାଙ୍କ ସଂସ୍ପର୍ଶରେ ଆସିଥାଉ । ଏମାନେ ଆମର ମାଆ, ଭଉଣୀ, ଭାଉଜ, ପତ୍ନୀ, ପ୍ରେମିକା,ସହକର୍ମୀ ପଡୋଶୀ ଅବା କୌଣସି ଅଜ୍ଞାତ ମହିଳା ହୋଇପାରନ୍ତି ।ଅଧିକାଂଶ ପୁରୁଷଙ୍କ ମତ ହେଲା ଯେ ମହିଳାଙ୍କୁ ଠିକ୍‌ ଭାବେ ବୁଝିପାରିନାହାନ୍ତି । ଆଉ କେତେକ ଭାବନ୍ତି ଯେ ଆମେ…
ଅଧିକ ଖବର ଦେଖନ୍ତୁ...

ଦିନକୁ ୩ କିମ୍ବା ୪, ଜାଣନ୍ତୁ ତା’ଠାରୁ ଅଧିକ କାକୁଡି ଖାଇଲେ କ’ଣ ହୁଏ ?

ଶରୀରରେ ପାଣିର ସନ୍ତୁଳନ ରକ୍ଷା କରିବା ପାଇଁ ସବୁଦିନ ଖାଦ୍ୟ ଗ୍ରହଣ ସମୟରେ କାକୁଡି ଖାଇବା ଆବଶ୍ୟକ । କାକୁଡିରେ କମ୍‌ ପରିମାଣର କ୍ୟାଲୋରି ଏବଂ ପୋଷକ ତତ୍ତ୍ୱ ରହିଛି । ପୁଣି ସାଲାଡ୍‌ରେ ପକାଇଲେ, ଏହାର ସ୍ୱାଦ ବଢିଥାଏ । କାକୁଡିରେ ମାତ୍ରାଧିକ ଜଳୀୟ ଅଂଶ ଥିବାରୁ ଏହାକୁ ଓଜନ ହ୍ରାସ ଲାଗି…
ଅଧିକ ଖବର ଦେଖନ୍ତୁ...

ସୁସ୍ୱାସ୍ଥ୍ୟ ଲାଗି ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ !

କୁହାଯାଏଯେ ନିଜର ସ୍ୱାସ୍ଥ୍ୟ ନିଜ ହାତରେ । ସୁସ୍ୱାସ୍ଥ୍ୟ ସହିତ ନିଜକୁ ଫିଟ୍‌ ରଖିବା ପାଇଁ କେତେକ ସ୍ୱତନ୍ତ୍ର ଅଭ୍ୟାସ ପ୍ରତି ଧ୍ୟାନ ଦେବାକୁ ପଡିବ । ଏସବୁ ଦିଗ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ, ଆପଣ ନିଜକୁ ଫିଟ୍‌ ରଖିପାରିବେ ଓ ସୁଖମୟ ଜୀବନଶୈଳୀକୁ ଆପଣାଇ ପାରିବେ । ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ବିନା ଖର୍ଚ୍ଚରେ ଘରେ ନିଅନ୍ତୁ ତ୍ୱଚାର ଯତ୍ନ! ଚମକିବେ ଆପଣ !

ସାଧାରଣତଃ ମହିଳାମାନଙ୍କର ତ୍ୱଚା ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ। କିଭଳି ଭାବରେ ତ୍ୱଚାର ଯତ୍ନ ନିଆଯାଇପାରିବ ସେ ନେଇ ସେମାନେ ବିୟ୍ୟୁଟସିଆନ୍‌ ବା ମହଙ୍ଗା ପାର୍ଲରର ଚକ୍କର ମଧ୍ୟ କାଟନ୍ତି। ଆଜି ଆମେ ଆପଣଙ୍କୁ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ପାଇବାର ଏଭଳି କେତୋଟି ଘରୋଇ ଉପାୟ…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଶ୍ରେଣୀର ବ୍ୟକ୍ତି ଆଦୌ ଖାଆନ୍ତୁନି ଅମୃତଭଣ୍ଡା!

ସାଧାରଣତଃ ଅମୃତଭଣ୍ଡା ଖାଇବା ଦ୍ୱାରା ବ୍ୟକ୍ତିର ବହୁତ କିଛି ଲାଭ ହୋଇଥାଏ।ହେଲେ ଏପରି କିଛି ପରିସ୍ଥିତି ଥିଲେ ଜଣଙ୍କୁ ଅମୃତଭଣ୍ଡାର ଖାଇବା ମହଙ୍ଗା ପଡ଼ିପାରେ। କାହିଁକିନା ଅମୃତଭଣ୍ଡାରେ ‘ପପାଇନ୍‌’ନାମକ ନ୍ୟୁଟ୍ରିଏଣ୍ଟ୍‌ସ ରହିଥିବା ଯୋଗୁଁ,ଏହା ଉକ୍ତ ବ୍ୟକ୍ତିଙ୍କ ଲାଗି ଅନେକଗୁଡ଼ିଏ ରୋଗର…
ଅଧିକ ଖବର ଦେଖନ୍ତୁ...

ଶରୀରରୁ ଦାଗ ଛଡ଼େଇବାକୁ ଚାହାନ୍ତି କି?

ବେଳେ ବେଳେ ଶରୀରରେ ଥିବା ଛୋଟିଆ ଦାଗଟିଏ ବି ପୂରା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ଆପଣ ଯେତେ ବି ସଜେଇ ହୁଅନ୍ତୁ ପଛେ ସେହି ଛୋଟିଆ ଦାଗଟି ଯେପରି ପୂରା ମୁଖ ମଣ୍ଡଳକୁ ଫିକା କରିଦିଏ। କେବଳ ମୁଖ ମଣ୍ଡଳ କାହିଁକି ହାତ, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ ଥିବା ଦାଗ ଆମ ଚିନ୍ତାର କାରଣ…
ଅଧିକ ଖବର ଦେଖନ୍ତୁ...