ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବିଜେପି ଓ ବିଜେଡି ବିରୋଧରେ ବର୍ଷିଲା କଂଗ୍ରେସ: ଓଡ଼ିଶାର ସ୍ୱାଭିମାନ ପାଇଁ ରାଜ୍ୟରେ ଦରକାର କଂଗ୍ରେସ ସରକାର

ଅନୁଗୁଳ: କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ପାଇଁ ଆଜି ଦେଶ ଓ ରାଜ୍ୟ ପଛରେ ପଡ଼ିଛି। ପ୍ରଚୁର ସମ୍ଭାବନା ଥାଇ ବି ଅନୁଗୁଳ ଓ ଢେଙ୍କାନାଳର ଆଖିଦୃଶିଆ ବିକାଶ ହୋଇପାରିନି। କଂଗ୍ରେସ ସରକାର ଆସିଲେ ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହ ଜାତୀୟ ରାଜପଥ ସମସ୍ୟା ଦୂର…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ଦୁର୍ଘଟଣା: ଟ୍ରକ ମାଡ଼ି ଯିବାରୁ ୩ ଯୁବକ ଗୁରୁତର 

ବଡ଼ମ୍ବା: ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ନାମାଙ୍କନପତ୍ର ଦାଖଲ ପାଇଁ ଶୋଭାଯାତ୍ରାରେ ଆଠଗଡ଼ ଯାଉଥିଲା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଘସିପୁରାର ଅନ୍ୟାୟ, ଗୁଣ୍ଡାଗିରି ବିରୋଧୀ ଯୁଦ୍ଧରେ ସାମିଲ ହେଲି: ସୌମ୍ୟ

କେନ୍ଦୁଝର/ଘଟଗାଁ: ଘସିପୁରାରେ ବହୁଦିନ ହେଲା ଗୁଣ୍ଡାଗିରି, ଅତ୍ୟାଚାର, ଅନ୍ୟାୟ ଚାଲିଛି। ଲୋକେ ଏଠାରେ ଅତିଷ୍ଠ ହେଲେଣି। ଏହି ଅନ୍ୟାୟ ବିରୋଧରେ ଯେଉଁ ଯୁଦ୍ଧ ହେବ, ସେଥିରେ ଘସିପୁରାବାସୀଙ୍କ ସହିତ ଆଜିଠୁ ସାମିଲ ହେଲି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଘଟଗାଁ ତାରିଣୀଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଞ୍ଜିନିବେଶ ନାଁରେ ୮୧ଲକ୍ଷ ଟଙ୍କା ଚଳୁ: ବନ୍ଧାହେଲା ନକଲି ଟ୍ରେଡିଂ ଏକ୍ସପର୍ଟ

ଭୁବନେଶ୍ବର: ନିଜକୁ ଟ୍ରେଡିଂ ଏକ୍ସପର୍ଟ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୮୧ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ସୁନ୍ଦରପଦା ହାଇଟେକ୍‌ ପ୍ଲାଜାରେ ରହୁଥିବା ଢେଙ୍କାନାଳ ଭୁବନ ଅଞ୍ଚଳର ରାକେଶ କୁମାର ନାୟକ ଓରଫ୍…
ଅଧିକ ଖବର ଦେଖନ୍ତୁ...

ନିଆଁ ବର୍ଷା: ବିଶ୍ବର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା, ବାଲେଶ୍ବର, ଭୁବନେଶ୍ବର

ଭୁବନେଶ୍ବର: ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷା ହୋଇଥିଲା। ସାଢ଼େ ୮ଟା ବେଳକୁ ବାରିପଦା ସହରର ପାରଦ ୩୮ ଡିଗ୍ରି ଡେଇଁଯାଇଥିଲା। କେବଳ ବାରିପଦା ନୁହେଁ, ବାଲେଶ୍ବର, ଭୁବନେଶ୍ବର, ତାଳଚେର, କେନ୍ଦୁଝର, କଟକ ସହରରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଦିନର ତାପମାତ୍ରା ହୁ ହୁ ହୋଇ ବଢ଼ିବା ସହ…
ଅଧିକ ଖବର ଦେଖନ୍ତୁ...

୭ରେ ନବରଙ୍ଗପୁର ଆସିବେ ମୋଦୀ: ୩ରେ ଆସିବେ ରାହୁଲ

ଭୁବନେଶ୍ବର: ଆସନ୍ତା ୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ମୋଦୀ ନବରଙ୍ଗପୁର ଜନସଭାରେ ସମ୍ବୋଧନ କରିବା ସହ ଏକ ରୋଡ୍‌ ସୋ’ର କାର୍ଯ୍ୟକ୍ରମ ରହିଥିବା ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ୭ ମାଓବାଦୀ ନିହତ

ମାଲକାନଗିରି: ମାଓ ସଂଗଠନକୁ ପୁଣି ଲାଗିଛି ଶକ୍ତ ଝଟ୍‌କା। ମୂଳପୋଛ ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଆଜି ପୁଲିସକୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାରେ ପୁଲିସ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି ୭ ମାଓବାଦୀ। ଘଟଣାସ୍ଥଳରୁ ଏକେ-୪୭ ସହ ବିପୁଳ ସାମଗ୍ରୀ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ବି ଏମିତି ଜାଗା ଅଛି: ଘର ପାଖକୁ ଯାଇପାରୁନି ଚାରିଚକିଆ ଗାଡ଼ି

ଭୁବନେଶ୍ବର: ଘର ପାଖକୁ ଚାରି ଚକିଆ ଗାଡ଼ି ଯିବା ସ୍ବପ୍ନ। ବାହାଘର ହେଲେ ଅଧାବାଟରୁ ବରକନ୍ୟା ଚାଲି ଚାଲି ଯାଆନ୍ତି। ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଦମକଳ ଯାଇପାରେନି। ଅଧିକାଂଶ ଉଚ୍ଚ ଶିକ୍ଷିତ, ଖଣ୍ଡେ ଦୁଇଖଣ୍ଡ ଗାଡ଼ି କିଣିବାକୁ ସମର୍ଥ ହେଲେ ମଧ୍ୟ ଘର ପାଖକୁ ଗାଡ଼ି ଯିବା ପାଇଁ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ସହକାରୀ ରାଜସ୍ୱ ନିରୀକ୍ଷକ, ମଧ୍ୟସ୍ଥି

ବଲାଙ୍ଗୀର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଲା ତହସିଲରେ କାର୍ଯ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ରେଶ୍ମା ମାଝୀ ଓ ମଧ୍ୟସ୍ଥି ବାବୁଲାଲ ନନ୍ଦ। ଏକ ଜମିଜମା ମାମଲାରେ ଆର୍‌ଓଆର୍‌ ଦେବାପାଇଁ ବାସୁଦେବ ମହାରଣାଙ୍କଠାରୁ ସହକାରୀ ରାଜସ୍ୱ ନିରୀକ୍ଷକ ୧୦…
ଅଧିକ ଖବର ଦେଖନ୍ତୁ...

ହିଞ୍ଜିଳିରୁ ନବୀନଙ୍କ ପ୍ରାର୍ଥିପତ୍ର ଦାଖଲ: ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ

ଛତ୍ରପୁର/ପୁରୁଷୋତ୍ତମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୧ଟା ୫ରେ ନରସିଂହପୁର ଛକ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ଦଳୀୟ ନେତା ଓ ସମର୍ଥକଙ୍କ…
ଅଧିକ ଖବର ଦେଖନ୍ତୁ...