ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଆସ୍ଥା ଭୋଟ୍‌ ଦେବାକୁ ବିଧାନସଭାରେ ପହଞ୍ଚିଲେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ରାଞ୍ଚି: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ ପରେ ଏକ ବଡ଼ ରାଜନୖତିକ ସଙ୍କଟ ଉପୁଜିଛି। ଆଜି ଝାରଖଣ୍ଡରେ ଅସ୍ଥା ଭୋଟ୍‌ (ଟ୍ରଷ୍ଟ୍‌ ଭୋଟ୍‌) ହେବ। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇବା ପରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ: କକା ନା ଝିଆରୀ? ଦ୍ବନ୍ଦ୍ବରେ ବିଜେପି

ପୁରୀ: ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବ୍ରହ୍ମଗିରି। ବିଧାନସଭା ଗଠନ ପରଠାରୁ କେତେବେଳେ କଂଗ୍ରେସ ତ କେତେବେଳେ ସ୍ବାଧୀନ ଅବା ବାମପନ୍ଥୀ ଦଳ, ପୁଣି କେତେବେଳେ ଜନତା ଦଳ, ଆଉ କେବେ ବିଜୁ ଜନତା ଦଳ ଏଠାରେ ଶାସନ କରିଛି। କିନ୍ତୁ ସର୍ବାଧିକ ଥର କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ସଂସଦୀୟ କ୍ଷେତ୍ର: ତିନି ଦଳର ପ୍ରାର୍ଥୀ ବଦଳିପାରନ୍ତି

ବ୍ରହ୍ମପୁର: ଗଞ୍ଜାମ ରାଜନୀତିରେ ବିଜେଡିର ପତିଆରା ବଳବତ୍ତର ରହିଛି। ବିଜେପି ଓ କଂଗ୍ରେସ ବିଜେଡିକୁ ମାତ୍ ଦେବା ଲାଗି ରଣନୀତି ପ୍ରସ୍ତୁତରେ ବ୍ୟସ୍ତ। ତିନି ଦଳର ନଜର କିନ୍ତୁ ରହିଛି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଉପରେ। ପ୍ରାଥମିକ ପର୍ଯ୍ୟାୟରେ ପ୍ରାର୍ଥୀ ଚୟନ ମୂଳ ପ୍ରସଙ୍ଗ ହୋଇଛି। ତିନି…
ଅଧିକ ଖବର ଦେଖନ୍ତୁ...

ଘସିପୁରା ବିଜେପି ରାଜନୀତି: ପ୍ରାର୍ଥୀ ବଦଳୁଛନ୍ତି ପ୍ରତିଥର, ଏଥର ପ୍ରତିଦ୍ବନ୍ଦ୍ବିତା କରିବେ କିଏ?

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରତିଥର ପ୍ରାର୍ଥୀ ବଦଳାଉଛି। ପୂର୍ବରୁ ରାମଚନ୍ଦ୍ରପୁର ଓ ବର୍ତ୍ତମାନର ଘସିପୁରା ନିର୍ବାଚନମଣ୍ଡଳୀରେ ୧୯୯୦ରୁ ଏଯାବତ ୬ଟି ନିର୍ବାଚନରେ ବିଜେପି ୬ଜଣକୁ ପ୍ରାର୍ଥୀ କରିସାରିଲାଣି। ଏହି ଧାରା ଜରି ରହିଲେ ଏଥର ପୁଣି…
ଅଧିକ ଖବର ଦେଖନ୍ତୁ...

ବି‌ଜେଡିରେ ବଢ଼ୁଛି ସସ୍‌ପେନସ୍: ନବରଙ୍ଗପୁରରୁ ରମେଶ ନା ପ୍ରଦୀପ?

ନବରଙ୍ଗପୁର: ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ର‌ରେ ବିଜେଡିର ସାଂସଦ ପ୍ରାର୍ଥୀକୁ ନେଇ ସସପେନସ୍ ବଢ଼ିବାରେ ଲାଗିଛି। ରମେଶ ନା ପ୍ରଦୀପ ମାଝି କାହାକୁ ଦଳ ପ୍ରାର୍ଥୀ କରିବ, ତାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡି…
ଅଧିକ ଖବର ଦେଖନ୍ତୁ...

ଚଷା ସମାଜର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ମହିଳା କାର୍ଡ ଖେଳିଲେ

ସମ୍ବଲପୁର: ମୋଦୀ ସରକାର ଚାଷୀମାନଙ୍କୁ ଅଗ୍ରାଧିକାର ଦେଇଆସିଛନ୍ତି। ଅନ୍ନଦାତାଙ୍କ କଲ୍ୟାଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଗ୍ୟାରେଣ୍ଟି ପ୍ରଧାନମନ୍ତ୍ରୀ ଦେଇଛନ୍ତି। ବଜେଟ୍‌ରେ କୃଷକଙ୍କ ହିତ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ରବିବାର ସମ୍ବଲପୁର ଚଷା ସମାଜର ୧୭ତମ ବାର୍ଷିକ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ବିଧାନସଭାରେ ଶକ୍ତି ପରୀକ୍ଷା ଆଜି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାରେ ଆସନ୍ତାକାଲି (ସୋମବାର) ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଆସ୍ଥା ଭୋଟ୍‌ ଲୋଡ଼ିବେ । ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏବଂ ଏହାର ମେଣ୍ଟ ସହଯୋଗୀ ଦଳ ଆସନ୍ତାକାଲି ଆସ୍ଥା ଭୋଟ୍‌ରେ ଯୋଗ ଦେବାପାଇଁ ଆଜି ହାଇଦ୍ରାବାଦରୁ ରାଞ୍ଚି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ନେଇ କଳ୍ପନାଜଳ୍ପନା: କାହାକୁ ଲାଭ ଦେବ ରାହୁଲଙ୍କ ଗସ୍ତ?

ଭୁବନେଶ୍ବର: ଜାନୁଆରି ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି।ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଆସନ୍ତା ଫେବ୍ରୁଆରି ୬ ତାରିଖ ଦିନ ସନ୍ଧ୍ୟାରେ ସୁନ୍ଦରଗଡର ବୀରମିତ୍ରପୁରରେ ପହଁଚିବ। ଏଥିପାଇଁ ସୁନ୍ଦରଗଡ ଓ ଝାରସୁଗୁଡାରେ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ପହଞ୍ଚିଲେ ବିହାରର କଂଗ୍ରେସ ବିଧାୟକ, କହିଲେ.. ଆମେ ବୁଲି ଆସିଛୁ

ହାଇଦ୍ରାବାଦ: ବିହାର ବିଧାନସଭାରେ ଆସନ୍ତା ୧୨ ତାରିଖରେ ନୀତୀଶ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ । ଏହାର ପ୍ରାୟ ଏକ ସପ୍ତାହ ପୂର୍ବରୁ ବିହାରରେ ରାଜନୈତିକ ପାଣିପାଗ ଗରମ ହୋଇଯାଇଛି । ରବିବାର କଂଗ୍ରେସ ପକ୍ଷରୁ ନିଜ ବିଧାୟକମାନଙ୍କୁ ହାଇଦ୍ରାବାଦ ଅଣାଯାଇଛି । ତେବେ ଏ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚଙ୍କୁ ପୁଣି ମିଳିଲା ଆର୍ଥିକ କ୍ଷମତା

ଭୁବନେଶ୍ବର: କେନ୍ଦ୍ର ଅର୍ଥ ଆୟୋଗ ଏବଂ ରାଜ୍ୟ ଅର୍ଥ ଆୟୋଗଙ୍କ ଅଧୀନସ୍ଥ ଯୋଜନାରେ ଯେଉଁ କାର୍ଯ୍ୟଗୁଡ଼ିକ ପଞ୍ଚାୟତସ୍ତରରେ ହେବ ତା’ର ବିଲ୍‌ ମଞ୍ଜୁର ପାଇଁ ଆଉ ବିଡିଓଙ୍କ ଦସ୍ତଖତ ଆବଶ୍ୟକ ପଡ଼ିବନି। ଏଣିକି ପଞ୍ଚାୟତରେ ଏହି ଯୋଜନାରେ ହେଉଥିବା କାର୍ଯ୍ୟ ପାଇଁ ସରପଞ୍ଚମାନଙ୍କୁ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...