ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କ୍ରୀତଦାସମାନଙ୍କୁ ନେଇ ଦଳ ଚାଲେ ନାହିଁ: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ପ୍ରତି ନିର୍ବାଚନ ଶିକ୍ଷଣୀୟ ହେଇଥାଏ। ପ୍ରତି ନିର୍ବାଚନରୁ ଯାହା କିଛିକିଛି ଶିଖିବାକୁ ମିଳିଥାଏ, ତାହା ପରବର୍ତ୍ତୀ ନିର୍ବାଚନ ପାଇଁ ଉପଯୋଗୀ ହେଇଥାଏ। ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ ବୁଧବାର ଏହା କହିଛନ୍ତି। ନବୀନ ବାବୁଙ୍କ ପରାଜୟର କାରଣ ସମ୍ପର୍କରେ ମତ ରଖି ସୌମ୍ୟ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଇତିହାସରେ ବିଜେପିର ପ୍ରଥମ ବିଜୟ; ହାରିଲେ ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର

ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ଗଠନ ପରଠାରୁ ଖୋର୍ଦ୍ଧା ଇତିହାସରେ ଯାହା କେବେ ହୋଇନଥିଲା, ଚଳିତ ନିର୍ବାଚନରେ ତାହା ହୋଇଛି। ପ୍ରଥମ ଥର ପାଇଁ ଖୋର୍ଦ୍ଧାର ରାଜନୀତିରେ ବିଜେପି ପ୍ରଥମ ଥର ପାଇଁ ଆଜି ବିଜୟ ତିଳକ ପିନ୍ଧିଛି। ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ହରାଇ…
ଅଧିକ ଖବର ଦେଖନ୍ତୁ...

ପ୍ରଶାନ୍ତଙ୍କ ରେକର୍ଡ ଭାଙ୍ଗିଲେ ପ୍ରଦୀପ: ଦ୍ବିତୀୟ ସ୍ଥାନକୁ ଉଠିଲା ବିଜେପି, ଖସିଲା କଂଗ୍ରେସ

ବେଗୁନିଆ/ ବୋଲଗଡ଼: ଓଡ଼ିଶାର ଅଧିକାଂଶ ବିଧାନସଭା କ୍ଷେତ୍ରରେ ଜନତାଙ୍କ ରାୟ ଗୋଟିଏ ଦିଗରେ ଯାଇଥିବା ବେଳେ ବେଗୁନିଆ ନିର୍ବାଚନମଣ୍ଡଳୀର ଜନତାଙ୍କ ରାୟ ଭିନ୍ନ ହୋଇଛି। ବେଗୁନିଆ ଇତିହାସରେ ସର୍ବାଧିକ ୪୭ହଜାର ୬୧୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁଙ୍କର…
ଅଧିକ ଖବର ଦେଖନ୍ତୁ...

ଆଜି ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ: ବୈଠକରେ ଟିଡିପି ଏବଂ ଜେଡିୟୁ ଯୋଗଦେବେ

ନୂଆଦିଲ୍ଲୀ: ଆଜି ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ । ଜୁନ୍ ୪ର ଜନାଦେଶ ପରେ ଏବେ ଅପେକ୍ଷା କିଏ କେତେ ବେଳେ ଶପଥ ଗ୍ରହଣ କରିବେ । ଆଜି ଏହା ଉପରେ ସାରା ଦେଶର ନଜର ରହିଛି । ଆଜି ଏନଡିଏର ବୈଠକ ବସିବ । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ସାମିଲ ହେଲେ ଧର୍ମଶାଳାର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ଶେଖର ସାହୁ। ଏହାଫଳରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଘର ବାହୁଡା଼। ଗତକାଲି ସେ ବିଜୟୀ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତ ମଙ୍ଗଳବାର ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଜେପି ସାଂସଦ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ପାଇଁ ମଞ୍ଚ ପ୍ରସ୍ତୁତ କରିଛନ୍ତି। ଏହା ମଧ୍ୟରେ ଅଭିନେତ୍ରୀ କଙ୍ଗନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦିନ ୧୧ଟା ୩୫ ମିନିଟ ସମୟରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନବୀନ ପଟ୍ଟନାୟକ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ପରେ ନବୀନ ନିବାସକୁ ଫେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସରକାର ଗଢିବାକୁ ମିଳି ସାରିଛି ଜନାଦେଶ: ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ ଆଜି

ନୂଆଦିଲ୍ଳୀ: ସରକାର ଗଢିବାକୁ ମିଳି ସାରିଛି ଜନାଦେଶ । ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି । ତେବେ ବିଜେପିକୁ ୨୦୧୯ ଭଳି ସ୍ପଷ୍ଟ ବହୁମତ ମିଳିନାହିଁ । ଏଭଳି ସ୍ଥିତି ଭିତରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆଜି ଦିଲ୍ଲୀ ଯାଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ

ପାଟ୍‌ନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଆଜି ଦିଲ୍ଲୀ ଯାଉଛନ୍ତି, କାରଣ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଏବଂ ବିରୋଧୀ ଇଣ୍ଡିଆ ବ୍ଲକ୍ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ଯୋଜନା କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମାଳଦୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ ଓ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି । ଏହାସହ ଲଗାତାର ତୃତୀୟ ଥର…
ଅଧିକ ଖବର ଦେଖନ୍ତୁ...