ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

୨୫ ବର୍ଷ ପରେ ବୀରମିତ୍ରପୁର ଆସନରେ ଖାତା ଖୋଲିଲା ବିଜେଡି

ରାଉରକେଲା: ଦୀର୍ଘ ୨୫ ବର୍ଷ ପରେ ବୀରମିତ୍ରପୁର ଆସନରେ ଖାତା ଖୋଲିଛି ବିଜୁ ଜନତା ଦଳ। ଶଙ୍ଖ ଫୁଙ୍କିଛନ୍ତି ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପୁଅ ରୋହିତ ଯୋଶେଫ ତିର୍କି। ବାପାଙ୍କ ସାହାରାରେ ନିର୍ବାଚନ ବୈତରଣୀ ପାର କରିଛନ୍ତି। ବିଜେପିର ପ୍ରଚଣ୍ଡ ଲହର ସତ୍ତ୍ବେ…
ଅଧିକ ଖବର ଦେଖନ୍ତୁ...

ଅପରାଜିତା ଅପରାଜିତା

ଭୁବନେଶ୍ବର: ବିଜେଡିର ଆଗଧାଡ଼ିର ନେତାମାନଙ୍କର ଘନଘନ ବାକ୍‌ ଆକ୍ରମଣ ଓ ବ୍ୟକ୍ତିଗତ ଉଦ୍ୟମ ପରେ ମଧ୍ୟ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ବିଜେପିର ବିଜୟବାନା ଉଡ଼ାଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ବର ଲୋକସଭା କ୍ଷେତ୍ରର ୭ଟି ବିଧାନସଭା ଆସନରୁ ୫ଟିରେ ବିଜେଡି ପ୍ରାର୍ଥୀ ଜିତିଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଜନାଦେଶ ୨୦୨୪: ନୋଟାକୁ ୫ ହଜାର

ଭୁବନେଶ୍ବର: ଏଥର ନିର୍ବାଚନରେ ସବୁ ଆକଳନ ଓଲଟପାଲଟ ହୋଇଯାଇଛି। କେଉଁଠି ବିଧାୟକ ଅପ୍ରତ୍ୟାଶିତ ଭାବରେ ବିଜୟ ଲାଭ କରିଥିବା ବେଳେ କେଉଁଠି ବିଧାୟକ ହାରିଯିବା ପରେ ଫଳାଫଳକୁ ବିଶ୍ବାସ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ୫ଟି ବିଧାନସଭାମଣ୍ଡଳୀ ମଧ୍ୟ,…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଗଡ଼ରେ ବିଜେଡିର ବିଭୂତି

ଜଟଣୀ: ଜଟଣୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ବିଜୟୀ ହୋଇଛନ୍ତି। ଜଟଣୀକୁ କଂଗ୍ରେସ ଗଡ଼ କୁହାଯାଇ ଆସୁଥିବା ବେଳେ ଏଠାରୁ ସୁରେଶ କୁମାର ରାଉତରାୟ ୬ଥର ବିଧାୟକ ହୋଇଥିଲେ। କିନ୍ତୁ ଏଥର ସେଥିରେ ପରିବର୍ତ୍ତନ ହୋଇଛି। ୨୦୦୯ ମସିହାରେ ବିଭୂତି ବଳବନ୍ତରାୟ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ସୁରଙ୍କ ଦୁଇପୁଅ ହାରିଲେ

ଭୁବନେଶ୍ବର: ଦଶନ୍ଧି ଦଶନ୍ଧି ଧରି ଅର୍ଜିଥିବା ପରିଚୟ ମାଟିରେ ମିଶିଲା। ଯେଉଁ ଦଳରେ ଶେଷ ଜୀବନ ଯାଏ ରହିବେ ବୋଲି ପଣ କରିଥିଲେ, ସେ ପଣ ରକ୍ଷା କରି ପାରିଲେ ନାହିଁ। ପୁତ୍ରମୋହରେ କଂଗ୍ରେସ ଛାଡ଼ି ବିଜେଡି ସମର୍ଥନରେ ବାହାରିଲେ। ଭାବିଥିଲେ, ନିଜ ରାଜନୀତିକ ସଫଳତାର ଯାତ୍ରା ପରେ ଦୁଇପୁଅଙ୍କୁ…
ଅଧିକ ଖବର ଦେଖନ୍ତୁ...

ଢାଲିଙ୍କୁ ପଛରେ ପକାଇଲେ ନବକିଶୋର

ବାଲିଅନ୍ତା: ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ବିଜେପିର ଅରବିନ୍ଦ ଢାଲିଙ୍କୁ ୨୧ ହଜାର ୪୭୩ ଭୋଟ୍‌ରେ ହରାଇ ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଜୟଦେବରେ ମୋଟ୍‌ ୧ ଲକ୍ଷ ୪୭ ହଜାର ୯୩୭ ( ୮୦. ୭୭ ପ୍ରତିଶତ) ମତଦାନ ହୋଇଥିଲା। ସେଥିମଧ୍ୟରୁ ନବକିଶୋର ୭୬,୭୯୦ ଭୋଟ…
ଅଧିକ ଖବର ଦେଖନ୍ତୁ...

କିଭଳି ବଦଳିଛି ଓଡ଼ିଶା ଅର୍ଥନୀତି

ଭୁବନେଶ୍ବର: ଦେଶର ପ୍ରାୟ ଅଧା ଖଣିଜ ପଦାର୍ଥ ଓଡ଼ିଶାରେ ଉତ୍ପାଦନ ହେଉଛି। ୨୦୧୯-୨୦ରେ ୪୩ ପ୍ରତିଶତ ଖଣିଜ ପଦାର୍ଥ ରାଜ୍ୟରୁ ଉତ୍ପାଦନ ହୋଇଥିଲା। ଇଣ୍ଡିଆ ରେଟିଂସ୍‌ର ଏକ ରିପୋର୍ଟ ଅନୁସାରେ ୨୦୨୨ ସୁଦ୍ଧା ଶେଷ ହୋଇଥିବା ଛଅଟି ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ଦ୍ବିଗୁଣିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆସିବ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ବର: ପ୍ରଚଳିତ ପ୍ରଥା ଅନୁସାରେ ନିର୍ବାଚନ ବର୍ଷଗୁଡ଼ିକରେ ଶାସନ କରୁଥିବା ପୁରୁଣା ସରକାର ଅନ୍ତରୀଣ ବଜେଟ୍‌ ବା କାମଚଳା ବଜେଟ୍‌ ଉପସ୍ଥାପନ କରିଥାନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍‌ ଘୋଷଣା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କିଛି ତାରକା ହିଟ୍‌, କିଛି ଫ୍ଲପ୍‌

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଓଲିଉଡ୍‌ ତାରକାମାନେ ବିଭିନ୍ନ କାରଣରୁ ବେଶ୍‌ ଚର୍ଚ୍ଚାରେ ଥିଲେ। ତାରକାଙ୍କ ଦଳ ବଦଳ, ଜିରୋ-ହିରୋ ପ୍ରସଙ୍ଗ ଏବଂ ନିର୍ବାଚନ ପ୍ରଚାରରେ ତାରକାଙ୍କର ଅଂଶଗ୍ରହଣ ଗତ ୪ ମାସ ହେବ ନୂଆ ନୂଆ ଚର୍ଚ୍ଚା ଆଣି ଦେଇଥିଲା। ଏଥର କିଛି ତାରକାଙ୍କୁ ଓଡ଼ିଶାର ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଫଳାଫଳ ପରେ ଜନମତ

ସାରା ଓଡ଼ିଶାରେ ବିଜେପିର ଜୟଜୟକାର ଶୁଭିଲା। ଭୁବନେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ତଥାପି ରାଜଧାନୀର ତିନି ବିଧାନସଭା ଆସନ- ଉତ୍ତର, ମଧ୍ୟ ଓ ଏକାମ୍ର ସହିତ ଜୟଦେବ ଓ ଜଟଣୀରେ ବିଜେଡି ଭଲ ପ୍ରଦର୍ଶନ କରିଛି। ଅତନ୍ତଃ…
ଅଧିକ ଖବର ଦେଖନ୍ତୁ...