ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ମଙ୍କଡ଼ିଂକୁ ନେଇ ଅଶ୍ବିନଙ୍କ ଅନ୍ତିମ ଚେତାବନୀ

ଦୁବାଇ: ଆଇପିଏଲ୍‌କୁ ‘ମଙ୍କଡ଼ିଂ’ ଭୁତ ପୁଣି ଥରେ ଫେରିଛି। ଏଥର ବି ଏହି ବିବାଦୀୟ ରନ୍‌ଆଉଟ୍ ସହ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ନାଁ ଯୋଡ଼ି ହୋଇଛି। ତେବେ ଗତଥର ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ମଙ୍କଡ଼ିଂ କରି ବିବାଦୀୟ ହୋଇ ପଡ଼ିଥିବା ଅଶ୍ବିନ ଏଥର ରୟାଲ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କୁ ପସନ୍ଦ ଅନୁଷ୍କାଙ୍କ କଳାଧଳା ରୂପ

ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଆଇପିଏଲ୍-୧୩ ଆରମ୍ଭ ହେବାର ଠିକ୍ ପୂର୍ବରୁ ହିଁ କୋହଲି ଏହି ଶୁଭଖବର ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ସେବେଠୁ ଅନୁଷ୍କା ଗର୍ଭବତୀ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ସୂଚୀ ଚୂଡାନ୍ତ: ନଭେମ୍ବର ୨୭ରେ ଟ୍ବେଣ୍ଟି-୨୦ରୁ ଶୃଙ୍ଖଳା ଆରମ୍ଭ; ଟେଷ୍ଟ୍‌ରେ ଶେଷ

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଉଭୟ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଏବଂ ବିସିସିଆଇ (ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ) ଆପାତତଃ ସୂଚୀ ଚୂଡାନ୍ତ କରିଛନ୍ତି। ସେହି ଗସ୍ତରେ ଭାରତ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ଟ୍ବେଣ୍ଟି-୨୦…
ଅଧିକ ଖବର ଦେଖନ୍ତୁ...

ଭୁବିଙ୍କ ବଦଳରେ ପୃଥ୍ବୀରାଜ

ଦୁବାଇ: ସନ୍‌ରାଇଜର୍ସର ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆହତ ହୋଇ ଆଇପିଏଲ୍‌ର ଅବଶିଷ୍ଟ ଭାଗରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିବା ପରେ ନବାଗତ ବାମହାତୀ ଦ୍ରୁତ ବୋଲର ପୃଥ୍ବୀରାଜ ୟାରାଙ୍କୁ ଦଳ ତାଙ୍କ ବଦଳ ଖେଳାଳି ଚୟନ କରିଛି। ଅକ୍ଟୋବର ୨ ତାରିଖରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ…
ଅଧିକ ଖବର ଦେଖନ୍ତୁ...

ସ୍ବିତୋଲିନାଙ୍କୁ ହରାଇ ସେମିରେ ପୋଡୋରୋସ୍କା

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍‌ରେ ପଦାର୍ପଣ କରିଥିବା ୧୩୧ ମାନ୍ୟତାପ୍ରାପ୍ତ ନାଦିଆ ପୋଡୋରୋସ୍କା ମଙ୍ଗଳବାର ମହିଳା ଏକକ ବର୍ଗରେ ବୃହତ୍‌ ବିପର୍ଯ୍ୟୟ ଘଟାଇ ଇତିହାସ ରଚିଛନ୍ତି। ଆର୍ଜେଣ୍ଟିନାର ଏହି ୨୩ ବର୍ଷୀୟା ଯୁବତୀ ତୃତୀୟ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରି…
ଅଧିକ ଖବର ଦେଖନ୍ତୁ...

ଦିନ ମଜୁରିଆ ଖେଳାଳିଙ୍କୁ କିସ୍‌ରେ ନିଯୁକ୍ତି

ଭୁବନେଶ୍ବର: ଏଣିକି ଆଉ ଦିନ ମଜୁରିଆ ଭାବେ କାମ କରିବାକୁ ପଡିବ ନାହିଁ ଜାତୀୟସ୍ତରର ଦୁଇ ମହିଳା କ୍ରୀଡ଼ାବିତ୍‌ଙ୍କୁ। ଜାତୀୟ ପଦକ ବିଜେତା ନୟାଗଡ ଜିଲ୍ଲାର ମହିଳା ରଗ୍‌ବି ଖେଳାଳି ସୁଜାତା ପ୍ରଧାନ ଓ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦୁଧଯୋରୀ ପଂଞ୍ଚାୟତର ମହିଳା ଫୁଟ୍‌ବଲ ଖେଳାଳି ଲକ୍ଷ୍ମୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ୍ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୪…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ…

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ତାଙ୍କର ଅପରାଜିତ ଅର୍ଦ୍ଧଶତକ (୭୯ ରନ୍‌, ୪୭ ବଲ୍‌, ୧୧ ଚୌକା, ୨ ଛକା) ବଳରେ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଆଜି ୨୦ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କୁ ହରାଇଲେ ଆୟର

ଦୁବାଇ: ଆଇପିଏଲ୍‌ର ଊନ୍ନବିଂଶ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଶ୍ରେୟସ୍ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ତା’ ସହ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି।…
ଅଧିକ ଖବର ଦେଖନ୍ତୁ...