ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି

ଭୁବନେଶ୍ବର : ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟକାନ୍ତ ଶତପଥୀଙ୍କୁ ରାୟଗଡ଼ା ଜିଲ୍ଲା ଆରଆଇସିକୁ ଗତ ଡିସେମ୍ବର ମାସରେ ବଦଳି ହୋଇଥିଲା। ପରେ ସେହି ଆଦେଶକୁ ସ୍ଥଗିତ ରଖାଯାଇଥିଲା। ସେହି ସ୍ଥଗିତାଦେଶକୁ ଉଠାଇ ତାଙ୍କୁ ରାୟଗଡ଼ା ଆରଆଇସିର ‌ସାଧାରଣ ପରିଚାଳକ ଭାବେ ବଦଳି ଆଦେଶ ହୋଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ।

ସମ୍ବନ୍ଧିତ ଖବର