ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ହବିଷ୍ୟାଳିଙ୍କ ପାଇଁ ହେବ ୭ ମହଲା କୋଠା

ଭୁବନେଶ୍ୱର : ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ପୁଣି ଦରଦ ଦେଖାଇଛନ୍ତି। ଗତ ବର୍ଷ ‘କାର୍ତ୍ତିକ ହବିଷ ବ୍ରତ ଯୋଜନା’ ଆରମ୍ଭ କରି ଦୁଇ ହଜାର ହବିଷ୍ୟାଳିଙ୍କୁ ମାଗଣା ରହିବା ଓ ଖାଇବା ବନ୍ଦୋବସ୍ତ କରିଥିଲେ। ଏ ବର୍ଷ ତିନି ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏବେ ସରକାର ଆଉ…
ଅଧିକ ଖବର ଦେଖନ୍ତୁ...

ବଦଳିବେ ମାଓ ମୁଖିଆ, ବଦଳିବ ରଣନୀତି

ମାଲକାନଗିରି : ବଦଳିବ ମାଓବାଦୀଙ୍କ ରଣନୀତି। ବଦଳିବେ ମାଓ ମୁଖିଆ। ମାଓ ନେତୃତ୍ୱ ବଦଳାଇବାକୁ ସଂଗଠନରେ ଚାଲିଛି ମାନସ ମନ୍ଥନ।ଏଥିସହିତ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ଟାର୍ଗେଟରେ ଓଡ଼ିଶା ରହିଥିବା ସୂଚନା ମିଳିଛି। ମାଓ ସଂଗଠନର କେନ୍ଦ୍ରୀୟ କମିଟିର ମୁଖ୍ୟ ମୁଲାପା ଲକ୍ଷ୍ମଣ ରାଓ ଓରଫ ଗଣପତି…
ଅଧିକ ଖବର ଦେଖନ୍ତୁ...

ଶୈଶବ ଶିକ୍ଷାରେ ଡୋରି

ଭୁବନେଶ୍ୱର : ଦରମା ବୃଦ୍ଧି ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ। ୨୫ ଦିନ ହେଲା ରାଜଧାନୀ ରାଜରାସ୍ତାରେ କର୍ମୀମାନେ ଦିନରାତି କାଟୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...

୨୦୧୭ର ‘କଥା’ ନବପ୍ରତିଭା ପୁରସ୍କାର ଘୋଷିତ

ଭୁବନେଶ୍ୱର : ଓଡ଼ିଆ ଗଳ୍ପର ନବଜାତକ ‘କଥା’ ପକ୍ଷରୁ ଆୟୋଜିତ ‘ନବପ୍ରତିଭା ପ୍ରତିଯୋଗିତା - ୨୦୧୭’ର ଫଳାଫଳ ଘୋଷଣା କରା ଯାଇଛି। ପ୍ରତିବର୍ଷ ଭଳି ବିଜୟୀ ନୂଆ କଥାକାରମାନଙ୍କର ଗଳ୍ପଗୁଡ଼ିକୁ ନେଇ ‘କଥା’ର ଅକ୍‌ଟୋବର ସଂଖ୍ୟା ‘ନବପ୍ରତିଭା ବିଶେଷାଙ୍କ’ ଭାବେ ମଧ୍ୟ ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ…
ଅଧିକ ଖବର ଦେଖନ୍ତୁ...

ପରବର୍ତ୍ତୀ ରିପୋର୍ଟ ଡିସେମ୍ବରରେ, ୧୫ ସଂସ୍ଥାକୁ ସାନି ନୋଟିସ୍‌

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ଆସନ୍ତା ଡିସେମ୍ବର ମାସରେ ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ଏହି…
ଅଧିକ ଖବର ଦେଖନ୍ତୁ...

ଜେଇଇ ମେନ୍‌ ନା ଓଜେଇଇ?

ନଭେମ୍ବରରୁ ଜେଇଇ ମେନ୍‌ ଲାଗି ନାମ ପଞ୍ଜୀକରଣ ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଅକ୍ଟୋବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ନଭେମ୍ବରରୁ ଆରମ୍ଭ ହେବ ନାମ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ତିନି ମୃତ

କୁତ୍ରା/ବାଲିଶଙ୍କରା/ ରାଇରଙ୍ଗପୁର: ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ହୋଇଛି। କୁତ୍ରା ବ୍ଲକ ପଞ୍ଚରା ପଞ୍ଚାୟତ ବେଲଡିହି ଗ୍ରାମରେ ଆଜି ଅପରାହ୍ନ ୨ଟାରେ ବଜ୍ରପାତ ଯୋଗୁଁ ଶିଶିର ଲାକଡ଼ା (୩୫)ଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେ ବର୍ଷା…
ଅଧିକ ଖବର ଦେଖନ୍ତୁ...

୨୮ ଏଏସ୍‌ପିଙ୍କ ବଦଳି

କଟକ : ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ୨୨ ଜଣ ଅଧିକାରୀଙ୍କ ସମେତ ପୁଲିସ ବିଭାଗର ୨୮ ଜଣ ଏଏସ୍‌ପିଙ୍କ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ଏଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଅଶୋକ କୁମାର ପଣ୍ଡିତଙ୍କୁ ଗୁଇନ୍ଦା ବିଭାଗ, ସନ୍ତୋଷ କୁମାର ମିଶ୍ରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ୟାମସୁନ୍ଦରଙ୍କୁ କାନ୍ଧେଇ ବୁଲୁଛନ୍ତି ପତ୍ନୀ

କୋରାପୁଟ : ଆରପିଏଫ୍‌ କର୍ମଚାରୀ ବାଡେଇ ଦୁଇ ଗୋଡ ଭାଙ୍ଗିଦେଲେ। ବିନା ଦୋଷରେ ପଙ୍ଗୁ ବନିଗଲେ। ଏହି କଥା କାହା ଆଗରେ କହିବା ପାଇଁ ଯିବାକୁ ମଧ୍ୟ ସେ ଅସମର୍ଥ। ଏହି ସମୟରେ ସାହାରା ପାଲଟିଛି ପତ୍ନୀଙ୍କ କାନ୍ଧ। ପତ୍ନୀଙ୍କ କାନ୍ଧରେ ବସି ନ୍ୟାୟର ଲଢେଇ ପାଇଁ ଆଗକୁ ବାହାରିଛନ୍ତି ଶ୍ୟାମ ସୁନ୍ଦର।…
ଅଧିକ ଖବର ଦେଖନ୍ତୁ...

ଭୋଗ ଖାଇ ଯୁବତୀ ମୃତ

ନୀଳଗିରି : ଲକ୍ଷ୍ମୀ ପୂଜା ଭୋଗ ଖାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗାଁର ରାଜା ବେହେରାଙ୍କ ଝିଅ ବେବି (୧୮)। ବେବି ଗତକାଲି ତାଙ୍କ ପଡ଼ୋଶୀଙ୍କ ଘରକୁ ଲକ୍ଷ୍ମୀପୂଜା ଭୋଗ ଖାଇବାକୁ ଯାଇଥିଲେ। ରାତିରେ ସେ ଅସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...