ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ନେଉଛନ୍ତି ଯେତିକି, ଫେରାଉଛନ୍ତି ଅଧିକ

ଭୁବନେଶ୍ୱର : ଅତିରିକ୍ତ ବଜେଟ୍‌ରେ ମନଇଚ୍ଛା ଦାବି କରୁଛନ୍ତି ବିଭାଗମାନେ। ହେଲେ ବର୍ଷଶେଷକୁ ଏତେ ଅର୍ଥ ଫେରାଉଛନ୍ତି ଯେ ତାହା ଅତିରିକ୍ତ ବଜେଟକୁ ବଳିଯାଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସଚିବମାନଙ୍କର ଏଭଳି କାର୍ଯ୍ୟକୁ ଆଉ କେହି ନୁହେଁ, ଖୋଦ୍‌ ଅର୍ଥ ବିଭାଗ ଆଙ୍ଗୁଠି…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ଦୁର୍ବଳ, ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଗତକାଲି ଉତ୍ତର ବଙ୍ଗୋପ ସାଗରର ଆଖପାଖରେ ଥିବା ଘୂର୍ଣ୍ଣିବଳୟ ଦିନକ ଭିତରେ ଲଘୁଚାପରୁ ଅବପାତରେ ପରିଣତ ହେବା ସହିତ ଅଧିକ ଘନୀଭୂତ ହୋଇଛି। ଏହା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ତେବେ ସମୁଦ୍ରରୁ  ସ୍ଥଳଭାଗକୁ ଗତି କରିଥିବାରୁ ଏହା ଦୁର୍ବଳ ହୋଇପଡ଼ିଛି। ସେଥିଲାଗି ଏହା…
ଅଧିକ ଖବର ଦେଖନ୍ତୁ...

ଭଙ୍ଗାହେବ ଅଶୋକା ମାର୍କେଟ୍‌

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ ସେଣ୍ଟର ପାଇଁ ଡିଜାଇନ୍‌ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ୧୫ଦିନ ପରେ ଅଶୋକା ମାର୍କେଟକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଜି ଅଶୋକା ମାର୍କେଟରେ ଦୋକାନ କରିଥିବା ୧୨୯ଜଣ ବ୍ୟବସାୟୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୨ ଗେଟ୍‌ ଖୋଲିଲା

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ହୀରାକୁଦର ବନ୍ଧର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଛି। ସୋମବାର ରାତି ୯ଟାରେ ହୀରାକୁଦ ଜଳସ୍ତର ୬୩୦.୪୫ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଜଳ ପ୍ରବେଶକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଦିନ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ସୁଦ୍ଧା ସବୁ ଗାଁକୁ ବିଜୁଳି

ଭୁବନେଶ୍ୱର : ରାଜ୍ୟରେ ଗତବର୍ଷ ବିଦ୍ୟୁତ ଯୋଗାଣ ଏବଂ ବ୍ୟାବସାୟିକ କ୍ଷତି ପରିମାଣ ୫% ହ୍ରାସ ପାଇଛି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅଧିକାରୀମାନେ ଏଭଳି ଦାବି ରଖିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ସାଇନ୍‌ ଡାଏ ଉଠିଲା : ବାଣୀବିହାର ପୁଣି ଅଶାନ୍ତ

ଭୁବନେଶ୍ୱର : ସାଇନ୍‌ ଡାଏ ଉଠିବା କ୍ଷଣି ପୁଣିଥରେ ଅଶାନ୍ତ ହୋଇଉଠିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ନିର୍ବାଚନ ଦାବିରେ ଛାତ୍ର ବିଜେଡିର ଆଶାୟୀ ସଭାପତି ପ୍ର୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଓ ସମର୍ଥକମାନେ ଆଜି ପୂର୍ବାହ୍ନରେ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଏସ୍‌ପିଏଲ୍‌ ଟାଉନସିପ୍‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଅନୁଗୁଳ : ଅନୁଗୁଳ ନିଶାଠାରେ ଥିବା ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ଵାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ଇସ୍ପାତ କାରଖାନା ଟାଉନସିପ୍‌ ପରିସରରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ଶୁଭ ପ୍ରତିଷ୍ଠା ହୋଇଛି। ସପ୍ତାହବ୍ୟାପୀ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ଯଜ୍ଞ ପରେ ଆଜି ବିଗ୍ରହଙ୍କର ପ୍ରାଣ…
ଅଧିକ ଖବର ଦେଖନ୍ତୁ...

ଦେଢ଼ ଘଣ୍ଟାରେ ୬ ବିମାନର ଜରୁରି ଅବତରଣ

ଭୁବନେଶ୍ୱର : କୋଲକାତାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ଆଜି ପୂର୍ବାହ୍ନରେ ପ୍ରବଳ ବର୍ଷା ଯୋଗୁଁ କୋଲକତା ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୬ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିଛି।…
ଅଧିକ ଖବର ଦେଖନ୍ତୁ...

ଅତିବଡ଼ୀଙ୍କ ପୀଠକୁ ବିପଦ ପ୍ରସଙ୍ଗ : ପୂର୍ବ ନିଷ୍ପତ୍ତିକୁ ମାନୁନାହାନ୍ତି ଜିଲ୍ଲାପାଳ

ପୁରୀ : ପବିତ୍ର ଓଡ଼ିଆ ଭାଗବତର ରଚନା ପୀଠ ସାତଲହଡ଼ି ମଠ ଏବେ ବିପଦରେ। ଏହାକୁ ଅନ୍ୟ କେହି ନୁହଁ, ଖୋଦ୍‌ ପ୍ରଶାସନ ବିପଦ ମୁହଁକୁ ଠେଲି ଦେଇଛି। ମଠର ଆୟବୃଦ୍ଧି ଆଳରେ ଏହା ପରିସରରେ ଥିବା ମୂଲ୍ୟବାନ ଜମିକୁ ବିଲ୍‍ଡରଙ୍କୁ ଟେକି ଦେବା ପାଇଁ ଯୋଜନା ହୋଇଛି। ଏମିତିକି ଏ ନେଇ ୨୦ ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...

ବିରୋଧ ଯୋଗୁଁ ନାଲ୍‌କୋ ପାଚେରୀ ନିର୍ମାଣ ବନ୍ଦ

କୋରାପୁଟ/ମାଥାଲପୁଟ : ନାଲ୍‌କୋ ପାଚେରୀ ନିର୍ମାଣକୁ ଆମ୍ବଗାଁର ଲୋକମାନେ ତୀବ୍ର ବିରୋଧ କରୁଛନ୍ତି। ଫଳରେ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଛି। ବିରୋଧ ତୀବ୍ର ହେବାରୁ ଏବଂ ଆଲୋଚନା ହୋଇ ନ ଥିବାରୁ ଆଜି କାମ ବନ୍ଦ କରି ଦିଆଯାଇଛି। ଅପରପକ୍ଷରେ ପାଚେରୀ ନିର୍ମାଣ ସ୍ଥାନରେ ୧୪୪ ଧାରା ବଳବତ୍ତର…
ଅଧିକ ଖବର ଦେଖନ୍ତୁ...