ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବିଜୁ ସେତୁ ଭୁଶୁଡ଼ିବା ଘଟଣା : ଏସ୍‌ଡିଓ, ଜେଇ ଗିରଫ

ବରଗଡ଼/ଥୁଆପାଲି : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ କମଳାକାନ୍ତ ତରିଆ ଏବଂ କନିଷ୍ଠ ଯନ୍ତ୍ରୀ ମନୋରଂଜନ ମହାପାତ୍ର ଗିରଫ ହୋଇଛନ୍ତି। ତହସିଲଦାରଙ୍କ ଏତଲା କ୍ରମେ ଭେଡ଼େନ ପୁଲିସ୍‌ କେସ୍‌ ନମ୍ବର ୧୮୦/୧୭ରେ ୩୩୭/୩୩୮…
ଅଧିକ ଖବର ଦେଖନ୍ତୁ...

ଶୀର୍ଷ ସ୍ତରରେ ହୀରାକୁଦ, ୩ ସ୍ଲୁଇସ୍‌ ଗେଟ୍‌ ଖୋଲା

ସମ୍ବଲପୁର : ସୋମବାର ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟ୍‌ରେ ପହଂଚିଛି। ଏହାକୁ ଦୃଷ୍ଟିରେ ରଖି ସକାଳେ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଥିବା ବେଳେ ରାତି ୯ଟାରେ ପୁଣି ଗୋଟିଏ ଗେଟ୍‌ ଖୋଲାଯାଇଥିଲା। ସର୍ବମୋଟ ୩ ଗେଟ୍‌ ଦେଇ କ୍ୟୁସେକ ଜଳ ମହାନଦୀରେ…
ଅଧିକ ଖବର ଦେଖନ୍ତୁ...

୮ ମାସର ଶିଶୁକୁ ଚେଙ୍କ

ଜୟପୁର : ପୁଣି ଜଣେ ଶିଶୁକୁ ଚେଙ୍କ ଚିକିତ୍ସା। ଜ୍ୱର ଓ ପେଟବ୍ୟଥା ପାଇଁ ୮ମାସର ନିଷ୍ପାପ ଶିଶୁକୁ ୧୫ଥର ଚେଙ୍କ ଦେଇଛି ଦିଶାରୀ। ସଚେତନତା ଅଭାବରୁ ପରିବାର ଲୋକ ହିଁ ଏମିତି ପାରଂପରିକ ଚିକିତ୍ସା କରାଇଛନ୍ତି। ତେବେ ଅବସ୍ଥା ବିଗିଡି ଯିବାରୁ ଶେଷରେ ଶିଶୁକୁ ବାଧ୍ୟ ହୋଇ ଜୟପୁର ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ଆଇସିୟୁରେ ପ୍ରଭାତ ବିଶ୍ୱାଳ

କଟକ : ଚିଟ୍‌ଫଣ୍ଡ ଲିଙ୍କ୍‌ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଆଜି ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦିନ ପ୍ରାୟ ସାଢେ ୧ଟା ବେଳେ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରୁ ଏସ୍‌ସିବି ଅଣାଯାଇଥିଲା। ଏଠାରେ ତାଙ୍କୁ ଟ୍ରମା ବିଲ୍ଡିଂର…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ୧୧ ଗୋରୁ ମୃତ

ଠାକୁରମୁଣ୍ଡା : ବଜ୍ରାଘାତ ଆଜି ଠାକୁରମୁଣ୍ଡା ପଞ୍ଚାୟତର ଚମକପୁର ମୌଜା (ଜୁଆଳିକଟା) ଗାଁରେ ୧୧ ଗୋରୁଙ୍କ ପ୍ରାଣ ନେଇଛି। ମୃତ ଗୋରୁଙ୍କ ମଧ୍ୟରେ ୪ଟି ବଳଦ ଓ ୭ଟି ଗାଈ ଅଛନ୍ତି। ଆଜି ମଧ୍ୟାହ୍ନରେ ଘଟିଛି ଏହି ଅଘଟଣ। ଏତେ ପ୍ରଚଣ୍ଡ ଓ ଭୟଙ୍କର ବଜ୍ରପାତ ଦେଖି ଲୋକେ ଛାନିଆ ହୋଇ ଯାଇଛନ୍ତି। ଖୋଲା…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହେବ ପ୍ରଭାତ ବିଶ୍ୱାଳ

ନୂଆଦିଲ୍ଲୀ: ସିସୋର ଚିଟଫଣ୍ଡ ମାମଲାରେ ଗିରଫ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ପ୍ରଭାତଙ୍କ ଅଣ୍ଟା ଓ ପେଟରେ ସମସ୍ୟା ରହିଛି । ୪ ଜଣିଆ ଡାକ୍ତରି ଟିମଙ୍କ ପରାମର୍ଶ କ୍ରମେ ପ୍ରଭାତ ବିଶ୍ୱାଳଙ୍କୁ କଟକ ଏସସିବି ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଏନେଇ…
ଅଧିକ ଖବର ଦେଖନ୍ତୁ...

୫ ମୋବାଇଲ ଲୁଟେରା ଗିରଫ: ୨ଟି ବାଇକ୍‌ ସହିତ ୪୧ଟି ମୋବାଇଲ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖର ପୁଲିସ ରବିବାର ଓ ସୋମବାର ୫ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରି ୪୧ଟି ମୋବାଇଲ ଫୋନ୍‌ ସହିତ ୨ଟି ବାଇକ୍‌ ଜବତ କରିଛି। ଗୋଟିଏ ବାଇକ୍‌ ନୀଳ-କଳା ରଙ୍ଗର ପଲସର ଥିବା ବେଳେ ଅନ୍ୟଟି ଲାଲ-କଳାର ୨୨୦ ପଲସର ରହିଛି (ନମ୍ବର ପ୍ଲେଟରେ ଲେଖା ହୋଇଛି ୟୋୟୋ)।…
ଅଧିକ ଖବର ଦେଖନ୍ତୁ...

ବିଜେବି କଲେଜରୁ ଉଠିଲା ସାଇନ-ଏ-ଡାଏ, ଅକ୍ଟୋବର ୧୦ରୁ ମିଡ୍‌ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ବିଜେବି ସ୍ୱଂଶାସିତ ମହାବିଦ୍ୟାଳୟରୁ ସୋମବାର ସାଇନ-ଏ-ଡାଏ ଉଠି ଦଶହରା ଛୁଟି ଆରମ୍ଭ ହୋଇଛି। ବିଜେବି ସ୍ୱଂଶାସିତ ମହାବିଦ୍ୟାଳୟ ଅକ୍ଟୋବର ୬ରେ ଖୋଲିବ ଓ ଅକ୍ଟୋବର ୧୦ରୁ ମିଡ୍‌ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିିଛି।
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଇଣ୍ଟେରିଅର୍‌ ଓଡ଼ିଶା ବ୍ୟତୀତ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ନିଆରା ପରମ୍ପରା: ୨୧ ଦିନ ଧରି କୁମାରୀମାନେ କରନ୍ତି ନେତକନ୍ୟା ଉତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହିଛି ଅନେକ ପରମ୍ପରା। ମହାପ୍ରଭୁଙ୍କ ପରମ୍ପରା ଖୁବ୍‌ ନିଆରା। ଆଶ୍ୱିନ ପ୍ରତିପଦଠାରୁ ସେବାୟତ ପରିବାରର ୧୦ ବର୍ଷରୁ କମ କୁମାରୀ କନ୍ୟାମାନେ ୨୧ ଦିନ ବ୍ୟାପି ପାଳନ କରିଥାନ୍ତି ନେତକନ୍ୟା ଉତ୍ସବ। ହରପାର୍ବତୀଙ୍କୁ ପୁଜା କରି ପରିବାରର ମଙ୍ଗଳ ସହିତ ଭଲ ଘର…
ଅଧିକ ଖବର ଦେଖନ୍ତୁ...