Browsing Tag

Cricket

ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ଷଷ୍ଠ ପୂର୍ବାଞ୍ଚଳ ଏବଂ ୨୫ତମ ଜାତୀୟ ଦୃଷ୍ଟିହୀନ ପ୍ରତିଯୋଗିତା ଲାଗି ରବିବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ପୂର୍ବାଞ୍ଚଳ ପ୍ରତିଯୋଗିତା ପଶ୍ଚିମବଙ୍ଗରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଏବଂ ଜାତୀୟ ପ୍ରତିଯୋଗିତା ୨୯ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ…

ଅଷ୍ଟ୍ରେଲିଆ କ୍ରିକେଟ ଟିମର ବସ ଉପରକୁ ଆକ୍ରମଣ ଘଟଣାରେ ୪ ଗିରଫ

ଗୌହାଟୀ: ଅଷ୍ଟ୍ରେଲିଆ ଟିମ୍‌ର ବସ ଉପରକୁ ପଥରମାଡ଼ ଅଭିଯୋଗରେ ଆସାମ ପୁଲିସ ଗୁରୁବାର ୪ଜଣଙ୍କୁ ଗିରଫ କରିଛି। ଗତ ମଙ୍ଗଳବାର ଆସାମର ଗୌହାଟୀ ଠାରେ ଟି-୨୦ ମ୍ୟାଚ ଖେଳାଯାଇଥିଲା। ମ୍ୟାଚରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟିମ୍‌ ରାତିରେ ହୋଟେଲକୁ ଫେରିବା ରାସ୍ତାରେ ଆକ୍ରମଣର ଶିକାର ହୋଇଥିଲେ।…

ପାକିସ୍ତାନ ଯିବାକୁ ଶ୍ରୀଲଙ୍କା ଖେଳାଳି ଅମଙ୍ଗ

କଲମ୍ବୋ: ଲାହୋର ଆତଙ୍କାବାଦୀ ଆକ୍ରମଣ ଘଟଣାକୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ଲୋମଟାଙ୍କୁରା ଘଟଣାର ଭୟ ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା ଖେଳାଳିଙ୍କ ମନରୁ ଲିଭିନାହିଁ। ଏପରିକି ସେମାନେ ପାକିସ୍ତାନ ଯାଇ ସେଠାରେ କ୍ରିକେଟ୍‌ ଖେଳିବାକୁ ସୁରକ୍ଷିତ ମନେ କରୁ ନାହାନ୍ତି। ସେଥିପାଇଁ ସଂପ୍ରତି…

ଟେଷ୍ଟ୍‍ ଓ ଦିନିକିଆ ଲିଗ୍‌କୁ ସବୁଜ ସଙ୍କେତ

ଦୁବାଇ/ଅକଲାଣ୍ଡ୍‌: ଟେଷ୍ଟ୍‍ କ୍ରିକେଟ୍‌ ଓ ଦିନିକିଆ କ୍ରିକେଟ୍‌ର ରୋମାଞ୍ଚକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଅଧିକ ଗ୍ରହଣୀୟ କରିବା ଲକ୍ଷ୍ୟରେ ଆଇସିସି ବଡ଼ ନିଷ୍ପତ୍ତି ନେଇଛି। ଏହି ଉଭୟ ଶ୍ରେଣୀୟ କ୍ରିକେଟ୍‌ରେ ଲିଗ୍‌ ଆରମ୍ଭ କରିବା ଲାଗି ଶୁକ୍ରବାର ନୀତିଗତ ନିଷ୍ପତ୍ତି ନେଇଛି ଆଇସିସି…

ବାବରଙ୍କ ଶତକ: ପାକିସ୍ତାନ ବିଜୟୀ

ଦୁବାଇ: ଟେଷ୍ଟ୍‍ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିଥିବା ଶ୍ରୀଲଙ୍କା ଦିନିକିଆରେ ଆଣ୍ଠେଇ ପଡ଼ିଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ପାକିସ୍ତାନ ୮୩ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ…

ଯେଉଁ ପିଲାଙ୍କୁ ଦିନେ ପୁରସ୍କାର ଦେଇଥିଲେ, ତାଙ୍କର ଅଧିନାୟକତ୍ୱରେ ଅବସର ନେବେ ନେହେରା

ନୂଆଦିଲ୍ଲୀ: ନେହେରା କୋଟଲା ଷ୍ଟାଡିୟମରେ ଅତୀତରେ ଜଣେ ଭଲ ଖେଳାଳିଙ୍କୁ ପୁରସ୍କାର ଦେଇଥିଲେ, ଏବେ କିନ୍ତୁ ସେହି ଖେଳାଳିଙ୍କ ଅଧିନାୟକତ୍ୱରେ କ୍ରିକେଟକୁ ଅଲବିଦା(ବିଦାୟ) କହିବେ। ବିଗତ ଦିନର ସେହି ପିଲା ଆଉ କେହି ନୁହେଁ, ସେ ହେଉଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ବିରାଟ ଓ…

ରୋମାଞ୍ଚକ ହେବ ଟେଷ୍ଟ କ୍ରିକେଟ: ଚମ୍ପିଅନସିପ୍‌ ଖେଳିବେ ୯ଟି ଦେଶ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଏଣିକି ଟେଷ୍ଟ ବିଶ୍ୱ ଚମ୍ପିଅନସିପ୍‌ ଓ ଦିନିକିଆ ଲିଗ ଭଳି ଟୁର୍ଣ୍ଣାମେଣ୍ଟ ହେବ। ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭ ରିଚାର୍ଡସନ୍‌ ଶୁକ୍ରବାର ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ବିଗତ କିଛି ବର୍ଷ ହେବ ଆଇସିସି…

ଟ୍ରଫି ଟକ୍କର: ଆଜି ତୃତୀୟ ଟେ୍ଵଣ୍ଟି-୨୦

ହାଇଦ୍ରାବାଦ: ଗୌହାଟୀ ଟେ୍ଵଣ୍ଟି-୨୦କୁ ଅଷ୍ଟ୍ରେଲିଆ ଜିତିବା ପରେ ଶୁକ୍ରବାର ଏଠାରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ସ୍ତରରେ ଥିବାରୁ ଆସନ୍ତାକାଲି ଯିଏ ଜିତିବ ସିଏ ଶୃଙ୍ଖଳାର ଶ୍ରେଷ୍ଠ ଦଳ ମାନ୍ୟତା…

ଭାରତ-ନ୍ୟୁଜିଲାଣ୍ଡ ସୀମିତ ଓଭର ଶୃଙ୍ଖଳା ୨୨ରୁ

ମୁମ୍ବାଇ: ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ୩ ଲେଖାଏଁ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ନ୍ୟୁଜିଲାଣ୍ଡ୍‌ ଦଳ ଗୁରୁବାର ସ୍ୱଦେଶ ଛାଡ଼ିଛି। ଏହି ଅବସରରେ ଅଭିଜ୍ଞ ମାର୍ଟିନ୍‌ ଗପ୍ଟିଲଙ୍କ ସହିତ ଲମ୍ବା ସଟ୍‌ ଖେଳୁଥିବା ବାମହାତୀ କଲିନ୍‌ ମୁନ୍‌ରୋ ପାଳି ଆରମ୍ଭ…

ନୂଆ ନିୟମକୁ ନେଇ ଦ୍ୱନ୍ଦ୍ୱରେ ଦୁଇ ଦଳ

ରାଞ୍ଚି: ଭାରତ-ଅଷ୍ଟ୍ରେଲିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଆଇସିସି ନୂଆ କ୍ରିକେଟ୍‌ ନିୟମକୁ ଲାଗୁ କରିଥିଲା ବେଳେ ଏହାକୁ ନେଇ ଉଭୟ ଦଳର ଖେଳାଳି ଦ୍ୱନ୍ଦ୍ୱ ଓ ଆଶଙ୍କାରେ ରହିଛନ୍ତି। ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅରୋନ ଫିଞ୍ଚ ଗସ୍ତ ଅଧାରୁ ଆଇସିସି ନୂଆ ନିୟମ ଲାଗୁ ହେବା ନେଇ…