Daily Archives

October 8, 2017

୧୦ ତାମିଲ ମତ୍ସ୍ୟଜୀବୀ ଗିରଫ

ରାମେଶ୍ୱରମ୍‌(ତାମିଲନାଡୁ): ଶ୍ରୀଲଙ୍କାର ସାମୁଦ୍ରିକ ସୀମା ଭିତରକୁ ପଶିଯାଇଥିବା ତାମିଲନାଡୁର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଆଜି ଶ୍ରୀଲଙ୍କା ନୌସେନା ଗିରଫ କରିଛି। ନାଗପଟ୍ଟିନାମ୍‌ ଜିଲ୍ଲାର ଏହି ମତ୍ସ୍ୟଜୀବୀମାନେ ଗତ ଦଶ ଦିନ ହେଲା ଗଭୀର ସମୁଦ୍ରରେ ମାଛ ଧରି ଆସୁଥିଲେ। ତେବେ ସେମାନେ…
ଅଧିକ ଖବର ଦେଖନ୍ତୁ...

୩୭ କେଜି ଗଞ୍ଜେଇ ଓ କାର ଜବତ, ୩ ଗିରଫ

ସୋନପୁର : ସୋନପୁର ପୁଲିସ ଚଢ଼ଉ କରି ୩୭ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂଲିସ ସୂତ୍ରରୁ ପ୍ରକାଶ, ମନମୁଣ୍ଡା ପଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍‌ପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୁଲିସ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରୁ ପଡ଼ି ଯୁବକଙ୍କ ୨ ଗୋଡ଼ କଟିଲା

ବ୍ରଜରାଜନଗର : ରବିବାର ଅପରାହ୍‌ଣ ୨ଟା ସମୟରେ ସାଉଥ ବିହାର ଏକ୍ସପ୍ରେସ ଟ୍ରେନରୁ ଖସି ପଡ଼ି ଜଣେ ଯୁବକଙ୍କ ଦୁଇଟି ଯାକ ଗୋଡ଼ କଟିଯାଇଛି। ଝାରସୁୁଗୁଡ଼ା ସିରିଆ ବଗିଚା ନିକଟରେ ସକାଳୁ ଟ୍ରେନ୍‌ରୁ ଖସି ପଡ଼ିବା ଯୋଗୁଁ ବନଜାରୀ ନାମକ ୩୦ ବର୍ଷ ବୟସ୍କ ଉକ୍ତ ଯୁବକଙ୍କ ଗୋଡ଼ କଟିଯାଇଛି। ତାଙ୍କୁ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ପ୍ରାକ୍ତନ ଆଫଗାନ୍‌ ରାଷ୍ଟ୍ରପତି କାରଜାଇଙ୍କ ଅଭିଯୋଗ: ଆମେରିକା ସେନା ଆଇଏସ୍‌କୁ ସହଯୋଗ କରୁଛି

କାବୁଲ୍‌(ଆଫଗାନିସ୍ତାନ) : ଆଫଗାନିସ୍ତାନରେ ନିୟୋଜିତ ଥିବା ଆମେରିକା ସେନାବାହିନୀ ଆତଙ୍କବାଦୀ ସଂଗଠନ ଆଇଏସ୍‌କୁ ସହଯୋଗ କରୁଛି ବୋଲି ଆଫଗାନିସ୍ତାନର ପ୍ରାକ୍ତନ ରାଷ୍ଟ୍ରପତି ହମିଦ କାରଜାଇ ଅଭିଯୋଗ ଆଣିଛନ୍ତି। ଋଷିଆ ଟୁଡେ ପତ୍ରିକାକୁ ଦେଇଥିବା ଏକ ବିବାଦୀୟ ସାକ୍ଷାତକାରରେ କାରଜାଇ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବାଇକକୁ ଧକ୍କା ଦେଇ ଓଲଟିଲା ସରକାରୀ ବସ୍‌

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଯୁରୀରେ ରବିବାର ଅପରାହ୍‌ଣ ୩ଟାରେ ଏକ ବାଇକ୍‌କୁ ଧକ୍କା ଦେଇ ନବରଙ୍ଗପୁରରୁ ବରଗଡ଼ ଫେରୁଥିବା ସରକାରୀ ବସ୍‌ ଓଲଟି ପଡ଼ିଥିଲା। ଫଳରେ ବାଇକ୍‌ ଆରୋହୀ ପ୍ରଦୀପ ମହାଲିଙ୍ଗ (୨୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର…
ଅଧିକ ଖବର ଦେଖନ୍ତୁ...

କେରଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବର୍ଷାରେ ବିନା ଛତାରେ ନେଲେ ସଲାମୀ

ଥିରୁଅନନ୍ତପୁରମ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ପ୍ରଥମ ଥର ପାଇଁ କେରଳ ଗସ୍ତରେ ଯାଇଛନ୍ତି। କୋବିନ୍ଦ ଥିରୁଅନନ୍ତପୁରମରେ ପହଞ୍ଚିବା ପୂର୍ବରୁ ବର୍ଷା ହେଉଥିଲା। ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ପାଇଁ କେରଳର ରାଜ୍ୟପାଳ ପି ସଦାଶିବମ୍‌ ଓ ମୁଖ୍ୟମନ୍ତ୍ରୀ ପି ବିଜୟନ ସମେତ ଅନ୍ୟ ନେତା…
ଅଧିକ ଖବର ଦେଖନ୍ତୁ...

ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା ରବିବାର ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ହାଂସଦାଙ୍କ ସ୍ପାଇନାଲ କଡ଼ରେ ସମସ୍ୟା ଥିବାରୁ ସେ ଅସୁୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ନାଗ ହତ୍ୟା କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଦଂଶନ କରି ପ୍ରତିଶୋଧ ନେଲା ନାଗୁଣୀ!

କାନପୁର: କାନପୁରର କିଶନପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତପୂର୍ବକ ଘଟଣା। ବିଶ୍ୱାସ ନହେଲେ ବି କଥାଟି ପୂରା ସତ। ନାଗକୁ ମାରିଲେ ନାଗୁଣୀ କିମ୍ବା ନାଗୁଣୀକୁ ମାରିଲେ ନାଗ ପ୍ରତିଶୋଧ ନେବା କଥା ଆପଣ ହୁଏକ କେଉଁ ବହିରେ ପଢ଼ିଥିବେ ନହେଲେ ସିନେମାରେ ଦେଖିଥିବେ। ମାତ୍ର ସେପରି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲା ଖୋଲି ଭାବେ କହିଲେ କିଙ୍ଗ୍‌ଖାନ୍‌!

ମୁମ୍ବାଇ: ରିଲ୍‌ରେ ଆକର୍ଷଣୀୟ ଲଭ୍‌ ବୟ ସାଜୁଥିବା କିଙ୍ଗ୍‌ଖାନ୍‌ ଶାହାରୁଖ ରିୟଲ୍‌ରେ ବି କିଛି କମ୍‌ ନୁହଁନ୍ତି। ପତ୍ନୀ ଗୌରୀଙ୍କ ସହ ଶାହାରୁଖଙ୍କ ସୁନ୍ଦର ବୈବାହିକ ଜୀବନ କାହାକୁ ବା ଅଛପା! ବଲିଉଡ କିଙ୍ଗ ଖାନଙ୍କ ସହ ଜଡିତ ଅନେକ କଥା ଶୁଣିବା ଓ ଜାଣିବା ପାଇଁ ଲୋକଙ୍କଠାରେ ଗଭୀର ଉତ୍ସାହ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌କୁ ଧକ୍କା ଦେଲା ଟ୍ରକ, ଟ୍ରେନ ଡ୍ରାଇଭରଙ୍କ ମୃତ୍ୟୁ

ଫିରୋଜପୁର: ସାଧାରଣତଃ ଟ୍ରକ ଉପରକୁ ଟ୍ରେନ ଚଢ଼ିଲେ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ହେବା ଘଟଣା ଆମେ ଅନେକ ଥର ଶୁଣିଛେ, ମାତ୍ର ପଞ୍ଜାବର ଫିରୋଜପୁର ଅଞ୍ଚଳରେ ରବିବାର ଓଲଟା ଘଟଣା ଦେଖାଯାଇଛି। ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଜଗୁଆଳି ବିହୀନ ଏକ ଲେଭେଲ କ୍ରସିଂରେ ଡେମୁ ଟ୍ରେନ୍‌କୁ ଧକ୍କା…
ଅଧିକ ଖବର ଦେଖନ୍ତୁ...