Daily Archives

November 5, 2017

ବିହାର: ଦୁଇଟି ବଡ଼ଧରଣର ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ

ପାଟନା: ବିହାରରେ ରବିବାର ଗୋଟିଏ ଦିନରେ ଦୁଇଟି ବଡ଼ ଧରଣ ଦୁର୍ଘଟଣା ଘଟି ୧୨ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକକୁଳ ବାତାବରଣ ଦେଖାଦେଇଛି। ଗୋଟିଏ ପଟେ ହାଜିପୁର ଗଙ୍ଗା ନଦୀରେ ଗାଧୋଉଥିବା ସମୟରେ ୯ଜଣ ବୁଡି ଯାଇ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟପଟେ ସମସ୍ତିପୁରରେ ୧୨ଜଣକୁ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ମୃତ

ଦେବଗଡ଼: ଟାଉନ ଥାନା ଅନ୍ତର୍ଗତ ରୋଜାମୁଣ୍ଡାରେ ରବିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ନମ୍ବର ୪୯ କଡ଼ରେ ଥିବା ପାନ ଦୋକାନରୁ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଲରେ ହିଁ ରୋଜାମୁଣ୍ଡା ଗ୍ରାମର ସୁରେଶ ପାତ୍ରଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

‘ବିଗ୍‌ ବସ୍‌-୧୧’ ପାଲଟିଛି ଫ୍ୟାସନ ଡିଜାଷ୍ଟର!

ମୁମ୍ବାଇ: କର୍ଲସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ‘ବିଗ୍‌ ବସ୍‌’ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରତିଯୋଗୀମାନଙ୍କର ନିଜ ନିଜ ଭିତରେ ଝଗଡ଼ା ହେଉ ବା ପ୍ରେମ ସଂପର୍କ ହେଉ ସବୁ ବେଳେ ଖବରରେ ରହିଥାଏ ଏହି ସୋ’। ପୂର୍ବବର୍ଷ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ବାବା ଓମ୍‌ ।…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ପୁଣି ଆଖିବୁଜିଲେ ଆଉ ଜଣେ ଚାଷୀ

ବରଗଡ଼: ଚାଷୀ ଆତ୍ମହତ୍ୟା ଘଟଣା ଜାରି ରହିଛି। ଚାରି ଦିନ ତଳେ ବରଗଡ଼ ଜିଲ୍ଲାରେ ବୃନ୍ଦା ସାହୁ କ୍ଷେତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ରବିବାର ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସୋହେଲା ବ୍ଲକ ପଣିକିପାଲୀ ଗ୍ରାମର ଭକ୍ତ ଭୁଏ ଆତ୍ମହତ୍ୟା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତୀ’ର ସଫଳତା ପାଇଁ ଦୀପିକା ଦେଲେ ପାର୍ଟି, ନଜର ଆସିଲେ ଅନେକ କଳକାର!

ମୁମ୍ବାଇ: ‘ପଦ୍ମାବତୀ’ର ଟ୍ରେଲର ଏବଂ ଘୁମର ସଂଗୀତର ସଫଳତା ପାଇଁ ଦୀପିକା ପାଦୁକୋନ ନିଜ ମୁମ୍ବାଇସ୍ଥିତ ଘରେଏକ ଗ୍ରାଣ୍ଡ ପାର୍ଟି ଦେଇଛନ୍ତି। ‘ପଦ୍ମାବତୀ’ ଚଳଚ୍ଚିତ୍ର ଡିସେମ୍ବର ୧ ରେ ରିଲିଜ ହେବାକୁ ଥିବା ବେଳେ ଏହାର ଟ୍ରେଲରକୁ ସୋସିଆଲ ମିଡିିଆରେ ଇତି ମଧ୍ୟରେ ୫୦ ଲକ୍ଷ ଦର୍ଶକ…
ଅଧିକ ଖବର ଦେଖନ୍ତୁ...

ବିମାନ ବନ୍ଦରରେ ଅଟକ ରହିଲେ  ୧୦,୫୭,୩୮୮ ଟଙ୍କାର ୧୧ଟି ଆଇଫୋନ ଏକ୍ସ ଧରିଥିବା ଯାତ୍ରୀ

ମୁମ୍ବାଇ : ବଜାରରେ ଅଧିକ ଦାମରେ ବିକ୍ରି ହେଉଥିବା ସ୍ମାର୍ଟଫୋନ ଆଇଫୋନ ଏକ୍ସ  ଧରି ଯାଉଥିବାରୁ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କୁ ଅଟକ ରାଖାଯାଇଛି। କଥାଟି ଆଶ୍ଚଯ୍ୟର୍ ଲାଗୁଥିଲେ ମଧ୍ୟ ସତ୍ୟ।  ମୁମ୍ବାଇ ଛତ୍ରପତି ଶିବାଜୀ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜଣେ ବ୍ୟକ୍ତି ୧୧ଟି ଆଇଫୋନ…
ଅଧିକ ଖବର ଦେଖନ୍ତୁ...