Daily Archives

November 14, 2017

କଣ୍ଟାମାଳ ବନାଞ୍ଚଳ: ୨ ହାତୀ ଦାନ୍ତ ଉଦ୍ଧାର, ୨ ମାଫିଆ ଗିରଫ

କଣ୍ଟାମାଳ: ବୌଦ୍ଧ ବନଖଣ୍ଡ କଣ୍ଟାମାଳ ଫରେଷ୍ଟ ରେଞ୍ଜ ବୌଦ୍ଧ-ଫୁଲବାଣୀ ସୀମାନ୍ତର ମାତାକୁପା ରିଜର୍ଭ କମ୍ପାର୍ଟମେଣ୍ଟ ଅଞ୍ଚଳରୁ ଜଙ୍ଗଲ ବିଭାଗ ଦ୍ୱାରା ୨ ଖଣ୍ଡ ହାତୀ ଦାନ୍ତ ଉଦ୍ଧାର କରାଯାଇଛି। ଏଥିରେ ସଂପୃକ୍ତ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସୂତାନୀ ଗାଁର ସୁନାଭ ବଘାର(୩୫)…
ଅଧିକ ଖବର ଦେଖନ୍ତୁ...

ରୋହିଙ୍ଗ୍ୟା ଶରଣାର୍ଥୀ ସ୍ୱଦେଶ ଫେରିବେ!

ମାନିଲା(ମାଲେସିଆ) : ନିଜ ଦେଶ ମିଆଁମାର ଛାଡ଼ି ପଳାୟନ କରିଥିବା ରୋହିଙ୍ଗ୍ୟା ମୁସ୍‌ଲିମ୍‌ମାନେ ପୁଣି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର ଆଶା ସଂଚାର ହୋଇଛି। ଏଥି ପାଇଁ ମିଆଁମାର୍‌ର ଶାସନ ମୁଖ୍ୟ ତଥା କାଉନ୍‌ସେଲର ଅଙ୍ଗ ସାନ୍‌ ସୁ କିଙ୍କ ଉପରେ ଆନ୍ତର୍ଜାତିକ ଚାପ ବଢ଼ିବାରେ ଲାଗିଛି। ଏଠାରେ…
ଅଧିକ ଖବର ଦେଖନ୍ତୁ...

୨୦୧୮ ଜନରାଜ୍ୟ ଦିବସରେ ଆସିଆନ ନେତାଗଣ ମୁଖ୍ୟ ଅତିଥି ହେବେ

ମାନିଲା : ୨୦୧୮ ଜନରାଜ୍ୟ ଦିବସରେ ଆସିଆନର ୧୦ଟି ରାଷ୍ଟ୍ର ନେତା ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆସିଆନ୍‌ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ଭାରତ ସମସ୍ତ ଆସିଆନ୍‌ ନେତାଙ୍କୁ ହୃଦୟର ସହ ସ୍ୱାଗତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

ବୁର୍ଲା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ଗାଁର ଅଯୋଧ୍ୟା ପୋଢଙ୍କ ଝିଅ ଭାରତୀ ପୋଢ(୨୮)ଙ୍କ ନିଆଁରେ ପୋଡି ମୃତ୍ୟୁ ହୋଇଛି। ଗତ ୮ ତାରିଖ ରାତି ୧୧ଟାରେ ସେ ପାଣି ଗରମ କରୁଥିବା ବେଳେ ଗ୍ୟାସ ନିଆଁ ତାଙ୍କ ଦେହରେ ଲାଗିଯିବାରୁ ଶରୀର ପ୍ରାୟ ୪୦ ପ୍ରତିଶତ ଅଂଶ ପୋଡି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଏକତରଫା ପ୍ରେମ କାଳ ହେଲା: ଚେନ୍ନାଇରେ ମହିଳାଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ହତାଶ ପ୍ରେମିକ

ଚେନ୍ନାଇ: ଚେନ୍ନାଇର ଜଣେ ହତାଶ ଯୁବକ ପ୍ରେମରେ ବିଫଳ ହୋଇ ଜଣେ ମହିଳାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛି। ମହିଳା ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା। ଉକ୍ତ ମହିଳାଙ୍କ ନାଁ ସିନ୍ଦୁଜା। ସେ ଚେନ୍ନାଇର ଆଡମ୍ବକମ୍‌…
ଅଧିକ ଖବର ଦେଖନ୍ତୁ...

ଜାଲ ଟିଡିଆର ମାମଲା: ବଣ୍ଟି ଅଗ୍ରଓ୍ଵାଲ ସହ ବାପା ଓ ପତ୍ନୀକୁ ନେଇ ନୂଆପଡ଼ାରେ ପହଞ୍ଚିଲା ପୁଲିସ

ନୂଆପଡ଼ା: ବ୍ୟାଙ୍କ ଡିଡିଆର ଜମାରେ ଚଞ୍ଚକତା କରି ପୂର୍ତ୍ତ ଓ ଗ୍ରାମ ଉନ୍ନୟନ ବିଭାଗରୁ କୋଟି କୋଟି ଟଙ୍କାର ଠିକା କାମ ହାତେଇଥିବା କଳାହାଣ୍ଡିର ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲ, ବାପା ରାଜେନ୍ଦ୍ର ଅଗ୍ରଓ୍ଵାଲ ଓ ପତ୍ନୀ ସବିତା ଦେବୀଙ୍କୁ ହରିଆଣା ରାଜ୍ୟ ଭିବାନୀ ଜିଲ୍ଲା ହୁଡସିଟି…
ଅଧିକ ଖବର ଦେଖନ୍ତୁ...

ସୁଖୋଇ-୩୦ରୁ ପରୀକ୍ଷା ହେବ ବ୍ରହ୍ମୋସ୍‌

ନୂଆଦିଲ୍ଲୀ: ଭାରତ ସୁଖୋଇ-୩୦ ପରି ଲଢ଼ୁଆ ବିମାନରୁ ଅଣୁ ଅସ୍ତ୍ର ପରିବାହୀ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ବ୍ୟାବହରିକ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ଚଳିତ ମାସର ଶେଷ ଆଡ଼କୁ ହେବାକୁ ଥିବା ଏହି ପରୀକ୍ଷଣ ସଫଳ ହେଲେ ଏହି ସମନ୍ଵିତ ସୁଖୋଇ-ବ୍ରହ୍ମୋସ୍‌ ପ୍ରଣାଳୀକୁ…
ଅଧିକ ଖବର ଦେଖନ୍ତୁ...

କୁଲଗାମ୍‌ ଏନକାଉଣ୍ଟର:ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଜଣେ ଆତଙ୍କବାଦୀ ନିପାତ ହୋଇଛି। କୁଲଗାମ୍‌ ଜିଲ୍ଲାର ନୌବାଗକୁଣ୍ଡ୍‌ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଥିବା ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ବନ୍ଧୁକ ଲଗାଇ ଭୁଜାଲିରେ ଆକ୍ରମଣ, ସ୍କୁଟି ଲୁଟ୍‌

ଫୁଲନଖରା: ଏକ ଦୈନିକ ଖବରକାଗଜରେ କାର୍ଯ୍ୟରତ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମର ଚନ୍ଦ୍ରମଣି ପରିଡା (୪୫) ଆଜି ସକାଳେ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଳଗାଇ ଭୟଭୀତ କରିବା ସହ ଭୁଜାଲିରେ ଆକ୍ରମଣ କରି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ (୩୫)ଙ୍କ ବିଦ୍ୟୁତ୍‌ ସ୍ପର୍ଶରେ ମୃତ୍ୟୁ ଘଟିଛି। ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ ଆଜି ସକାଳ ୯ଟା ସମୟରେ ନିଜ ଚାଷ ଜମିକୁ ଧାନ କାଟିବା ନିମନ୍ତେ ଯାଉଥିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡି…
ଅଧିକ ଖବର ଦେଖନ୍ତୁ...