Daily Archives

January 4, 2018

ଲାଲୁ କହିଲେ, ‘ଜେଲ୍‌ରେ ବହୁତ ଥଣ୍ଡା!’ ଜଜ୍‌ କହିଲେ, ‘ତାବଲା ବଜାଅ!’

ପାଟନା: ‘ଭେଟେରାନ୍‌’ ରାଜନେତା ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ସ୍ୱଭାବରେ ବନ୍ଧା! କୌଣସି ପରିସ୍ଥତିରେ ତାଙ୍କୁ କେବେ ବି ବିଚଳିତ ହୋଇପଡ଼ିବା ଦେଖିବାକୁ ମିଳି ନ ଥାଏ। ସବୁବେଳେ ସେ ତାଙ୍କର କୌତୁକିଆ ମିଜାଜ୍‌ ଓ ଅନ୍ଦାଜ୍‌ରେ ମସଗୁଲ୍‌ ଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାବସ୍ଥାରେ ପୁଅଝିଅ ପାଖ ଛାଡ଼ିଦେଲେ : ଶେଷରେ ଆତ୍ମହତ୍ୟାର ପଥ ବାଛିନେଲେ ଅସହାୟ ଦମ୍ପତି

ଚେନ୍ନାଇ: ତାମିଲନାଡ଼ୁରେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦପୂର୍ଣ୍ଣ ଅଭାବନୀୟ ଘଟଣା। ନିଜ ଜନ୍ମିତ ସନ୍ତାନମାନଙ୍କ ଦ୍ୱାରା ଅବହେଳିତ ହେବାପରେ ଶେଷରେ ଅନନ୍ୟେପାୟ ହୋଇ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି ଏକ ବୃଦ୍ଧ ଦମ୍ପତି। ଚେନ୍ନାଇ ସହର ନିକଟବର୍ତ୍ତୀ ପୋରୁର୍‌…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨ ମିନିଟ୍‌ରେ ଗାଧୋଇବାକୁ ଭାରତୀୟ ଖେଳାଳିଙ୍କୁ କୁହାଗଲା, କାହିଁକି ଜାଣନ୍ତୁ …

କେପଟାଉନ (ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକାଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା କାଲିଠାରୁ କେପଟାଉନଠାରେ ନିଜର ପ୍ରଥମ ଟେଷ୍ଟ ଖେଳିବ । ଭାରତୀୟ ଦଳ ପଡ଼ିଆରେ ଦୂର୍ଦ୍ଦଷ ଦକ୍ଷିଣ ଆଫ୍ରିକା ବୋଲରଙ୍କ ସାମନା କରିବାକୁ ଯାଉଛି । ଏହାକୁ ନେଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଚିନ୍ତା…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଡ୍ରେସ ସିଲାଇ ବିଲ ପାସ୍ କରିଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ

ଭଦ୍ରକ: ପାଖାପାଖି ୬୦,୦୦୦ ଟଙ୍କା ମାସିକ ଦରମା ମିଳୁଥିଲେ ବି ଏତିକିରେ ସନ୍ତୁଷ୍ଟ ନ ଥିବା ପ୍ରଧାନଶିକ୍ଷୟିତ୍ରୀ ଶେଷରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଜେଲ ଯାଇଛନ୍ତି। ଚାକିରିରୁ ଅବସର ନେବା ଆଉ ୨ ବର୍ଷ ବାକି ଥିବା ବେଳେ ଗୁରୁବାର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

‘ଏହି ଅଜଣା ବ୍ୟକ୍ତି ମୋ ଭଉଣୀ ଜନ୍ମଦିନ କେକର ଟଙ୍କା ଦେଇଥିଲେ,ପରିଚୟ ଜାଣି ଆଖିରୁ ଲୁହ ଝରି ପଡ଼ିଲା’

ନୂଆଦିଲ୍ଲୀ: ଆମେରିକାର ଏରିଜୋନା ସହରରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଆଖି  ଅଶ୍ରୁରେ ଭରିଯିବ। ଏରିଜୋନା ସହରେ ବସବାସ କରୁଥିବା କାଇଲ ଜାରେଗୁ ଓ ତାଙ୍କ ପରିବାର ଏକ ବେକେରି ସପ୍‌କୁ ଯାଇଥିଲେ। ଏହି ସପ୍‌ରେ ସେ ତାଙ୍କର ଭଉଣୀ ମେଡିସନ୍‌ଙ୍କ ପାଇଁ ଜନ୍ମଦିନର…
ଅଧିକ ଖବର ଦେଖନ୍ତୁ...

ଧରା ପଡ଼ିଲା ପାକିସ୍ତାନୀ ମିଛ : ଆତଙ୍କବାଦୀ ସଂଗଠନ କୁଲଭୂଷଣଙ୍କୁ ଇରାନ୍‌ରୁ ଅପହରଣ କରି ପାକ-ସେନାକୁ ହସ୍ତାନ୍ତର…

ବେଲୁଚିସ୍ତାନ୍‌: ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ଏଜେଣ୍ଟ ଥିବା ଅଭିଯୋଗରେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କର ପ୍ରକୃତରେ ‘ର’ ସହ କୌଣସି ସଂପର୍କ ନାହିଁ। ପାକିସ୍ତାନ ସରକାରଙ୍କ ଦ୍ୱାରା ସମର୍ଥିତ ଓ ପ୍ରୋତ୍ସାହିତ ଏକ ଆତଙ୍କବାଦୀ ସଂଗଠନ…
ଅଧିକ ଖବର ଦେଖନ୍ତୁ...