Daily Archives

February 8, 2018

ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ଘଟଣା : ରାଜଶ୍ରୀଙ୍କୁ ସର୍ତ୍ତମୂଳକ ଜାମିନ

ଜଳେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ଘଟଣାରେ ଗିରଫ ରାଜଶ୍ରୀଙ୍କୁ ଆଜି ଜଳେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଏଣେ ଗତକାଲି ସର୍ତ୍ତମୂଳକ ଜାମିନ ପାଇଥିବା ରାଜଶ୍ରୀଙ୍କ ସ୍ୱାମୀ ଦିଲ୍ଲୀପ କାମିଳା ଆଜି ଜଳେଶ୍ୱର ସବ୍‌-ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...

ପୁଣି ଅଲୋଡ଼ା ଶିଶୁକନ୍ୟା: ଖୁଣ୍ଟୁବନ୍ଧରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ନୟାଗଡ଼: ନୟାଗଡ଼ ଶିଶୁକନ୍ୟାଙ୍କ ପାଇଁ ନର୍କ ପାଲଟିଛି। କନ୍ୟା ସନ୍ତାନମାନେ ଏଠି ଅଲୋଡ଼ା ହୋଇଯାଇଛନ୍ତି। ଶିକ୍ଷିତ ସମାଜ ବି କନ୍ୟା ସନ୍ତାନକୁ ପାଦରେ ଆଡ଼େଇ ଦେଉଛନ୍ତି। ରଣପୁର ଅଞ୍ଚଳରୁ ଏକ ପରିତ୍ୟକ୍ତ ଜାଗାରୁ ବ୍ୟାଗ୍‌ ଭିତରୁ ନବଜାତ କନ୍ୟା ସନ୍ତାନ ମିଳିବା ଘଟଣାକୁ ମାସେ ନପୁରୁଣୁ ବୁଧବାର…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଯବାନ, ପେଟ୍ରୋଲିଂ ବୋଟରେ ନେଲେ ହସ୍ପିଟାଲ

ମାଲକାନଗିରି: ମାଲକାନଗିରିରେ ଗୁରୁବାର ଜଣେ ଯବାନଙ୍କ ମହନତାଦେଖିବାକୁ ମିଳିଛି । ଲାଲ ବାହୀନରୁ ଲୋକମାନଙ୍କୁ ରକ୍ଷା କରିବା ସହ ସେମାନଙ୍କ ଅସୁବିଧାରେ ସାହାଯ୍ୟର ହାତ ବଢ଼ାଇଛନ୍ତି ଜଣେ ଯବାନ । ପେଟ୍ରୋଲିଂ କରୁଥିବା ବୋଟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ନେଇ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ କନ୍ୟାର ହୋଇଥାଏ ନିଲାମୀ, ପରେ ହୋଇଥାଏ ବିବାହ

ଲକ୍ଷ୍ନୌ : ଭାରତର ବିକଶିତ ସମାଜରେ ଆଜି ମଧ୍ୟ କିଛି ନିଆରା ପରମ୍ପରା ଜୀବିତ ଅଛି । ଦେଶରେ ସମସ୍ତ ସ୍ଥାନରେ ମହିଳାଙ୍କ ଅଧିକାର ଏବଂ ସମ୍ମାନ ପାଇଁ ସଂଘର୍ଷ ଚାଲୁଥିବା ବେଳେ ଲକ୍ଷ୍ମୌର କିଛି ଗ୍ରାମରେ ହୋଇଥାଏ ବିବାହିତ କନ୍ୟା ମାନଙ୍କର ନିଲାମୀ । ଯୋନପୁରର ଦୁଇ ବିକଶିତ ଖଣ୍ଡର ଅନେକ ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ: ପୁଲିସ୍‌ଙ୍କ କାର୍ଯ୍ୟହୀନତାରୁ ଜଣେ ଯୁବକ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନେତାଜୀ ସୁବାଷ ଚନ୍ଦ୍ର ରାଜରାସ୍ତାରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଲିସ କର୍ମଚାରୀଙ୍କ ଦ୍ୱାରା ରାସ୍ତାରେ ରଖାଯାଇଥିବା ୪ଟି ବ୍ୟାରିକେଟକୁ ଯୋଡ଼ି ରଖିବା ପାଇଁ ଏକ ରସି ବନ୍ଧା ଯାଇଥିଲା। ଅଭିଷେକ ନାମକ ଜଣେ ଯୁବକ ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ହୋଇ ଭାରତୀୟଙ୍କ ସହ କଥା ହେଲେ ହିନ୍ଦୀ ଏବଂ ହରିୟାଣା ଭାଷାରେ: ଭିଡ଼ିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ସାଧାରଣତଃ ବିଦେଶୀଙ୍କୁ ଦେଖିବାମାନେ ଭାରତୀୟ ତାଙ୍କ ସହ କିପରି ଇଂରାଜୀରେ କଥା ହେବେ ତାହାର ଅଭ୍ୟାସ ଆରମ୍ଭ କରିଦିଅନ୍ତି । ତେବେ ଯଦି କେହି ବିଦେଶୀ ଆସି ଭାରତୀୟଙ୍କ ସହ ହିନ୍ଦୀ କିମ୍ବା କୌଣସି ସ୍ଥାନୀୟ ଭାଷାରେ କଥା ହୁଏ ତେବେ! ଆଜ୍ଞା ହଁ , ନ୍ୟୁଜିଲାଣ୍ଡର କାର୍ଲ ରକ କିଛି…
ଅଧିକ ଖବର ଦେଖନ୍ତୁ...

ଶରୀର ପାଇଁ ସୁଇଟ୍‌ କର୍ନ ଲାଭଦାୟକ, କିପରି ଆସନ୍ତୁ ଜାଣିବା…

ସକାଳୁ ସକାଳୁ ଉଠିଲେ ସବୁ ଲୋକ ସ୍ୱାଦଯୁକ୍ତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ସାଧାରଣ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରି ଥିବା ସହ ଫ୍ୟାଟ୍‌ ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ…
ଅଧିକ ଖବର ଦେଖନ୍ତୁ...

ଓ୍ଵିକେଟ୍‌ ପଛରୁ ଧୋନିଙ୍କ କମେଣ୍ଟ୍ରି; ‘ଚିକୁ ସିଧା ହୋଇଯାଅ, ସେ ପଛକୁ ପଳାଇଲେ!’

କେପଟାଉନ: ବୁଧବାର ଦିନ ବିରାଟ କୋହଲିଙ୍କର ଦମ୍‌ଦାର ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାକୁ ହରାଇବାରେ ସମର୍ଥ ହୋଇଥିଲା ଭାରତୀୟ କ୍ରିକେଟ ଟିମ୍‌ । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ ଟିମ୍‌ ଲଗାତାର ତିନିଟି ମ୍ୟାଚ୍‌ ଜିତିବା ସହ ସିରିଜକୁ ନିଜ ନାମରେ କରି ପାରିଛି ।…
ଅଧିକ ଖବର ଦେଖନ୍ତୁ...