Daily Archives

May 1, 2018

ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ମୁମ୍ବାଇ କଷ୍ଟମସ୍‌ ବିଭାଗର ୪ ଡେପୁଟି କମିଶନରଙ୍କ ସମେତ ୬ ସିବିଆଇ ହାତରେ ଗିରଫ

ନୂଆଦିଲ୍ଲୀ: ଜନୈକ ବ୍ୟକ୍ତିଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ଉତ୍କୋଚ ଦାବି କରି ପ୍ରଥମ କିସ୍ତିରେ ୫ ଲକ୍ଷ ଟଙ୍କାର ଉତ୍କୋଚ ନେଉଥିବା ବେଳେ ମୁମ୍ବାଇ କଷ୍ଟମସ୍‌ ବିଭାଗର ୪ ଜଣ ଡେପୁଟି କମିଶନରଙ୍କ ସମେତ ୬ ଜଣଙ୍କୁ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଧିକାରୀମାନେ ଗିରଫ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ବରପାଲି ଲଇକେରା ରାସ୍ତା ପାର୍ଶ୍ୱରେ ଥିବା ଏକ ଜଙ୍ଗଲ ଭିତରୁ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକଙ୍କ ଗଳିତଶବ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଆଶିଷ ନାଏକ ଓ ବୟସ ୩୦ ବର୍ଷ ଏବଂ ଘର ଭଷ୍ମା ଥାନା ରେମଣ୍ଡା ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରେମଣ୍ଡା ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଓଜନ ହ୍ରାସ ପାଇଁ ଅଜି ହିଁ ଆପଣାନ୍ତୁ ଏହି ସବୁ ଆୟୁର୍ବେଦ ତରିକା

ଖାଇବାକୁ ନେଇ ଯାହା ଯାହା ସବୁ ନିୟମ ରହିଛି ତାହା ମାନିଲେ ଓଜନ ନିୟନ୍ତ୍ରଣରେ ରହିପାରିବ। ପୂର୍ବରୁ ନେଇ ଏବେ ପର୍ଯ୍ୟନ୍ତ ଗୁଣୀମାନେ ସେହି ଗୋଟାଏ କଥା କୁହନ୍ତି ଯେ ପ୍ରଥମ ଖାଦ୍ୟା, ଦିତୀୟ ଖାଦ୍ୟ, ତୃତୀୟ ଖାଦ୍ୟା ଯଥାକ୍ରମେ ଅପେକ୍ଷାକୃତ କମ୍‌ ଖାଇବା ଆବଶ୍ୟକ। ଏହିପରି ଭାବେ ରାତି ଖାଇବା…
ଅଧିକ ଖବର ଦେଖନ୍ତୁ...

ଯଥେଷ୍ଟ ପରିମାଣର ପାଣି ପିଉଛନ୍ତି ତ? ନହେଲେ ଭୋଗିବେ ଏହି ସବୁ ଅସୁବିଧା

ପ୍ରାୟ ଅଧିକାଂଶ ରୋଗର ନିରାକରଣ ପାଣି ପିଇବାରେ ରହିଛି। ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ ଯଥେଷ୍ଟ ପରିମାଣରେ ପାଣି ପିଉଥିବା ଲୋକକୁ ସହଜରେ ରୋଗ ହୁଏ ନାହିଁ। ପାଣି ପିଇବା କମ୍‌ ହେଲେ ନାନା ପ୍ରକାରର ରୋଗ ଘାରିଥାଏ। ତେବେ ଚାଲନ୍ତୁ ଜାଣିବା ଉପଯୁକ୍ତ ପରିମାଣର ପାଣି ପିଇନଥିଲେ କି କି ରୋଗ…
ଅଧିକ ଖବର ଦେଖନ୍ତୁ...

ଜୟପୁର: ନବବଧୂଙ୍କ ୩୬ଟି ଭିଡିଓ କ୍ଲିପ୍‌ ଭାଇରାଲ କଲା ବୟଫ୍ରେଣ୍ଡ

ଜୟପୁର: ପୁଲିସ ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ରାଜ୍ୟରେ ସେକ୍ସ ଭିଡିଓ ଭାଇରାଲ ବନ୍ଦ ହେବାର ନାଁ ନେଉ ନାହିଁ। କେତେବେଳେ କେଉଁ କଲେଜ୍‌ ଛାତ୍ରୀର ଭିଡିଓ ଭାଇରାଲ ହେଉଛି ତ କେତେବେଳେ କେଉଁ ନାବାଳିକାର ଭିଡିଓ ଭାଇରାଲ କରୁଛନ୍ତି ଦୁର୍ବୃତ୍ତ। ରାଜ୍ୟର ସାଇବରସେଲ ଏହି…
ଅଧିକ ଖବର ଦେଖନ୍ତୁ...

କାହିଁକି ପଇଡ ପାଣି ଦେହପାଇଁ ଭଲ

ଏବେ ଖରା ଦିନ । ଏହି ଋତୁରେ ବିଭିନ୍ନ ପ୍ରକାରର ପାନୀୟ ପିଇବାକୁ ଆମେ  ଭଲ ପାଉ। ଏଥିଭିତରୁ ପଇଡ଼  ପାଣିର  ଚାହିଦା  ସାଧାରଣତଃ ବେଶୀ ।  ଏଥିରେ  ମ୍ୟାଗ୍ନେସିୟମ୍‌ , କାଲସିୟମ୍‌,  ପଟାସିଅମ୍‌   ଓ  ସୋଡିଅମ୍‌   ଭଳି  ଖଣିଜ ପଦାର୍ଥ   ରହିଥିବା   ହେତୁ   ପଇଡ଼  ପାଣି   ବେଶ୍‌  ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ୧୦ କେଜି ବାରହା ମାଂସ ସହିତ ୩ ଶିକାରୀ ଗିରଫ

ନୀଳଗିରି: ଗତ କାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କୁଲଡିୟା ଅଭୟାରଣ୍ୟ ମଧ୍ୟରୁ ଶିକାର କରିଥିବା ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କ ଠାରୁ ୧୦ କେଜି ବାର୍‌ହା ମାଂସ ଜବତ କରାଯାଇଛି। କୁଲଡିୟା ଅଭୟାରଣ୍ୟର ରେଞ୍ଜ ଅଫିସର ଲକ୍ଷ୍ମଣ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କା ଶର୍ମାଙ୍କ ‘ବାର୍ଥ ଡେ’ରେ କ’ଣ ଉପହାର ଦେଲେ ବିରାଟ କୋହଲୀ

ମୁମ୍ବାଇ: ଆଜି ବଲିଉଡ୍‌ ଆକ୍ଟ୍ରେସ୍‌ ଅନୁଷ୍କା ଶର୍ମା ନିଜର ୩୦ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତାଙ୍କର ଫ୍ୟାନ୍‌ମାନେ ଅନୁଷ୍କାଙ୍କୁ ପ୍ରେମଭରା ମେସେଜ୍‌ ପଠାଇ ତାଙ୍କୁ  ଖୁସ୍‌ କରିଛନ୍ତି। ତେଣେ ଅନୁଷ୍କାଙ୍କ ସ୍ୱାମୀ କ୍ରିକେଟର୍‌ ବିରାଟ କୋହଲୀ ବି ସେଥିରେ କଂଜୁସି କରି ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ଯୋଗାସନ କରିବାର ପୂର୍ବରୁ ଓ ପରେ କ’ଣ କରିବା ଆବଶ୍ୟକ?

ଯୋଗାସନ କରିବା ପୂର୍ବରୁ ଓ୍ଵାର୍ମ୍‌ଅପ୍‌ ଦରକାର ନାହିଁ। ଷ୍ଟ୍ରେଚିଙ୍ଗ୍‌ ବା ଜଗିଙ୍ଗ୍‌ ଦରକାର ନାହିଁ କିନ୍ତୁ ଯୋଗାସନରୁ ଅଧିକ ଲାଭ ପାଇବା ପାଇଁ ଓ ଶରୀରକୁ କ୍ଷତି ନ ପହଞ୍ଚାଇବା ପାଇଁ ଏହି ପଦ୍ଧତି ପ୍ରୟୋଗ କରିବା ଦରକାର। ଜାଣନ୍ତୁ ଯୋଗାସନ କରିବାର ପୂର୍ବରୁ ଓ ପରେ କ’ଣ ସବୁ କରିବା…
ଅଧିକ ଖବର ଦେଖନ୍ତୁ...

ରାହୁଳଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ମୋଦି: ରାହୁଳ ବିନା କାଗଜରେ ୧୫ ମିନିଟ୍‌ କୁହନ୍ତୁ ତ!

ବେଙ୍ଗାଲୁର: କର୍ଣ୍ଣାଟକକୁ ନିର୍ବାଚନ ପ୍ରଚାରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଳ ଗାନ୍ଧୀଙ୍କ ଚାଲେଞ୍ଜର ଜବାବ ବେଶ ବ୍ୟଙ୍ଗାତ୍ମଭାବେ ଦେଇଛନ୍ତି। ରାହୁଳ ଗାନ୍ଧୀଙ୍କୁ ସିଧା କଟାକ୍ଷ କରି କହିଛନ୍ତି ଯେ ରାହୁଳ ଗାନ୍ଧୀ କହୁଛନ୍ତି ଯେ ସେ ଯଦି ସଂସଦରେ ୧୫ ମିନିଟ ଭାଷଣ ଦେବେ…
ଅଧିକ ଖବର ଦେଖନ୍ତୁ...