Daily Archives

June 6, 2018

୩୦ ଦେହଜୀବୀଙ୍କ ସହିତ ପାର୍ଟି ମନାଇଲେ ଖେଳାଳି, ଅଧିକାରୀ କହିଲେ – ଦଣ୍ଡ ମିଳିବନି

ନୂଆଦିଲ୍ଲୀ: ମ୍ୟାକସିକୋର ବିଶ୍ୱ କପ୍‌ ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପୂର୍ବରୁ ୩୦ ଜଣ ଦେହଜୀବୀଙ୍କୁ ପାର୍ଟିରେ ସାମିଲ କରିଥିଲେ। ଫୁଟବଲ ମହାକୁମ୍ଭ କୁହାଯାଉଥିବା ଫିଫା ବିଶ୍ୱ କପ୍‌ ୨୦୧୮ରେ ଯୋଗଦେବା ପୂର୍ବରୁ ଖେଳାଳିମାନଙ୍କ ପାଇଁ ବିଦାୟକାଳୀନ ପାର୍ଟିର ଆୟୋଜନ ହୋଇଥିଲା, ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ବିରଳ ଉଦାହାରଣ ସୃଷ୍ଟି କଲେ କେରଳ ଡାକ୍ତର: କେବଳ ନିପା ରୋଗୀଙ୍କ ଚିକିତ୍ସା କଲେ ନାହିଁ; ନିପାରେ ମୃତକଙ୍କ ଶବବାହକ…

କୋଝିକୋଡ଼େ (କେରଳ): ବିଭିନ୍ନ ସମୟରେ ଡାକ୍ତମାନଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗମାନ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଇଥାଏ। ଯେପରିକି ରୋଗୀ ଚିକିତ୍ସାରେ ଅବହେଳା, ଚିକିତ୍ସା ପାଇଁ ରୋଗୀ ସଂପର୍କୀୟଙ୍କ ଠାରୁ ଅର୍ଥ ଦାବି ଇତ୍ୟାଦି, ଇତ୍ୟାଦି। ତେବେ, ସଂପ୍ରତି ନିପା ଭାଇରସ୍‌ କବଳିତ…
ଅଧିକ ଖବର ଦେଖନ୍ତୁ...

ଅପହରଣ କରି ନେଇ ଯାଉଥିଲେ, ବୁଦ୍ଧି ଖଟାଇ ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ନାବାଳକ

ବଲାଙ୍ଗୀର: ସାରା ରାଜ୍ୟରେ ପିଲା ଚୋର ଆତଙ୍କ ଦେଖାଯାଇଥିବା ବେଳେ, ସୋମବାର ବଲାଙ୍ଗୀରରେ ବି ଏଭଳି ଘଟଣାର ପୁନରାବୃର୍ତ୍ତି ଦେଖିବାକୁ ମିଳିଛି। ବୁଦ୍ଧି ଖଟାଇ ଅପହର୍ତ୍ତାଙ୍କ କବଳରୁ ନାବାଳକ ଦ୍ୱୟ ଖସି ଆସିଛନ୍ତି। ଟାଉନ ପୁଲିସ ୨ ଜଣ ନାବାଳକକୁ ଉଦ୍ଧାର କରିଛି। ଅପହୃତ ବାଳକ ଅଭିଷେକର କହିବା…
ଅଧିକ ଖବର ଦେଖନ୍ତୁ...

ଆଇଏଏଫ ପାଇଲଟ ନିଜ ଜୀବନକୁ ବାଜି ଲଗାଇ ଏପରି ବଞ୍ଚାଇଲେ ଅନେକ ଲୋକଙ୍କ ଜୀବନ

କଚ୍ଛ: ମଙ୍ଗଳବାର ସକାଳେ ବାୟୁସେନାର ଫାଇଟର ଏୟରକ୍ରାପ୍ଟ ଜଗୁଆର ଗୁଜୁରାଟ କଚ୍ଛରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ ଏୟାର କମାଣ୍ଡର ସଞ୍ଜୟ ଚୌହ୍ଵାନ୍‌ଙ୍କ ମୃତ୍ୟୁ ହୋଇଛି। ଚୌହ୍ଵାନ ନିଜ ଜୀବନକୁ ବାଜି ଲାଗାଇ ଅନେକ ଜୀବନ ବଞ୍ଚାଇଛନ୍ତି। ଚୌହ୍ଵାନ ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...

‘A’ ହେଉଛନ୍ତି ‘B’ର ବାପା, କିନ୍ତୁ ‘B’ ‘A’ର ପୁଅ ନୁହେଁ; କହିଲେ ଏହା କିପରି ସମ୍ଭବ?

ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା ଅସ୍ୱୀକାର କରିବେ ନାହିଁ। କେତେକ ପ୍ରଶ୍ନ ଆମେ ପଚାରିଛୁ। ତାହାର ଠିକ୍‌ ଉତ୍ତର ବି…
ଅଧିକ ଖବର ଦେଖନ୍ତୁ...

ଲିଟିଲ୍‌ କୁମାରସ୍ୱାମୀର କରୁଣ କାହାଣୀ! ପୁଲିସ୍‌ ଦ୍ୱାରା ଉଦ୍ଧାର, କନ୍‌ଷ୍ଟେବଲ୍‌ କରାଇଲେ ସ୍ତନ୍ୟପାନ, ନାମକରଣ କଲେ…

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ତିନି ମାସର ଶିଶୁ ପୁତ୍ରର ଜନନୀ ତଥା ପୁଲିସ୍‌ କନେଷ୍ଟବଲ୍‌ ଅର୍ଚ୍ଚନା ଜଣେ ଅପହୃତ ନବଜାତକକୁ ଦୁଗ୍ଧପାନ କରାଇ ଚର୍ଚ୍ଚା ପାଲଟିଛନ୍ତି। ଏହି ନବଜାତକଟିକୁ ତା’ର ବାପାମାଆଙ୍କ ପାଖରୁ ଅପହରଣ କରାଯିବା ପରେ ବାଙ୍ଗାଲୁର ପୁଲିସ୍‌ ଉଦ୍ଧାର କରିଛି। ପୁଲିସ୍‌ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ହାରୁନ ରସିଦ ଖାଁ ବନ୍ଧନ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ହାରୁନ ରସିଦ ଖାଁ ବନ୍ଧନ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ତେବେ ଏହି ନିଯୁକ୍ତି ରିଜର୍ଭ ବ୍ୟାଙ୍କର ମଂଜୁରୀ ପରେ ଲାଗୁ ହେବ । ନିକଟରେ ଏହି ବ୍ୟାଙ୍କ ପକ୍ଷରୁ ଘୋଷିତ ଆଇପିଓ ବେଶ ସଫଳ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ଆମେରିକା ବୁଦ୍ଧିରେ ପଡି ଋଷିଆକୁ ଛାଡିପାରିବୁ ନାହିଁ : ସୀତାରମଣ

ନୂଆଦିଲ୍ଲୀ : ଆମେରିକା ସହିତ ଭାରତର ସାମରିକ ସଂପର୍କ ବଢିଚାଲିଥିଲେ ମଧ୍ୟ ଋଷିଆକୁ ଭାରତ ଛାଡିପାରିବ ନାହିଁ । ସମ୍ପର୍କ ବୃଦ୍ଧି କରିବା ବାହାନାରେ ଆମେରିକା ଋଷିଆ-ଭାରତ ସଂପର୍କକୁ ପ୍ରଭାବିତ କରିପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ…
ଅଧିକ ଖବର ଦେଖନ୍ତୁ...

ଏକ ଗୋପନ ସାମରିକ ଗବେଷଣା କରୁଛି ଆମେରିକା, ସଫଳ ହେଲେ ବିଶ୍ୱରେ ଅପରାଜେୟ ହୋଇଯିବ

ଓ୍ଵାସିଂଟନ : ବିଶ୍ୱରେ ଆମେରିକାର ପ୍ରତିପତ୍ତି କ୍ରମଶଃ ହ୍ରାସ ପାଉଛି । ଚୀନ, ଋଷିଆ ଆଦି ଦେଶ ନିଜର ଶକ୍ତି ବଢାଇଚାଲିଛନ୍ତି, ପ୍ରତି ପଦକ୍ଷେପରେ ଚ୍ୟାଲେଞ୍ଜ କରୁଛନ୍ତି । ପୁଣି ଉତ୍ତରକୋରିଆ, ଇରାନ, ପାକିସ୍ତାନ ଆଦି ଅମାନିଆ ଦେଶର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଚିନ୍ତିତ । ଏସବୁ…
ଅଧିକ ଖବର ଦେଖନ୍ତୁ...

ଅଜବ ମାଆର ଗଜବ ମମତା! ଅତ୍ୟଧିକ ଭଲପାଇବା କାଳ ହେଲା, ଅଲଗା ହେବେ ମାଆ-ପୁଅ

ସିଲିଗୁଡ଼ି: ସବୁ ଅତିର ପରିଣାମ ଇତି। ଏପରିକି କାହା ପ୍ରତି ଅତି ଶ୍ରଦ୍ଧା ବି ବିପଦ ପ୍ରମାଣିତ ହୋଇପାରେ। ନିଜ ପୁଅକୁ ଅତି ଶ୍ରଦ୍ଧା କରୁଥିବା ଜଣେ ମାଆଙ୍କ କାହାଣୀ ଏବେ ଚର୍ଚ୍ଚା ପାଲଟିଛି। ମାଆର ଅତ୍ୟଧିକ ଭଲପାଇବା ପାଲଟି ଯାଇଛି ପୁଅ ପାଇଁ ଶିକୁଳି। ଜାଣିବାକୁ ମିଳିଛି ଯେ ମାଆ ଜଣକ ନିଜ…
ଅଧିକ ଖବର ଦେଖନ୍ତୁ...