Daily Archives

June 19, 2018

ଅଧିକ ଟଙ୍କା ପାଇଁ ମୃତ ଝିଅକୁ ଗୋଟିଏ ଦିନ ଭେଣ୍ଟିଲେଟରରେ ରଖିଥିଲେ ଡାକ୍ତର

ନୂଆଦିଲ୍ଲୀ: ନୋଏଡା ସେକ୍ଟର-୧୨୮ରେ ଜେପି ହସ୍‌ପିଟାଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବାପରେ ବି ଅଧିକ ବିଲ୍‌ ପାଇଁ ଡାକ୍ତର ଭେଣ୍ଟିଲେଟରରେ ରଖିବାର ଏକ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି କି, ଚିକିତ୍ସାଧୀନ ସମୟରେ ରବିବାର ଝିଅର ହସ୍‌ପିଟାଲରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ଖୋଲାଖୋଲି ଭାବେ ଚିଠି ଲେଖିଲେ ଜଣେ ପ୍ରଶଂସକ, ଦେଖନ୍ତୁ ସେ କ’ଣ ଲେଖିଲେ?

ମୁମ୍ବାଇ: ‘ପ୍ରିୟର୍‌ ମିଷ୍ଟର୍‌ ସଲମାନ ଖାନ, ମୁଁ କେବଳ ଆପଣଙ୍କର ଜଣେ ଦର୍ଶକ ନୁହେଁ, ବିଶ୍ୱାରେ ରହିଥିବା ଆପଣଙ୍କର କୋଟି କୋଟି ବଡ଼ ପ୍ରଶଂସକଙ୍କ ମଧରୁ ଜଣେ। ଗତ ଏକ ଦଶଂନ୍ଧି ହେବ ମୁଁ ଆପଣଙ୍କ ସମସ୍ତ ଚଳଚ୍ଚିତ୍ରକୁ ରିଲିଜ୍‌ ହେବାର ପ୍ରଥମ ଦିନ ହିଁ ଦେଖିଥାଏ। ‘ଦବଙ୍ଗ୍‌’, ‘ଏକ୍‌ ଥା…
ଅଧିକ ଖବର ଦେଖନ୍ତୁ...

ମୌସୁମୀ ପରେ ବି ଅଂଶୁଘାତ, କେନ୍ଦ୍ରାପଡ଼ାରେ ଗୋଟିଏ ଦିନରେ ୨ମୃତ

କେନ୍ଦ୍ରାପଡ଼ା: ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିବା ଜଣାପଡ଼ିଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ ଜାଦୁପୁରର କାଳାଗଡ଼ା ଗ୍ରାମର ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ନାମ କେଦାର ନାଥ ଓ ବୟସ…
ଅଧିକ ଖବର ଦେଖନ୍ତୁ...

ମୁଖାଗ୍ନି ଦେବାକୁ ଆଉ କିଛି ସମୟ ବାକିଥିବା ବେଳେ ଜୁଈରୁ ଉଠି ପଡ଼ିଲେ ମହିଳା

କୋଲକାତା: ମହାନଗରରେ ଶୁକ୍ରବାର ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଶ୍ମଶାନକୁ ନିଆଯାଇଥିଲା। ଜୁଇରେ ରଖାଯାଇ ମୁଖାଗ୍ନି ଦେବା ପାଇଁ ରୀତିନୀତି ଚାଲିଥିବା ବେଳେ ହଠାତ୍‌ ମହିଳା  ଉଠି ପଡ଼ିଲେ। ଏଭଳି ଏକ ଘଟଣା ରାମକୁଷ୍ଣା ଶ୍ମଶାନ ଘାଟରେ…
ଅଧିକ ଖବର ଦେଖନ୍ତୁ...

ବିମାନ ବନ୍ଦରରେ ପହଞ୍ଚିବା ବିଳମ୍ବ ହେତୁ ବିମାନରେ ବୋମା ଅଛି ବୋଲି ଗୁଜବ ପ୍ରଘଟ କରିଥିବା କୋରିଓଗ୍ରାଫର୍‌ ଗିରଫ

ଜୟପୁର: ଜୟପୁରରୁ ମୁମ୍ବାଇ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ବୋମା ଅଛି ବୋଲି ଜଣେ ଲୋକ କଲ୍‌ ସେଣ୍ଟର୍‌କୁ କଲ୍‌ କରି ମିଥ୍ୟା ପ୍ରଘଟ କରିଥିବା ଅଭିଯୋଗରେ ମଙ୍ଗଳବାର ପୁଲିସ୍‌ ଦ୍ୱାରା ଗିରଫ ହୋଇଛି। ଜୟପୁରର ବାସିନ୍ଦା ରୋହିତ କୁମାର ଟାଙ୍କ୍‌ଙ୍କ ପକ୍ଷରୁ ଆସିଥିବା କଲ୍‌ଟିକୁ ସକାଳ ୫.୩୦…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରେ ରହିଛି ଶହେ କୋଟି ଛୋଟ ଅସ୍ତ୍ର: ଆମେରିକାରେ ୪୬%, ୨ୟ ସ୍ଥାନରେ ଥିବା ଭାରତ ପାଖରେ ୭କୋଟି

ନ୍ୟୁୟର୍କ: ବିଶ୍ୱରେ ବର୍ତ୍ତମାନ ପ୍ରାୟ ୧୦୦ କୋଟିରୁ ଅଧିକ ଛୋଟ ଅସ୍ତ୍ର ଅଛି। ଏଥିରୁ ୮୫ କୋଟି ୭୦ ଲକ୍ଷ ସାଧାରଣ ଲୋକଙ୍କ ପାଖରେ ରହିଛି। ସେହିଭଳି ଯୁଦ୍ଧାସ୍ତ୍ର ମାମଲାରେ ରୁଷିଆ ପ୍ରଥମ, ଚୀନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୫ମ ସ୍ଥାନରେ ରହିଛି ଆମେରିକା। ଜେନିଭାର ଏକ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

୪୮ବର୍ଷ ବୟସରେ ପ୍ରଦାର୍ପଣ କଲେ ରାହୁଲ ଗାନ୍ଧି, ଚର୍ଚ୍ଚାରେ ରାହୁଲଙ୍କ ଦୁଇଦୁଇଟି ପ୍ରେମ କାହାଣୀ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମିସନ୍‌ଙ୍କ  ଏବେ ୨୦୧୯ରେ କ୍ଷମତାକୁ .ଫେରିବା । ମଙ୍ଗଳବାର ୪୮ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି ରାହୁଲ । ଏଯାବତ୍‌ ସେ ଅବିବାହିତ ଅଛନ୍ତି।  ତାଙ୍କୁ ଯେତେବେଳେ  ବି ବିବାହ କେବେ କରିବେ ନେଇ ପ୍ରଶ୍ନ ହୋଇଛି .ସେ ଏହାର ଉତ୍ତରରେ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାହ କରି ନାହାନ୍ତି: ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍‌

ଭୋପାଳ: ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବିବାହିତ। ଗତ ରବିବାର (ଜୁନ ୧୭)ରେ ସେ ହରଦା ଜିଲ୍ଲାର ଟିମରନୀ ସ୍ଥିତ ଏକ ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆନନ୍ଦୀବେନ୍‌ ଏହା କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅତ୍ୟାଧିକ ଭିଡିଓ ଗେମ ଖେଳିବା ଯୋଗୁଁ ମାନସିକ ବିକୃତିର ଶିକାର ହେଉଛନ୍ତି ଯୁବପିଢ଼ି

ନୂଆଦିଲ୍ଲୀ : ଏବେ ଯୁବପିଢ଼ି ଖେଳକୁଦ କରିବା ତଥା ବୁଲାବୁଲି କରିବା ଅପେକ୍ଷା ଘରେ ଭିଡ଼ିଓ ଗେମ୍ ଖେଳିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ପିଲାଙ୍କ ମଧ୍ୟରେ ବଢୁଛି ଅନଲାଇନ ଗେମର ଚାହିଦା । ବିଭିନ୍ନ ପ୍ରକାର କଂପ୍ୟୁଟର ଗେମରେ ଅଧିକ ସମୟ ବିତାଉଛନ୍ତି ଯୁବପିଢି । ସାଇବର କେଫରେ ବଢୁଛି ଅନଲାଇନ…
ଅଧିକ ଖବର ଦେଖନ୍ତୁ...

ସ୍ଥାନାନ୍ତରିତ ହୋଇ ପଳାଇ ଆସିଥିବା ୧୦୮ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଭାରତର ନାଗରିକତ୍ୱ, ଅପେକ୍ଷାରେ…

ଯୋଧପୁର (ରାଜସ୍ଥାନ): ପାକିସ୍ତାନରୁ ସ୍ଥାନାନ୍ତରିତ ହୋଇ ଭାରତ ପଳାଇ ଆସିଥିବା ୧୦୮ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତ ସରକାର ଗତ ରବିବାର ଦିନ ଭାରତର ନାଗରିକତ୍ୱ ପ୍ରଦାନ କରିଛନ୍ତି। ଯୋଧପୁରର ଜିଲ୍ଲାପାଳ ରବି କୁମାର ସରପର୍‌ ଗତ ରବିବାର ଦିନ ଯେତେବେଳେ ପାକିସ୍ତାନରୁ ସ୍ଥାନାନ୍ତରିତ ହୋଇ…
ଅଧିକ ଖବର ଦେଖନ୍ତୁ...