Daily Archives

July 5, 2018

କେନ୍ଦ୍ରୀୟ ଡେପୁଟେସନ୍‌ ସାରି ଓଡ଼ିଶା ଫେରିବେ ଆଇଏଏସ୍‌ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ଅପରାଜିତା ଷଡଙ୍ଗୀ ପୁଣି ଥରେ ଓଡ଼ିଶା ଆସୁଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିନରେଗା)ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଏହି ଅଧିକାରୀ କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ ବରୁଣଙ୍କ ସଂର୍ଘଷମୟ କାହାଣୀ: ସାଇକେଲ୍ ପଙ୍କଚର୍ ମାରୁଥିଲେ, ଟ୍ୟୁସନ୍ କରୁଥିଲେ ଓ ଦୋକାନରେ କାମ କରି ପାଠ…

ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସୁ ନା କାହିଁକି ଯଦି ମନରେ ଦୃଢ ଆତ୍ମବିଶ୍ୱାସ ଥିବ ତେବେ ସଫଳତା ନିଶ୍ଚିତ ଭାବରେ ମିଳିବ । ଆଉ ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି, ଆଇଏଏସ ଅଫିସର ବରୁଣ ବର୍ନୱାଲ । ଯିଏ ଦିନେ ପଢିବା ପାଇଁ ସାଇକେଲ ପଙ୍କଚର ମାରିବାକୁ ମଧ୍ୟ ପଛାଇ ନଥିଲେ । ତାଙ୍କ ଜୀବନର…
ଅଧିକ ଖବର ଦେଖନ୍ତୁ...

ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟକା, ଘର ଖାନତଲାସୀ ପାଇଁ ଅନୁମତି ଦେଲେ ଲଣ୍ଡନ କୋର୍ଟ

ଲଣ୍ଡନ : ଭାରତୀୟ ବ୍ୟାଙ୍କଗୁଡ଼ିକରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନ ଶୁଝି ଲଣ୍ଡନ ପଳାଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି । ବ୍ରିଟଶ ଅଧିକାରୀମାନେ ମାଲ୍ୟାଙ୍କ ବାସଭବନରେ ପ୍ରବେଶ କରିପାରିବେ, ଖାନତଲାସୀ ନେଇପାରିବେ ଓ ଜବତ କରିପାରିବେ ବୋଲି ଲଣ୍ଡନର ଏକ…
ଅଧିକ ଖବର ଦେଖନ୍ତୁ...

ବିରୋଧ ପରେ ଛାତ୍ରୀମାନଙ୍କୁ ନିର୍ଦ୍ଧିଷ୍ଟ ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲକୁ ଆସିବା ପାଇଁ ଜାରି କରିଥିବା…

ପୁଣେ (ମହାରାଷ୍ଟ୍ର): ପୁଣେର ମାୟର୍ସ ଏମ୍‌ଆଇଟି ବିଶ୍ୱଶାନ୍ତି ଗୁରୁକୂଳ ସ୍କୁଲ୍‌ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଏକ ନିର୍ଦ୍ଧିଷ୍ଟ ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲକୁ ଆସିବା ପାଇଁ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶନାମାକୁ ଆଜି (ଗୁରୁବାର) ପ୍ରତ୍ୟାହାର କରି ନେଇଛନ୍ତି। ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ପରିବାରରୁ ୫ ଜଣ ସଦସ୍ୟ କଲେ ଆତ୍ମହତ୍ୟା ଉଦ୍ୟମ; ସପ୍ତାହ ଭିତରେ ୨ଟି ବଡ଼ ଘଟଣା

ମୁମ୍ବାଇ: ଦିଲ୍ଲୀର ବୁରାଡିସ୍ଥିତ ଗୋଟାଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଏବେ ଗଣମାଧ୍ୟମରେ ଛାଇ ରହିଥିବା ବେଳେ ଏବେ ସମାନ ସେହିପରି ଏକ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ। ଗୋଟାଏ ପରିବାର ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

କ୍ରୋଧର ସୀମା ଟପିଲା: ୯୨ ବର୍ଷୀୟ ମା’ର ଗୁଳିରେ ୭୨ ବର୍ଷିଅ ପୁଅ ମୃତ

ଓ୍ଵାସିଙ୍ଗଟନ୍‌: ଆମେରିକାରେ ନିଜର ୭୨ ବର୍ଷିଅ ପୁଅକୁ ଗୁଳିକରି ହତ୍ୟା କରିବା ଅଭିଯୋଗରେ ପୁଲିସ ଜଣେ ୯୨ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳା ଏନା ମେ ବ୍ଲେସିଙ୍ଗ ବୋଲି ଜଣାପଡ଼ିଛି। ମହିଳାଙ୍କ ବିରୋଧରେ ହତ୍ୟା ଜନିତ ମାମଲା ରୁଜୁ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୫୦୧ ଟଙ୍କାରେ ମିଳିବ ଜିଓଫୋନ-୨, କିପରି ଜାଣନ୍ତୁ

ଭୁବନେଶ୍ୱର : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଜିଓଫୋନ-୨ ସଂପର୍କରେ ଘୋଷଣା କରାଯାଇଛି । କମ୍ପାନି ପକ୍ଷରୁ ପୂର୍ବରୁ ଲଞ୍ଚ୍‌ କରାଯାଇଥିବା ଜିଓଫୋନ-୧ ଦେଶରେ ବେଶ ଲୋକପ୍ରିୟ ହୋଇଥିଲା । ଗତ ବର୍ଷ ପ୍ରାୟ ୨୫ ନିୟୁତ ଜିଓଫୋନ-୧ ବିକ୍ରି ହୋଇଥିଲା । ନୂଆ ଜିଓଫୋନ-୨ ଘୋଷଣା କରି…
ଅଧିକ ଖବର ଦେଖନ୍ତୁ...

ନିଜ ବଡ଼ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ୮ ବର୍ଷ ବୟସ୍କା ନାବାଳିକା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଘଟିଛି ଏକ ଜଘନ୍ୟ ଅପରାଧ। ଜନୈକା ୮ବର୍ଷ ବୟସ୍କା ନିବାଳିକା ନିଜର ବଡ଼ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଏବେ ଦିଲ୍ଲୀର ଏକ ଡାକ୍ତରଖାନାରେ ମୁତ୍ୟୁ ସହ ସଂଗ୍ରାମ କରୁଛି। ପୁଲିସ୍‌ ଦୁଷ୍କର୍ମକାରୀ ବଡ଼ ଭାଇକୁ, ଯିଏକି ମଧ୍ୟ ଜଣେ ନାବାଳକ, ଗିରଫ କରିବା ସହ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ବିମାନ ଭଡ଼ା ନେଇ ପରୋକ୍ଷରେ କୈଫିୟତ୍ ମାଗିଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ସ୍ୱତନ୍ତ୍ର ଜେଟ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଓ ପରେ ହେଲିକପ୍ଟର ଯୋଗେ ଦିଲ୍ଲୀରୁ ହରିୟାଣା ଶୀର୍ଷା ଗସ୍ତ କରିଥିଲେ । ଏହାକୁ ନେଇ ରାଜଭବନରୁ ମୋଟା ଅଙ୍କର ବିଲ୍ ଆସିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଗ୍ୟାସ ସିଲିଣ୍ଡର ମରାମତି ବେଳେ ଅଗ୍ନିକାଣ୍ଡ, ୩ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା: ସରବାହାଲ ଠାରେ ଗୁରୁବାର ଅପରାହ୍ନରେ ଗ୍ୟାସ ସିଲଣ୍ଡର ମରାମତି ବେଳେ ଅଗ୍ନିକାଣ୍ଡ ଘଟିବାରୁ ୨ ଜଣ ବ୍ୟକ୍ତି ଗୁରୁତର ଆହତ  ହୋଇଥିବା ଜଣାଯାଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ବିବରଣୀରୁ ପ୍ରକାଶ ଯେ, ଡ଼ିଏଭି ସ୍କୁଲରେ ଶିକ୍ଷକତା କରୁଥିବା ରାଜ ବିହାରୀ…
ଅଧିକ ଖବର ଦେଖନ୍ତୁ...