Daily Archives

August 10, 2018

ପ୍ରଥମ ଥର ପାଇଁ ଦୀପିକାଙ୍କ ବିପକ୍ଷରେ ରଣବୀରଙ୍କୁ ନେବେ ନାହିଁ ଭଂସାଲୀ, ପ୍ରଥମ ଥର ପାଇଁ ଦୀପିକାଙ୍କ ହିରୋ ହେବେ ଏହି…

ମୁମ୍ବାଇ : ପ୍ରତି ଥର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଦୀପିକା ପାଦୁକୋନ୍‌ଙ୍କୁ ନେଇ କରିଥିବା ସବୁ ଫିଲ୍ମ ବକ୍ସ ଅଫିସରରେ ହିଟ୍‌ ସାବ୍ୟସ୍ତ ହୋଇଛି । ‘ବାଜିରାଓ ମସ୍ତାନୀ’ ହେଉ କି ‘ରାମଲୀଲା’ ବା ‘ପଦ୍ମାବତ’, ରଣବୀରଙ୍କ ସହ ଦୀପିକାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ଭଲ ପାଇବା ଦେଇଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ଦିବସରେ ୧୪ଜଣ କଏଦୀଙ୍କୁ ଜେଲ୍‌ ଦଣ୍ଡରୁ ମୁକ୍ତ କରାଇବେ ଏହି ୧୪ବର୍ଷିୟ ବାଳକ, କିପରି ଜାଣନ୍ତୁ?

ଭୋପାଲ : ଚଳିତ ବର୍ଷର ସ୍ୱାଧୀନତା ଦିବସରେ ୧୪ ଜଣ କଏଦୀ ଜେଲ୍‌ ଦଣ୍ଡରୁ ମୁକ୍ତ କରିବାକୁ ଯାଉଛନ୍ତି । ଏହି ୧୪ଜଣ କଏଦୀଙ୍କ ପାଇଁ ଭଗବାନ ସାଜିିଛନ୍ତି ଜଣେ ୧୪ବର୍ଷିୟ ନାବାଳକ । ସ୍କଲାରସିପ୍‌ରୁ ମିଳିଥିବା ଟଙ୍କାକୁ ୧୪ଜଣ କଏଦୀଙ୍କ ପାଇଁ ଜରିମାନା ଆକାରରେ ଦେଇ ଭୋପାଲର ଆୟୁଷ କିଶୋର ଏହି…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରହୁଥିବା ଘରର ନାମ ‘ରାମାୟଣ’ କାହିଁକି ରଖା ଯାଇଛି ଜାଣନ୍ତି କି?

ମୁମ୍ବାଇ : ବଲିଉଡ୍‌ କଳାକାରମାନଙ୍କର ବଙ୍ଗଳା ଦେଖିବାକୁ ଯେପରି ସୁନ୍ଦର ସେଗୁଡ଼ିକର ନାମ ବି ତା’ଠାରୁ ଅଧିକ ଆକର୍ଷଣୀୟ । ଦବଙ୍ଗ ଖାନ୍‌ ସଲମାନଙ୍କ ଆପାର୍ଟମେଣ୍ଟର ନାଁ ଗ୍ୟାଲେକ୍ସି ରଖା ଯାଇଥିବା ବେଳେ ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ଙ୍କ ଘରର ନାଁ ରଖା ଯାଇଛି ମନ୍ନତ । ତେବେ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ଏବେ ମଲ୍‌ଟିପ୍ଲେକ୍ସକୁ ନେଇ ପାରିବେ ଘର ତିଆରି ଖାଦ୍ୟ, ମହାରାଷ୍ଟ୍ର ପରେ ଆନ୍ଧ୍ର ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ରହୁଥିବା ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର । ଆଗରୁ ମଲ୍‌ଟିପ୍ଲେକ୍ସମାନଙ୍କରେ ଲୋକମାନଙ୍କୁ ଘର ତିଆରି ଖାଦ୍ୟ ନେଇ ଭିତରକୁ ଯିବାକୁ ବାରଣ କରାଯାଉଥିବାରୁ ଲୋକମାନେ ଜଙ୍କ ଫୁଡ଼୍‍ ଖାଇବାକୁ ବାଧ୍ୟ ହେଉଥିଲେ । ଏଥି ପାଇଁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଟ୍ରମ୍ପଙ୍କ ଆଉ ଏକ ଗୋଇଠା, ପାକ୍‌ ମିଲିଟାରୀ ଅଫିସରଙ୍କ ଟ୍ରେନିଂ ପାଇଁ ମନାକଲା ଆମେରିକା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନିର୍ବାଚନ ପ୍ରଚାର ସମୟରେ ହିଁ ସ୍ପଷ୍ଟ କରିଦେଇଥିଲେ ଯେ ସେ ଜିତିଲେ ପାକିସ୍ତାନକୁ ଜବତ କରିବେ । ନିଜର ଏହି କଥାକୁ ସେ ଧୀରେ ଧୀରେ କାମରେ କରି ଦେଖାଉଛନ୍ତି । ପ୍ରଥମେ ପାକିସ୍ତାନକୁ ସେ ଆର୍ଥିକ ସହାୟତା ବନ୍ଦ କରିଦେଲେ । ଏହା…
ଅଧିକ ଖବର ଦେଖନ୍ତୁ...

‘ଆମ ଏୟାରଲାଇନ୍‌ କ’ଣ ସୁରକ୍ଷିତ?’ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କଲେ ବେତନରୁ ବଞ୍ଚିତ ଏୟାର ଇଣ୍ଡିଆ ପାଇଲଟ

ନୂଆଦିଲ୍ଲୀ: ‘ଆମର ଏୟାରଲାଇନ୍‌ କ’ଣ ସୁରକ୍ଷିତ?’ ଏକଥା ଆଉ କେହି ନୁହେଁ; ବରଂ ଖୋଦ୍‌ ଏୟାର ଇଣ୍ଡଆର ପାଇଲଟମାନେ ଆଜି ଦୁଇ ପୃଷ୍ଠା ସମ୍ବଳିତ ଏକ ଦୀର୍ଘ ପତ୍ର ଜରିଆରେ ପ୍ରଶ୍ନ କରିଛନ୍ତି ଏୟାର ଇଣ୍ଡିଆର ଅଧ୍ୟକ୍ଷଙ୍କୁ। ବିଗତ ପାଞ୍ଚ ମାସ ଧରି ବେତନ ପାଇ ନଥିବା ଏୟାର ଇଣ୍ଡିଆର ପାଇଲଟମାନେ ଆଜି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ରଗବି ଟ୍ରଫିକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ କହିଲେ- ପିଲାମାନେ ରଗବି ଖେଳିବାକୁ ଆଗେଇ ଆସନ୍ତୁ

ଭୁବନେଶ୍ୱର: ଭାରତ ଭ୍ରମଣରେ ଆସିଥିବା ରଗବି ବିଶ୍ୱକପ୍‌ ଟ୍ରଫି ୨୦୧୯ ଆମ ପାଇଁ ଖୁସିର ମୂହୁର୍ତ୍ତ ଆଣିଛି। ଆମ ରାଜ୍ୟର ଖେଳାଳିମାନେ ଦେଶ ପାଇଁ ସୁନାମ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କହିଛନ୍ତି। ରାଜ୍ୟ ସଚିବାଳୟରେ ରଗବି ଟ୍ରଫିକୁ ସ୍ୱାଗତ ଜଣାଇ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେବନି ୨୦୦୦ ଟଙ୍କିଆ ନୋଟର ପ୍ରଚଳନ, ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ : ଦେଶରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ କହିଛନ୍ତି ଯେ ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଖପ୍ପା ସଲମାନ୍‌ଙ୍କୁ ଏପରି କଥା କହି ବୁଝାଇଲେ ପ୍ରିୟଙ୍କା 

ନୂଆଦିଲ୍ଲୀ: ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲମାନ୍‌ ଖାନ୍‌ଙ୍କ ଷ୍ଟାରର ସିନେମା ‘ଭାରତ’କୁ ଛାଡ଼ି ଦେଇଥିବା ଖବର ମିଳିଥିଲା। ତେବେ ପ୍ରିୟଙ୍କା ‘ଭାରତ’କୁ କାହିଁକି ଛାଡ଼ିଲେ ସେନେଇ ସ୍ପଷ୍ଟ କାରଣ ଏଯାବତ୍‌ ଜଣାପଡ଼ି ନାହିଁ। ତେବେ କୁହାଯାଉଛି କି, ପ୍ରିୟଙ୍କା ତାଙ୍କର ଏକ ବଲିଉଡ୍‌…
ଅଧିକ ଖବର ଦେଖନ୍ତୁ...

କାନାଡାରେ ଅଜଣା ଆତତାୟୀଙ୍କ ଗୁଳି ଚାଳନାରେ ୪ ମୃତ; ଜନସାଧାରଣଙ୍କୁ ଘର ଭିତରେ ରହିବାକୁ ପୁଲିସ୍‌ ପକ୍ଷରୁ ସତର୍କ ସୂଚନା…

ଟୋରୋଣ୍ଟୋ (କାନାଡା): କିଛି ଅଜଣା ଆତତାୟୀ କାନାଡାର ଫ୍ରିଡ୍ରିକ୍‌ଟନ୍‌ ଅଞ୍ଚଳରେ ଆଜି ପୂର୍ବାହ୍ନ ୯ଟା ୩୦ ମିନିଟ ସମୟରେ ଅନ୍ଧାଧୁନ୍ଦ ଗୁଳିଚାଳନା କରିବା ଫଳରେ ଅତିକମରେ ୪ ଜଣ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଛି। ଏବେବି ଏହି ଅଜଣା ଆତତାୟୀମାନେ ଆଉ କିଛି ସ୍ଥାନରେ ଆତ୍ମଗୋପନ କରି ରହିବା ସହ ଗୁଳି…
ଅଧିକ ଖବର ଦେଖନ୍ତୁ...