Daily Archives

September 7, 2018

ଓଡ଼ିଶାରେ ବଜାଜ ଆଲିଆର ୫୬% ଅଭିବୃଦ୍ଧି

ଭୁବନେଶ୍ୱର : ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବଜାଜ ଆଲିଆ ଲାଇଫ ଇନସ୍ୟୁରାନ୍‌ସ କଂପାନୀ ଓଡ଼ିଶାରେ ୫୬% ଅଭିବୃଦ୍ଧି ହାସଲ କରିଛି । ଗତ ଆର୍ଥିକ ବର୍ଷରେ କଂପାନୀ ୨୬୭ କୋଟି ଟଙ୍କା ରାଜସ୍ୱ ହାସଲ କରିଥିବାବେଳେ ଚଳିତ ବର୍ଷ ୪୧୮ କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଏହି ଘରୋଇ ଉପାୟ ଆପଣାଇ ପାଆନ୍ତୁ ଥାଇରଏଡ୍‌ ରୋଗରୁ ମୁକ୍ତି

ଥାଇରଏଡ୍‌ ଗ୍ରନ୍ଥି ଥାଇରକ୍ସିନ୍‌ ନାମକ ହର୍‌ମୋନ ତିଆରି କରିଥାଏ । ଥାଇରଏଡ୍‌କୁ କିଛି ଲୋକ ସାଇଲେଣ୍ଟ କିଲର ବୋଲି କୁହନ୍ତି । କାରଣ ଏହାର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡ଼ିଥାଏ । ଯେତେବେଳେ ଏହି ରୋଗ ବିଷୟରେ ଜଣାପଡ଼ିଥାଏ, ଲୋକମାନେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା କରାଇଥାନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଦିନ ମଜୁରିଆଙ୍କ ଚମକିଲା ଭାଗ୍ୟ: ୨୦୦ ଟଙ୍କା ଉଧାର ନେଇ ଲଟେରି କିଣିଥିବା ମନୋଜ ରାତା ରାତି ପାଲଟିଲେ କୋଟିପତି

ନୂଆଦିଲ୍ଲୀ : ରାତା ରାତି କୋଟିପତି ହେବା ଖବର ଆପଣ କେବଳ ଫିଲ୍ମମାନଙ୍କରେ ହିଁ ଦେଖିଥିବେ । କିନ୍ତୁ, ପଞ୍ଜାବରେ କିଛି ଏପରି ଘଟଣା ଦେଖିବାକୁ ମିଳିଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଦିନ ମଜୁରିଆ ରାତା ରାତି କୋଟିପତି ପାଲଟିବା ଖବରକୁ କେହି ସହଜରେ ହଜମ କରି ପାରୁ ନାହାଁନ୍ତି…
ଅଧିକ ଖବର ଦେଖନ୍ତୁ...

ଓଭାଲରେ ଭାରତର ଦମଦାର ପ୍ରଦର୍ଶନ: ପ୍ରଥମ ଦିନ ୨୦୦ ରନ୍‌ ପୂର୍ବରୁ ୭ ଓ୍ଵିକେଟ ହରାଇଲା ଇଂଲଣ୍ଡ

ଲଣ୍ଡନ: ଓଭାଲ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଆଲିଷ୍ଟର କୁକ୍‌ ଓ ମୋଇନ୍‌ ଅଲିଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ପ୍ରଥମ ଦିନ ଶୁକ୍ରବାର ୯୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ ସଂଗ୍ରହ କରିଛି। ୫ ଟେଷ୍ଟ ମ୍ୟାଚ୍‌ର ଶେଷ ମୁକାବିଲାରେ ମୋଇନ ଅଲି ୫୦ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ମଣିକର୍ଣ୍ଣିକା ବିବାଦ: ସୋନୁ ସୁଦ୍‌ଙ୍କ ପରେ ଏହି ଅଭିନେତ୍ରୀ ଛାଡ଼ିଲେ ଫିଲ୍ମ

ମୁମ୍ବାଇ : କଙ୍ଗନା ରାଣାଓ୍ଵତ୍‌ଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକା ଏବେ ଚର୍ଚ୍ଚାରେ । ଅଭିନେତା ସୋନୁ ସୁଦ୍‌ ଏହି ଫିଲ୍ମ ଛାଡ଼ିବା ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । କଙ୍ଗନା ଏବଂ ସୋନୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେବାରୁ ସୋନୁ ସୁଦ୍‌ ଫିଲ୍ମ ଛାଡ଼ି ଦେଇଥିଲେ । ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀକୁ ବ୍ଲାକ୍‌ମେଲ କରିବା ପାଇଁ ୪ବର୍ଷର ଶିଶୁକୁ ନିର୍ଯାତନା ଦେବା ସହ ହତ୍ୟା ଧମକ ଦେଇ ଭିଡିଓ ବନାଇଲା ମା’,…

ସୁରଟ୍‌ : କୁହାଯାଏ ସନ୍ତାନ ଯେତେ ଖରାପ ହେଲେ ମଧ୍ୟ ମାତା କେବେ ହେଲେ କୁମାତା ହୋଇ ନଥାଏ । କିନ୍ତୁ ଏହାର ଠିକ୍‌ ବିପରୀତ ଘଟଣା ଦେଖିବାକୁ ମିଳିଛି ସୁରଟ୍‌ରେ । ସ୍ୱାମୀଠାରୁ ଛାଡ଼ପତ୍ର ନେବା ପରେ ସ୍ୱାମୀକୁ ବ୍ଲାକ୍‌ମେଲ କରିବା ପାଇଁ ୪ବର୍ଷ ଶିଶୁର ମା’ ତାକୁ ନିର୍ଯାତନା ଦେଇଥିବା ଖବର…
ଅଧିକ ଖବର ଦେଖନ୍ତୁ...

ଏହି ୫ ଜଣ ଅଭିନେତ୍ରୀ ବି-ଗ୍ରେଡ୍‌ ଫିଲ୍ମରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ

ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବେ ଲୋକପ୍ରିୟ ହେବା ସହ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ବୋଧ ହୁଏ ବହୁତ କମ ଲୋକ ଏଠାରେ ପହଞ୍ଚିବା ପୂର୍ବରୁ ସେମାନେ କରିଥିବା ସଂଘର୍ଷ ବିଷୟରେ ଜାଣିଥିବେ । ଟିଭି ଧାରାବାହିକରେ କାମ କରିବା ପାଇଁ ଅଭିନେତ୍ରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ପାଇଁ ସମୁଦ୍ରକୁ ଯାଇଥିଲେ ଯୁବକ, କିନ୍ତୁ ପାଣି ଭିତରୁ ନିଜ ସହ ନେଇ ଆସିଲେ ଏଭଳି ଭୟଙ୍କର ଅସୁବିଧା, ଜାଣନ୍ତୁ…

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ଯୁବକଙ୍କୁ ସମୁଦ୍ରରେ ଗାଧୋଇବା ପଡ଼ିଛି ମହଙ୍ଗା । ସମୁଦ୍ରକୁ ବୁଲିବାକୁ ଯାଇଥିବା ବେଳେ ଗରମ ହେଉଥିବାରୁ ସେ ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ପାଣି ଭିତରେ ତାଙ୍କ ସହ କିଛି ଏପରି ଘଟିଥିଲା, ଯାହା ବିଷୟରେ ଜାଣିବା ପରେ ସମୁଦ୍ରରେ ଗାଧୋଇବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ଫିଲ୍ମ ‘ମୋହବତେଁ’ର ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନିଙ୍କ ୭ବର୍ଷର ପୁଅକୁ ଆକ୍ରମଣ, ମିଳିଲା ହତ୍ୟା ଧମକ

ମୁମ୍ବାଇ : ବଲିଉଡ୍‌ର ଅଲ୍‌ ଟାଇମ୍‌ ହିଟ୍‌ ଫିଲ୍ମ ‘ମୋହବତେଁ’ରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇ ପାରିଥିଲେ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି । କିଛି ବର୍ଷ ହେବ ସେ ନିଜକୁ ଫିଲ୍ମରୁ ଦୂରେଇ ରଖିଥିବା ବେଳେ ଏବେ ତାଙ୍କ ପୁଅ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତାଙ୍କ ୭ବର୍ଷର ପୁଅକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀକୁ ହତ୍ୟା କରିବା ପାଇଁ ଭିନ୍ନ ଉପାୟ ଆପଣାଇଲା ସ୍ତ୍ରୀ, ସନ୍ଦେହରୁ ବର୍ତ୍ତିବା ପାଇଁ ଖାଦ୍ୟରେ ମିଶାଉଥିଲା…

ନୂଆଦିଲ୍ଲୀ : ଆମେରିକାରେ ନିଜ ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଯେଉଁ ଉପାୟ ଆପଣାଇଥିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ହତ୍ୟାର ଅଭିଯୋଗ ନ ଆସିବା ପାଇଁ ସ୍ୱାମୀର ଖାଇବାରେ ଆଇଡ଼୍ରପ୍‌ ମିଶାଇ ଖାଇବାକୁ ଦେଉଥିଲା ସ୍ତ୍ରୀ । ଆଇ ଡ଼୍ରପ୍‌ ମିଶାଇ ଖାଇବାକୁ ଦେବାର ୩ ଦିନ ପରେ ସ୍ୱାମୀର…
ଅଧିକ ଖବର ଦେଖନ୍ତୁ...